Daily Archives

June 23, 2024

ଯେଉଁଠି ଇଣ୍ଟରନେଟ୍, ସେଇଠି ଭିଡ଼ । ପ୍ରାୟ ୧ ସପ୍ତାହ ଧରି ବାଲେଶ୍ୱରରେ ମୋବାଇଲ ଇଣ୍ଟରନେଟ୍ ପାଇଁ ହଟହଟା ।

କନକ ବ୍ୟୁରୋ: ବାଲେଶ୍ୱରରେ କର୍ଫ୍ୟୁ ପାଇଁ ଅସୁବିଧା ଭୋଗୁଛନ୍ତି ଲୋକ । କର୍ଫ୍ୟୁ ପରେ ଏକସପ୍ତାହ ହେଲାଣି ବାଲେଶ୍ୱରରେ ମୋବାଇଲ ଇଣ୍ଟରନେଟ ପାଇଁ ହଟହଟା ହେଉଛନ୍ତି ଲୋକେ । କିଛି ସ୍ଥାନର କର୍ପ୍ୟୁ କୋହଳ ହୋଇଥିଲେ ବି ମୋବାଇଲ ଇଣ୍ଟରନେଟ ଆସୁନାହିଁ । ଆଜିକାଲି ଇଣ୍ଟରନେଟ ଲୋକଙ୍କ ପାଇଁ ଜରୁରୀ…

କେନ୍ଦୁଝର ସଭାରୁ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । କହିଲେ, ଅହଂକାର ପାଇଁ ହେଲା ବିଜେଡିର ପତ୍ତନ ।

କନକ ବ୍ୟୁରୋ: କେନ୍ଦୁଝର ସଭାରେ ବିଜେଡିକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ମମିତା ମେହେରା ଓ ପରୀ ମାମଲାରେ ନ୍ୟାୟ ଦିଆଗଲାନି, ପାପଭାର ବଢ଼ିବା ପରେ ଅହଂକାରର ପତନ ହେଲା । ପାଞ୍ଚ ପାଞ୍ଚ ଥରର ବିଜେଡିକୁ ଲୋକେ ସୁଯୋଗ ଦେଇଥିଲେ, କିନ୍ତୁ ତଳ ଆଡୁ ପ୍ରଥମ ହେଉଥିଲା…

କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭୋଧନ,କହିଲେ ‘କେନ୍ଦୁଝରକୁ ବର୍ଷ ବର୍ଷ ଧରି ଲୁଟ କରାଯାଉଥିଲ।’

କନକବ୍ୟୁରୋ:କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭୋଧନ,କହିଲେ କେନ୍ଦୁଝର କୁ ବର୍ଷ ବର୍ଷ ଧରି ଲୁଟ କରାଯାଉଥିଲା । ହଜାର ହଜାର କୋଟି ଟଙ୍କା ଲୁଟ କରାଯାଇଛି । ପୁବସରକାର ଖଣି ଲୁଟରେ ସାମିଲ ମଧ୍ୟ ଥିଲେ । ଏଠିକାର ପ୍ରଶାସନ ମଧ୍ୟ ଲୁଟରେ ସମ୍ଫୃକ୍ତ ରହିଥିଲେ । ଓଡିଶାର ଅସ୍ମିତା…

ପ୍ରକୃତି ଦେଉଛି ରୋଜଗାର । ଜଙ୍ଗଲରୁ କଂଚା କାଜୁ ସଂଗ୍ରହ କରି ରୋଜଗାର କରୁଛନ୍ତି ନବରଙ୍ଗପୁରର ଆଦିବାସୀ ମହିଳା

କନକ ବ୍ୟୁରୋ : ଆଦିବାସୀ ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି କଂଚା କାଜୁ । ଗ୍ରୀଷ୍ମ ଆରମ୍ଭରୁ ନବରଙ୍ଗପୁରର ଦୈନିକ ବଜାରରେ କାଜୁ ପସରା ଦେଖିବାକୁ ମିଳିଥାଏ । ଆଦିବାସୀ ମହିଳା ମାନେ ଜଙ୍ଗଲରୁ କଂଚା କାଜୁ ସଂଗ୍ରହ କରି ବିକ୍ରି କରନ୍ତି । କାଜୁରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ…

ନଡ଼ିଆ କତାରୁ ସୁନ୍ଦର ସାମଗ୍ରୀ । କଣ୍ଢେଇ, ହାତୀ, ଘୋଡ଼ା, ଗଛ ଓ ଠାକୁରଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି ଭୋଗରାଇ…

କନକ ବ୍ୟୁରୋ : କ୍ଷୁଦ୍ର ଶୀଳ୍ପ ମାଧ୍ୟମରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରନ୍ତି ତା’ର ଉଦାହରଣ ପାଲଟିଛନ୍ତି ଭୋଗରାଇ ବାରବାଟିଆ ପଂଚାୟତ ଆକାନ୍ଦି ଗାଁର ମହିଳା । ଏହି ଗାଁର ମହିଳା ମାନେ ନଡ଼ିଆ କତାକୁ ବ୍ୟବହାର କରି ସୁନ୍ଦର ସୁନ୍ଦର ଗୃହ ଉପକରଣ ପ୍ରସ୍ତୁତ କରୁଛନ୍ତି । ଯାହା ଅନ୍ୟ…

ଯୁବ ଇଞ୍ଜିନିୟରଙ୍କ ଦେଶୀ କୁକୁଡ଼ା ଚାଷ । ଘରୋଇ କମ୍ପାନୀ ଚାକିରି ଛାଡ଼ି ଗାଁରେ କରିଛନ୍ତି କୁକୁଡ଼ା ଫାର୍ମ

କନକ ବ୍ୟୁରୋ : କାଲିମେଳା ବ୍ଳକ ଅନ୍ତର୍ଗତ ଏମଭି-୭୯ ଗାଁର ଶିକ୍ଷିତ ଯୁବକ କଂକଣ ସରକାର । ମାତ୍ର ୬ମାସ ତଳେ ଏକ ଜମି ଲିଜ ନେଇ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଦେଶୀ କୁକୁଡ଼ା ଫାର୍ମ । ଏହି ଦେଶୀ କୁକୁଡ଼ା ଫାର୍ମରେ ଏବେ ପ୍ରାୟ ୩୫୦ ବିଭିନ୍ନ ପ୍ରଜାତିର ଦେଶୀ କୁକୁଡ଼ା ରଖିିଛନ୍ତି । କଂକଣ…