Daily Archives

June 18, 2024

ଦିଲ୍ଲୀରେ ପାଳିତ ହେଲା ରଜ ମହୋତ୍ସବ । କିଦ୍ୱାଇ ନଗରରେ ରଜ ପାଳନ କଲେ ପ୍ରବାସୀ ଓଡ଼ିଆ ।

କନକ ବ୍ୟୁରୋ: ଦିଲ୍ଲୀର କିଦ୍ୱାଇ ନଗରରେ ରଜ ମହୋତ୍ସବ ୨୦୨୪ ପାଳିତ ହୋଇଯାଇଛି । ଓଡିଶାର ପାରମ୍ପାରିକ କଳା, ସଂସ୍କୃତିର ପ୍ରଚାର ପ୍ରସାର କରାଇବା ସହ ଲୋପ ପାଇ ଆସୁଥିବା କୁଆଁରୀମାନଙ୍କ ଅତୀତର ପୁଚିଖେଳ, ଦୋଳିଖେଳ, ମୁରୁଜ ଝୋଟି, ଶଙ୍ଖ ଫୁଙ୍ଖା, ହୁଳହୁଳି ଭଳି ଅନେକ ଲୋକକଳାକୁ ଅଧିକରୁ ଅଧିକ…

ଜନତା ସିଟି ସେଣ୍ଟରରେ ‘ରଜ ସ୍ପେଶାଲ ୨୦୨୪’

କନକ ବ୍ୟୁରୋ: ବ୍ରହ୍ମପୁର ସହରର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଜନତା ସିଟି ସେଣ୍ଟର୍ ଠାରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମହିଳାଙ୍କ ସମେତ କୁନି କୁନି ପିଲା ଭାଗ ନେଇଥିଲେ। ନନ୍ଦୀ , ବିଶାଲ , ତରୁଣ ଏବଂ ରବି, ସନ୍ତୋଷ ଏବଂ…

ଖୁବଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚଙ୍କ ନାଁ: ବିସିସିଆଇ ସବୁ ସର୍ତ୍ତମାନିବା ପରେ ଗମ୍ଭୀରଙ୍କ ନାଁରେ…

କନକ ବ୍ୟୁରୋ: ଟିମ ଇଣ୍ଡିଆ ମୁଖ୍ୟ କୋଚ ନେଇ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ବାଜିପାରେ ନୂଆ କୋଚଙ୍କ ଉପରେ ମୋହର । ମିଳିଥିବା ସୂଚନା ଅନୁସାରେ ରେସରେ ସବୁଠୁ ଆଗରେ ଥିବା ଗୌତମ ଗମ୍ଭୀରଙ୍କ ସମସ୍ତ ସର୍ତ ବିିସିଆଇ ମାନିଛି । ତେଣୁ ଚର୍ଚ୍ଚା ହେଉଛି ଗୌତମ ହିଁ ହୋଇପାରନ୍ତି ଟିମ ଇଣ୍ଡିଆ…

ହିଟୱେଭ, ଲୁ’ ଭିତରେ କଲବଲ କରୁଛି ୱାର୍ମ ନାଇଟ: ରାତିରେ ଅନୁଭୂତ ହେଉଛି ଅଧିକ ଗରମ

କନକ ବ୍ୟୁରୋ: ଏଥରକ ଯେଉଁଭଳି ଭାବେ ପ୍ରଚଣ୍ଡ ତାତି ଓ ଲୁ ଜାରି ଚାଲିଛି ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ରାଜ୍ୟରେ ମୌସୁମୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି ତଥାପି ଅଧିକାଂଶ ରାଜ୍ୟରେ ଗରମରେ ଛଟପଟ ହେଉଛନ୍ତି । ଜୁନ ଆସିଲେ ମାନେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ । ଏଥରକ ମଧ୍ୟ ସେଭଳି…

ନିଟ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଉପରେ ବର୍ଷିଲେ କୋର୍ଟ, ସାମାନ୍ୟ ଭୁଲ ଥିଲେ ବି…

କନକ ବ୍ୟୁରୋ: ଥମୁନି ନିଟ ବିବାଦ, କୋର୍ଟରେ ବଢ଼ୁଛି ପିଟିସଦ । ଆଜି ଆବେଦନ ଉପରେ ଶୁଣାଣୀ କରି ଏନଟିଏକୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଯଦି ଭୁଲ ରହିଛି ତେବେ ତାକୁ ତୁରନ୍ତ ସୁଧାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ କେନ୍ଦ୍ର ଓ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିକୁ ନୋଟିସ ମଧ୍ୟ…

ୱାୟନାଡ ଆସନ ଉପନିର୍ବାଚନରେ ବଡ଼ ଟୁଇଷ୍ଟ: ପ୍ରିୟଙ୍କାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇପାରନ୍ତି ସ୍ମୃତି ଇରାନୀ

କନକ ବ୍ୟୁରୋ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ ଲୋକସଭାରୁ ଉପନିର୍ବାଚନ ଲଢ଼ିବେ । ଦୁଇଟି ଆସନ ଜିତିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରାଏବରେଲୀ ରଖି ୱାୟନାଡ ଛାଡିବେ ବୋଲି ଗତକାଲି ଦଳର ସଭାପତି ମଲ୍ଲିକାର୍ଜୁଡ଼ ଖଡଗେ ଘୋଷଣା କରିଥିଲେ । ଏବେ ପ୍ରିୟଙ୍କାଙ୍କୁ…