Daily Archives

June 17, 2024

ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ଛାଡ଼ିଲେ ରାଜ୍ୟ ସରକାର: ଖରା ଓ ଗରମକୁ ଦେଖି ଛୁଟି ନିଷ୍ପତ୍ତି ନେଇପାରିବେ…

କନକ ବ୍ୟୁରୋ: ସରିଲା ଖରା ଛୁଟି । ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, କାଲିଠାରୁ ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଦ୍ୱନ୍ଦ୍ୱ । କିନ୍ତୁ ଏବେ ସ୍କୁଲ ଖୋଲିବାକୁ ନେଇ…

ଲୋକସଭା ବାଚସ୍ପତି ଦୌଡ଼: ଚର୍ଚ୍ଚାରେ ଡି.ପୁରନ୍ଦେଶ୍ୱରୀଙ୍କ ନାଁ

କନକ ବ୍ୟୁରୋ: ଲୋକସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ତେଲେଗୁ ଦେଶମ ପାର୍ଟି ଉପରେ ନିର୍ଭରଶୀଳ ବିଜେପି ଏଥିପାଇଁ ଡି,ପୁରନ୍ଦେଶ୍ୱରୀଙ୍କ ନାଁ ଆଗକୁ ଆଣିଥିବା ସୂଚନା ମିଳିଛି । ଡି.ପୁରନ୍ଦେଶ୍ୱରୀ ହେଉଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ସର୍ମ୍ପକୀୟ । ବାଚସ୍ପତି ପଦ ପାଇଁ…

ଜାପାନରେ ଚିନ୍ତା ବଢ଼ାଉଛି ମାଂସ ଖିଆ ବ୍ୟାକ୍ଟେରିଆ: ସଂକ୍ରମଣର ଦୁଇ ଦିନ ପରେ ଜୀବନ ଯିବା ଆଶଙ୍କା

କନକ ବ୍ୟୁରୋ: ଜାପାନରେ ଏବେ ଘାତକ ବ୍ୟାକ୍ଟେରିଆ ଆତଙ୍କ । ସୂଚନା ଅନୁସାରେ ଏହି ବ୍ୟାକ୍ଟେରିଆ ମଣିଷ ଶରୀରକୁ ଆକ୍ରାନ୍ତ କରିବା ପରେ ମାଂସକୁ କ୍ଷୟ କରୁଛି । ଟିସୁ ନଷ୍ଟ କରୁଛି । ତ୍ରୀବ ବେଗରେ ବ୍ୟାପୁଛି । ଅଙ୍ଗ ପ୍ରତ୍ୟଙ୍ଗ କାମ କରିବନି । ଏହି ରୋଗର ନାଁ ରହିଛି ଏସଟିଏସଏସ । ସବୁ ବଡ କଥା…

କ୍ଷମା ମାଗିଲେ କେରଳ ପ୍ରଦେଶ ଅଧ୍ୟକ୍ଷ କେ,ସୁରେନ୍ଦ୍ରନ: ଭଗବାନ ମୋଦୀଙ୍କୁ ପୋପ ଭେଟିଥିବା କଟାକ୍ଷ କରିଥିଲା କଂଗ୍ରେସ

କନକ ବ୍ୟୁରୋ: ମୋଦୀ ଓ ପୋପଙ୍କୁ କଟାକ୍ଷ କରିବା ପରେ କ୍ଷମା ମାଗିଲା କେରଳ ପ୍ରଦେଶ କଂଗ୍ରେସ । ନିକଟରେ ଇଟାଲୀ ଆପୁଲିଆରେ ଆୟୋଜିତ ଜିସେଭେନ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ପୋପ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ ମୋଦୀ । ଏହାକୁ ନେଇ ପରିହାସ କରିବା ପରେ ଏବେ କ୍ଷମା ମାଗିଛି କଂଗ୍ରେସ ।…

ଇଭିଏମ ପ୍ରସଙ୍ଗରେ ଥମୁନି ବିବାଦ: ରାହୁଲ ଗାନ୍ଧୀଙ୍କ ପରେ ସାମ ପିଟ୍ରୋଦାଙ୍କ ଦାବି, ହ୍ୟାକ ହୋଇପାରେ ଇଭିଏମ

କନକ ବ୍ୟୁରୋ: ଇଭିଏମକୁ ନେଇ ବିବାଦୀୟ ବୟାନ ବର୍ଷା ହେବାରେ ଲାଗିଛି । ଏଲନ ମସ୍କ ଓ ରାହୁଲ ଗାନ୍ଧୀଙ୍କ ପରେ ବିବାଦର ନିଆଁରେ ଘିଅ ଢ଼ାଳିଛନ୍ତି କଂଗ୍ରେସ ନେତା ସାମ ପିଟ୍ରୋଦା । ପିଟ୍ରୋଦା କହିଛନ୍ତି ସେ ଇଭିଏମକୁ ନେଇ ଅନେକ ଗବେଷଣା କରିଛନ୍ତି ଓ ଏହାକୁ ହ୍ୟାକ କରାଯାଇପାରିବ । ସୋସିଆଲ ମିଡିଆ…

ବଦଳିଲା ସରକାର, ବଦଳିଲା ପାଠ୍ୟକ୍ରମ: ବଦଳିଲା ଦ୍ୱାଦଶଶ୍ରେଣୀ ରାଜନୀତି ବିଜ୍ଞାନରେ ବାବ୍ରି ମସଜିଦ, ଗୁଜରାଟ ଦଙ୍ଗା…

କନକ ବ୍ୟୁରୋ: ବହିରୁ ହଟିଲା ପାଠ୍ୟକ୍ରମ । ତେଜିଲା ବିବାଦ । ଦ୍ୱାଦଶଶ୍ରେଣୀ ରାଜନୀତି ବିଜ୍ଞାନରେ ଦେଶର ସବୁଠୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଘଟଣା ବାବ୍ରୀ ମସଜିଦ, ରାମମନ୍ଦିର ଆନ୍ଦୋଳନ ଓ ଗୁଜରାଟ ଦଙ୍ଗା ବିଷୟବସ୍ତୁର ଶୀର୍ଷକରେ ପରିବର୍ତ୍ତର୍ନ କରାଯିବା ସହ ପାଠ୍ୟକ୍ରମରେ କାଟଛାଟ କରାଯାଇଛି…