Daily Archives

June 17, 2024

ଜମିବାଡି ବିବାଦର କରୁଣ ରୂପ । ମୟୁରଭଞ୍ଜ ଲୁଣଚାଟି ଗାଁରେ ବଡ ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ।

କନକ ବ୍ୟୁରୋ: ଜାଗା ବାଡ଼ିକୁ କେନ୍ଦ୍ର କରି ସାନ ଭାଇକୁ ହାଣୀ ଅତି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ । ରାଗ ଓ ହିଂସାରେ ବଡ଼ଭାଇ ଭୁଲିଗଲା ଭାଇ-ଭାଇ ମଧ୍ୟରେ ରହିଥିବା ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା । ଭୁଲିଗଲା ନିଜ ମାଆ ପେଟରୁ ଜନ୍ମ ନେଇଥିବା ସେଇ ରକ୍ତ ସମ୍ପର୍କକୁ । ଏଭଳି ଅଭାବନୀୟ ଓ…

ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ହାତୀ । ୩ ବର୍ଷରେ କେନ୍ଦୁଝରରେ ମରିଛନ୍ତି ୨୨ ହାତୀ । ବିଭାଗ ପାଖରେ ବିଳମ୍ବରେ…

କନକ ବ୍ୟୁରୋ: ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା କେନ୍ଦୁଝରରେ ସୁରକ୍ଷିତ ନୁହଁନ୍ତି ହାତୀ । କ୍ରମବର୍ଦ୍ଧିଷ୍ଣୁ ଖଣି ଖନନ ପାଇଁ ବିପଦ ମୁହଁରେ ହାତୀ । ଡିଏଫଓ ଡି. ଧନରାଜଙ୍କ ସୂଚନା ଅନୁସାରେ ବିଭିନ୍ନ କାରଣ ପାଇଁ ଗତ ୩ ବର୍ଷରେ ୨୨ଟି ହାତୀଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ସଂସ୍ପର୍ଶ,…

ବାଚସ୍ପତି ପଦକୁ ନେଇ ମୁଣ୍ଡ ନୁଆଁଇବନି ବିଜେପି । ମେଣ୍ଟ ସହଯୋଗୀଙ୍କୁ ମିଳିପାରେ ଉପ-ବାଚସ୍ପତି ପଦ । ନିଜ ପାଖରେ…

କନକ ବ୍ୟୁରୋ: ମେଣ୍ଟ ସହଯୋଗୀଙ୍କ ଆଗରେ ମୁଣ୍ଡ ନୁଆଁଇବନି ବିଜେପି । ଲୋକସଭା ବାଚସ୍ପତି ପଦକୁ ନେଇ ଚର୍ଚ୍ଚା ଭିତରେ, ବିଜେପି ଲୋକସଭା ଅଧ୍ୟକ୍ଷ ପଦ ନିଜ ପାଖରେ ରଖିବ ବୋଲି ସୂଚନା ମିଳିଛି । ଏଥିସହ ମେଣ୍ଟ ଧର୍ମ ପାଳନ କରି ସହଯୋଗୀ ଦଳର ଜଣେ ନେତାଙ୍କୁ ଉପ-ବାଚସ୍ପତି ଆସନରେ ବସାଯାଇପାରେ ବୋଲି…

ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ସକାଳୁଆ ସ୍କୁଲ ,ସ୍ଥିତି ଦେଖି ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ

କନକବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ସକାଳୁଆ ସ୍କୁଲ । ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତି ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ । ପାଣିପାଗ ବିଭାଗକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା…

ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ,ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ।

କନକ ବ୍ୟୁରୋ: ବଦଳିଲା ପାଣିପାଗର ମିଜାଜ । ଅସହ୍ୟ ଗରମ, ଗୁଳୁଗୁଳିରୁ ମିଳିଲା ତ୍ରାହି । ରାଜଧାନୀରେ ପ୍ରବଳ ବର୍ଷା । କାଳବୈଶାଖୀ ବର୍ଷାରେ ଭିଜିଲା ରାଜଧାନୀ । ଖରା, ଗରମ ଆହୁରି ୩ ଦିନ ପର୍ଯ୍ୟନ୍ତ ରହିବାର ପୂୂର୍ବାନୁମାନ କରିଥିଲା ପାଣିପାଗ । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ…

ବାଲେଶ୍ୱର ଶୂନହଟରେ ଗୋଷ୍ଠୀ ସଂଘର୍ଷ ,ଦୁଇ ଦଳ ଭିତରେ ମାରପିଟ ସହ ବ୍ୟାପକ ଭଙ୍ଗାରୁଜା ,ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ…

କନକ ବ୍ୟୁରୋ:ବାଲେଶ୍ୱରରେ ଶୂନହଟରେ ଉତେଜନ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କଥା କଟାକଟିରୁ ମାରପିଟ୍ ପର୍ଯ୍ୟନ୍ତ ପହଂଚିଲା ମାମଲା । ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା । ସ୍ଥିତି ନିୟନ୍ତ୍ରଣ କରିବାକୁ ଶୂନହଟରେ ୧୪୪ ଧାରା ଲାଗୁ । ଦୁଇ ପକ୍ଷର ଗଣ୍ଡଗୋଳରେ ଉତେଜନା ମୂଳକ ସ୍ଥିତି । ଗୋଷ୍ଠୀ…