Daily Archives

June 22, 2024

ଦିଲ୍ଲୀରେ ପାଣିପାଇଁ ଆପର ସଂଗ୍ରାମ । ଅନିଶ୍ଚିତ ସମୟ ପାଇଁ ଅନଶନରେ କ୍ୟାବିନେଟ ମନ୍ତ୍ରୀ ଆତିସୀ ମାର୍ଲେନା

କନକ ବ୍ୟୁରୋ : ଦାବି,ବିକ୍ଷୋଭ କଲେ ତଥାପି କମିଲାନି ଦିଲ୍ଲୀରେ ଜଳ ସଙ୍କଟ । ତେଣୁ ଏବେ ଅନଶନରେ ବସିଛନ୍ତି ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଆତିସୀ ମାର୍ଲେନା। ୨ୟ ଦିନରେ ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିବା ପରେ ପୁଣି ଅନଶନରେ ବସିଛନ୍ତି । ଅନ୍ୟପଟେ ତାଙ୍କ…

ବଦଳିଲା ବିରୋଧୀଙ୍କ ମଧ୍ୟରେ ସମୀକରଣ । ମମତାଙ୍କୁ ବୁଝାଇବାରେ କଂଗ୍ରେସ ସଫଳ । ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବେ…

କନକ ବ୍ୟୁରୋ : ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସ୍ବର ବଦଳିଛି। ଏଣିକି କଂଗ୍ରେସ ପାଇଁ କରିବେ ପ୍ରଚାର । ୱାୟନାଡ ଆସନ ପାଇଁ ହେବାକୁ ଥିବା ଉପନର୍ବିଚାଚନ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଇଁ କରିବେ ପ୍ରଚା କରିବାକୁ ଯାଉଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପାଇଁ…

ପ୍ରଶ୍ନପତ୍ର ପ୍ରଘଟ ଓ ନକଲ ରୋକିବାକୁ କେନ୍ଦ୍ରର ନୂଆ ଆଇନ । ଦୋଷୀଙ୍କ ପାଇଁ ୩ରୁ ୫ବର୍ଷ ପର୍ୟ୍ୟନ୍ତ ଓ ସାଂଗଠନିକ ଅପରାଧ…

କନକ ବ୍ୟୁରୋ : ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ ଦେଶରେ ଆଂଟି ପେପର ଲିକ୍ ଆଇନ ହେଲା ଲାଗୁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅନୁସାରେ, - କୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କଲେ ୫ରୁ ୧୦ ବର୍ଷ ଜେଲ ଦଣ୍ଡ - ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜରିମାନା…

ମୌସୁମୀ ବିଳମ୍ବିତ ଯୋଗୁଁ ରାଜ୍ୟର ୨୨ ଜିଲ୍ଲାରେ ନିଅଂଟିଆ ବର୍ଷା । ୫ ଜିଲ୍ଲାରେ ସ୍ଥିତି ଉତ୍କଟ, ପୁରୀରେ ସବୁଠାରୁ କମ୍…

କନକ ବ୍ୟୁରୋ : ମୌସୁମୀ ଓଡିଶା ଛୁଇଁବା ପରେ ଏହା ରାଜ୍ୟର ୨୪ରୁ ଅଧିକ ଜିଲ୍ଳାରେ ପ୍ରବେଶ କରି ସାରିଛି । ଅଧିକାଂଶ ଜିଲ୍ଲାରେ ବର୍ଷା ବି ହୋଇଛି । ହେଲେ, ଜୁନ୍ ୧ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ଯେତିକି ବର୍ଷା ହୋଇଛି ତାହା ଚିନ୍ତାଜନକ । ଆଇଏମଡିର ତଥ୍ୟ ଅନୁସାରେ,ଜୁନ୍ ୭ରୁ ୨୨ ପର୍ଯ୍ୟନ୍ତ…

ଉପଦେଷ୍ଟା ପରେ ଏବେ ନିଗମ ଅଧ୍ୟକ୍ଷଙ୍କର ପଡିଲା ପାଳି । ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷଙ୍କମାନଙ୍କୁ…

କନକ ବ୍ୟୁରୋ : ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକ୍ସନ ମୋଡରେ ରହିଛନ୍ତି । କିଛିଦିନ ତଳେ ବିଭିନ୍ନ ବିଭାଗର ଉପଦେଷ୍ଠା ମାନଙ୍କୁ କାର୍ଯ୍ୟାରୁ ଅବ୍ୟାହତି ଦେଇଥିବା ବେଳେ ଆଜି ବିଭିନ୍ନ ନିଗମରେ ଅଧ୍ୟକ୍ଷ ଦାୟୀତ୍ୱରେ ଥିବା କର୍ମଚାରୀମାନଙ୍କୁ…

ବଡ ଘରର ବଡ଼ ଗୁମର କଥା । କୋର୍ଟରେ ହାଜର ହେଲେନି ଶଶି ବେହେରା

କନକ ବ୍ୟୁରୋ : ବଡ ଘରର ବଡ ଗୁମର । ବଧୂ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି ବିଜେଡିର ହେଭିୱେଟ ନେତା ଶଶିଭୂଷଣ ବେହେରା । ଆଜି କୋର୍ଟରେ ହାଜର ହେବାକୁ ଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଶଶି ବେହେରା ହାଜର ହୋଇନାହାନ୍ତି । ଓକିଲଙ୍କ ଜରିଆରେ କୋର୍ଟର୍ଙ୍କୁ ସମୟ ମାଗିଛନ୍ତି ।…