Daily Archives

June 23, 2024

ଛତିଶଗଡ ସୁକମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ବିସ୍ଫୋରଣରେ ଉଡିଗଲା ଯବାନଙ୍କ ଟ୍ରକ୍, ଦୁଇ ଯବାନ ସହିଦ

କନକ ବ୍ୟୁରୋ : ଛତିଶଗଡ ସୁକମା ଜିଲ୍ଲାରେ ପୁଣି ନକ୍ସଲମାନେ ବର୍ବର କାଣ୍ଡ ଘଟାଇଛନ୍ତି । ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଦୁଇଜଣ ଯବାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ସୁକମା ଜିଲ୍ଲା ଜଗରଗୋଣ୍ଡା ଟେକେଲଗୁଡା ରାସ୍ତାରେ ଯବାନଙ୍କ ଟ୍ରକ ଯାଉଥିବା ବେଳେ ପୂର୍ବରୁ ସେଠାରେ ଲ୍ୟାଣ୍ଡମାଇନ…

ଖରସ୍ରୋତାରେ ବିଲିନ ହୋଇଗଲାଣି ସ୍ରୋତ । ୧୨ ବର୍ଷର ଆନ୍ଦୋଳନ ପରେ ଉଦ୍ଧାର ପ୍ରତିଶ୍ରୁତି ଦେଲା ପ୍ରଶାସନ

କନକ ବ୍ୟୁରୋ : ଯାଜପୁର ରସୁଲପୁର ବ୍ଲକର ଛିଣ୍ଡା ଖରସୁଆ ନଦୀ । ଦିନଥିଲା ଏହି ନଦୀ ରସୁଲପୁର ବ୍ଲକର ଚାଷୀମାନଙ୍କର ଲାଇଫଲାଇନ ଥିଲା । ବ୍ଲକର ଟିକରପଡା, ଗନ୍ଧଣ, ବଡକଇଁଚି, ଭୋଟକା, ରସୁଲପୁର, ରାହାମ୍ବା ପ୍ରଭୃତି ପଂଚାୟତର ତିରିଶ ହଜାରରୁ ଅଧିକ ଲୋକେ ଏହି ଖରସ୍ରୋତା ନଦୀ ଉପରେ ନିର୍ଭର…

ଅରୁଣାଞ୍ଚଳରେ ବାଦଲ ଫଟା ବର୍ଷା, ଧସିଲା ମାଟି ଅତଡା । ଆସାମ ବନ୍ୟାରେ ୪ ଲକ୍ଷ ଲୋକ ପ୍ରଭାବିତ, ୩୭ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ମୌସୁମୀ ଆସୁ ଆସୁ ବର୍ଷା ତାର ତାଣ୍ଡବ ଆରମ୍ଭ କରିଦେଇଛି । ଅରୁଣାଞ୍ଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ରବିବାର ସକାଳେ ବାଦଲ ଫଟା ବର୍ଷା ହୋଇ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଏହାସହ ଅନେକ ସ୍ଥାନରେ ମାଟି ଅତଟା ଖସି ସ୍ଥିତି ସଂଗୀନ ହୋଇପଡିଛି । ସେପଟେ ଆସନରେ ପାଖାପାଖି…

ସରକାରୀ ଜମିକୁ ୨୭ ଥର କରାଯାଇଛି କିଣାବିକା । ୪ ଆଇପିଏସ୍ ପାହ୍ୟାର ଅଧିକାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀରେ ବଡ ଜମି କେଳେଙ୍କାରୀ । ସରକାରୀ ଜମିକୁ ୨୭ ଥର କରାଯାଇଛି କିଣାବିକା । ୨୫୦ କୋଟିର ଜମି କାରବାର ହୋଇଥିବା ନେଇ ସାଂଘାତିକ ଖୁଲାସା । ଯେଉଁଥିରେ ୪ ଜଣ ଆଇପିଏସ ପାହ୍ୟାର ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଛି ଓଡିଶା ସୂଚନା ଅଧିକାର ଅଭିଯାନ ।…

ତାତିରୁ ମିଳିଲା ତ୍ରାହି । ରାଜଧାନୀ ସମେତ ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୬ ତାରିଖରୁ ବଢିବ ବର୍ଷାର ପରିମାଣ

କନକ ବ୍ୟୁରୋ : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସେପଟେ ୨୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ଆଳକନ କରିଛି…

ସମଲିଙ୍ଗୀ ସଂପର୍କ ଅଭିଯୋଗରେ ବନ୍ଧା ହେଲେ ପ୍ରଜ୍ୱଳ ରେବନ୍ନାଙ୍କ ଭାଇ ସୁରଜ । ଜେଡିଏସ ଫାର୍ମ ହାଉସରେ ଦୁଷ୍କର୍ମ…

କନକ ବ୍ୟୁରୋ : କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଜ୍ୱଳ ରେବନ୍ନାଙ୍କ ପରେ ଏବେ ତାଙ୍କ ଭାଇ ସୁରଜ ରେବନ୍ନାଙ୍କୁ ପୋଲିସ ଗିରଫ କରିଛି । ପ୍ରଜ୍ୱଳଙ୍କ ଭଳି ସୁରଜଙ୍କ ଉପରେ ମଧ୍ୟ ସମାନ ଅଭିଯୋଗ ଆସିଛି । ଦଳର ଜଣେ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି କି, ସୁରଜ ତାଙ୍କ ସହ ଜୋର…