Daily Archives

June 22, 2024

ଅନୁଗୋଳ ଗ୍ରାହକଙ୍କୁ କାର୍ ସହିତ ୫ଜଣଙ୍କୁ ଇ-ସ୍କୁଟର ଉପହାର । ମୋବାଇଲ୍ ଆପ୍ ଜରିଆରେ ଘରେ ବସି ଗ୍ରାହକ ପାଇବେ ରୁଚି…

କନକ ବ୍ୟୁରୋ : ଦୀର୍ଘ ୪୯ ବର୍ଷ ଧରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଏକନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ରୁଚି ଫୁଡ୍‌ଲାଇନ୍ ତାର ଗ୍ରାହକମାନଙ୍କୁ ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଗୋଟିଏ ମୂଲ୍ୟବାନ କାର ଓ ୫ଟି ଇ-ସ୍କୁଟର ଉପହାର ପ୍ରଦାନ କରିଛି ।…

ଅଭିମାନ ଭୁଲି ସୋନାକ୍ଷୀଙ୍କ ବାହାଘରରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା । ମୁମ୍ବାଇରେ ରବିବାର ହେବ ବାହାଘର

କନକ ବ୍ୟୁରୋ : ରାଗରୁଷା ଭୁଲି ଝିଅ ସୋନାକ୍ଷୀଙ୍କ ବାହାଘରରେ ଯୋଗଦେବେ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା। ମୁସଲିମ ଧର୍ମର ଜହୀର ଇକବାଲଙ୍କ ବିବାହ କରିବା ନିଷ୍ପତିକୁ ସୋନାକ୍ଷୀଙ୍କ ପରିବାର ନାପସନ୍ଦ କରୁଥିବା ଚର୍ଚ୍ଚା ଜୋର ଧରିଥିଲା ।ଏପରିକି ଶତ୍ରୁଘ୍ନ ସିହ୍ନାଙ୍କ ଏକ ବୟାନ ବେଶ…

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ତାଗିଦ । ସକାଳ ୯.୧୫ ମିନିଟ୍ ସୁଦ୍ଧା ଅଫିସରେ ପହଂଚିବାକୁ ନିର୍ଦ୍ଦେଶ, ନିୟମ…

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ତାଗିଦ । ୯ଟା ୧୫ ସୁଧା ଅଫିସ ଆସ ନହେଲେ କଟିବ ଦରମା । ଏଣିକି ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ୟ୍ୟାନୁଷ୍ଠାନ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଂଚିଲେ ଅଧା ଦିନର ଦରମା କଟିବା ନେଇ…

ଶୋଷଣ ମାମଲାରେ ଫସିଲେ ହିନ୍ଦୁଜା ପରିବାର । ୪ ଜଣ ସଦସ୍ୟଙ୍କୁ ଜେଲଦଣ୍ଡାଦେଶ । ଘରୋଇ ସହାୟକଙ୍କୁ ଶୋଷଣ ଓ ନିର୍ଯ୍ୟାତନା…

କନକ ବ୍ୟୁରୋ : ବ୍ରିଟେନ୍ ଆରବପତି ହିନ୍ଦୁଜା ପରିବାରର ଚାରିଜଣ ସଦସ୍ୟଙ୍କୁ ସାଢେ ୪ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇଛି । ବାସଭବନରେ ଘରୋଇ ସହାୟକଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସ୍ୱିଜରଲ୍ୟାଣ୍ଡର ଏକ କୋର୍ଟ ତାଙ୍କୁ ହିନ୍ଦୁଜା ପରିବାର ୪ ସଦସ୍ୟଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଦୋଷୀ…

ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା । ଖୋଲିବ ରତ୍ନଭଣ୍ଡାର

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ ସୂଚନା ଦେଇଛନ୍ତି । ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ । ଏହା ପୂର୍ବରୁ ମଧ୍ୟ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ତାରିଖ ଧାର୍ଯ୍ୟ କରିଥିଲେ । ହେଲେ କୌଣସି କାରଣରୁ…

ଭାଙ୍ଗୁଛି ଜଗନମୋହନଙ୍କ ସାମ୍ରାଜ୍ୟ । ମାଟିରେ ମିଶିଲା ୱାଇଏସଆର କଂଗ୍ରେସର କାର୍ଯ୍ୟାଳୟ

କନକ ବ୍ୟୁରୋ : ଆନ୍ଧ୍ରର ପୂର୍ବତନ ଶାସକ ଦଳର ନିର୍ମାଣଧୀନ କାର୍ୟ୍ୟାଳୟ ଉପରେ ଚାଲିଲା ବୁଲଡୋଜର । ଆନ୍ଧ୍ରପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଦଳ ୟାଇଏସଆର କଂଗ୍ରସର ଗଂଟୁର ଜିଲ୍ଲାର ତାଡେପୋଲିର ନିର୍ମାଣଧୀନ…