Daily Archives

June 23, 2024

ତାମିଲନାଡ଼ୁରୁ ଯାଂଆଳ ଆଣି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଚାଷୀ ତାପସ ସରଦାର । ୮ ମାସ ପରେ ଗୋଟିଏ ଗୋଟିଏ କଙ୍କଡ଼ାର ଓଜନ…

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ବତୀଘର ଗାଁର ତାପସ ସରଦାର ଲୁଣିପାଣିରେ ଆରମ୍ଭ କରିଛନ୍ତି ନୀଳ କଙ୍କଡ଼ା ଚାଷ । ନିଜର ପଡ଼ିଆ ପଡ଼ିଥିବା ୨ ଏକର ଜମିରେ ସେ ପ୍ରଥମେ ଚିଙ୍ଗୁଡ଼ି ଚାଷ କରିଥିଲେ । ହେଲେ ଚିଙ୍ଗୁଡ଼ି ଚାଷରେ ଅଧିକ ଖର୍ଚ୍ଚ ଏବଂ ଲାଭ କମ୍ ହେଉଥିବାରୁ ସେ ଏବେ…

ଦୁଇଭାଇଙ୍କ ସମନ୍ୱୀତ କୃଷି । ଗୋଟିଏ ସ୍ଥାନରେ ୭ରୁ ୮ ପ୍ରକାରର ଚାଷ କରୁଛନ୍ତି ରାୟଗଡ଼ା ଗୁମୁଡ଼ା ଲକ୍ଷ୍ମୀପୁର ଗାଁର…

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକାର ମାଧ୍ୟମ ହେଉଛି ପାରମ୍ପରିକ ପଦ୍ଧତିରେ ହେଉଥିବା ଚାଷ । କିନ୍ତୁ ଗୁମୁଡ଼ା ଲକ୍ଷ୍ମୀପୁର ଗାଁର ଦୁଇ ଭାଇ ମିଶି ଅତ୍ୟାଧୁନିକ ପ୍ରଣାଳୀରେ ସମନ୍ୱୀତ ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଦୁଇ ଭାଇ ତ୍ରିନାଥ ଓ ସନ୍ତୋଷ…

୩୧୦୦ ଟଙ୍କାରେ ଧାନ ବିକିବାକୁ ଅପେକ୍ଷା କରିଛନ୍ତି କୋରାପୁଟ ଚାଷୀ ,୧୬ ହଜାର ଚାଷୀ ମଧ୍ୟରୁ ମାତ୍ର ୧୨୦୦ ଜଣ ଚାଷୀ…

କନକବ୍ୟୁରୋ:ଏ ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୋରାପୁଟ କୃଷକ କଲ୍ୟାଣ ମଂଚ, ଲେଖିଥିବା ଚିଠି । ଖରିଫ ଋତୁ ପାଇଁ ସରକାର ଘୋଷଣା କରିଥିବା ଧାନର ୩୧୦୦ ଟଙ୍କା ଏମଏସପି ରବି ଋତୁରେ ବି ପ୍ରଦାନ କରିବାକୁ ଅନୁରୋଧ କରିଛି ମଂଚ । ନିକଟରେ କେନ୍ଦ୍ର ସରକାର ଖରିଫ ଋତୁ ପାଇଁ ଧାନର ଏମଏସପି…

ଥମୁନି ନିଟ ବିବାଦ ,ଆକ୍ସନ ମୋଡରେ ସିବିଆଇ ,ଦାୟର କଲା ଫୌଜଦାରୀ ମାମଲା ।ଏପଟେ ନିଟ ପିଜି ପ୍ରବେଶିକା ରହିଲା ସ୍ଥଗିତ ।

କନକବ୍ୟୁରୋ: ନିଟ ପରୀକ୍ଷାରେ ଅନିୟମିତତା ମାମଲାରେ ସକ୍ରିୟ ହୋଇଛି ସିବିଆଇ । ଶିକ୍ଷାମନ୍ତ୍ରାଳୟର ଅଭିଯୋଗ ଅଧାରରେ ମାମଲା ରୁଜୁ ହେବା ପରେ ଛାନବିନ୍କୁ ବ୍ୟାପକ କରିଛି ତଦନ୍ତକାରୀ ସଂସ୍ଥା । ଅପରାଧିକ ମାମଲା ରୁଜୁ କରିବା ପରେ ଗୁଜୁରାଟ ଏବଂ ବିହାରକୁ ଟିମ୍ ପଠାଇଛି ସିବିଆଇ । ସୂୂଚନା…

ଘଟଗାଁକୁ ମିଳିବ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା,ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

କନକବ୍ୟୁରୋ: ଲୋକଙ୍କ ମୁଖ୍ୟମନ୍ତ୍ରୀ,ଲୋକଙ୍କ ଗହଣରେ ମୋହନ ମାଝି । ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଇଏ ହେଉଛି କେନ୍ଦୁଝର ପୁଅକୁ ଜିଲ୍ଲାବାସୀଙ୍କ ଭବ୍ୟ ସ୍ୱାଗତ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲାଗି କେନ୍ଦୁଝର ଆସିଥିଲେ ମୋହନ ମାଝି । ଭୁବନେଶ୍ୱରରୁ ଘଟଗାଁରେ ପଂହଚିବା…

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା ,୫ ଲକ୍ଷ ଘର ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ପରେ ପ୍ରଭାତୀ…

କନକବ୍ୟୁରୋ:କେନ୍ଦ୍ର ସରକାରଙ୍କ ପ୍ରାକ୍ ବଜେଟ୍ ଆଲୋଚନାରେ ‘ସୁଭଦ୍ରା’ ଯୋଜନା ପାଇଁ ଓଡ଼ିଶା ସହାୟତା ମାଗିବା ପରେ ଆଜି ଏ ନେଇ ବଡ଼ ବୟାନ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି, ଗତକାଲି ପ୍ରାକ୍ ବଜେଟ୍ ଆଲୋଚନାରେ କେନ୍ଦ୍ର…