Daily Archives

June 16, 2024

ଜମିବାଡ଼ିକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ: ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ

କନକ ବ୍ୟୁରୋ: ଜମିବାଡ଼ିକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ । ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଓ ଭୁତଡିହି ଗାଁର ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ପରିବାରର ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣେ ମୃତ, ୨ ଗୁରୁତର ହୋଇଛନ୍ତି । ଇଟାମାଟି ଥାନାର ଲାଠିପଡ଼ା ଗାଁର ଜଗଦେବ ପରିଡା…

ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ରାହୁଲ: କହିଲେ, ଭାରତରେ ଇଭିଏମ୍ ଏକ ‘ବ୍ଲାକ ବକ୍ସ’

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ବେଳେ ଇଭିଏମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ନିର୍ବାଚନ ଫଳାଫଳ ପରେ ଏହି ପ୍ରସଙ୍ଗ ପୂରା ଗାୟବ ହୋଇଗଲା । ହେଲେ ଏବେ ହଠାତ୍ ଇଭିଏମ୍ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି । ସବୁଥର ପାଇଁ ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ସାଂସଦ…

ସାମ୍ନାକୁ ଆସିଲା ଭାଇରାଲ୍ ଭିଡିଓର ସତ: ଛୁଟିରେ ନାହାଁନ୍ତି ଚର୍ଚ୍ଚିତ ଆଇଆଇସି

କନକ ବ୍ୟୁରୋ: ପୂର୍ବ ସରକାରରେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ମୋହନ ମାଝିଙ୍କୁ ଦୁର୍ବ୍ୟବହାର ଦେଖାଇଥିଲେ ଆଇଆଇସି । ହେଲେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଆଇଆଇସି ଛୁଟିରେ ଚାଲିଥିବା ଚର୍ଚ୍ଚା ହେଉଥିଲା । ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଛୁଟିରେ ନୁହେଁ ଡ୍ୟୁଟିରେ ଥିବା କହିଛନ୍ତି…

୪ ଦିନ ପୂର୍ବରୁ ମୌସୁମୀ ଛୁଇଁଥିଲା ଓଡ଼ିଶା: ହେଲେ ଏଯାଏଁ ସକ୍ରିୟ ହୋଇପାରୁନି ମୌସୁମୀ

କନକ ବ୍ୟୁରୋ: ଦିନ ପରେ ଦିନ ଗଡ଼ି ଚାଲିଛି, କିନ୍ତୁ ମୌସୁମୀ ବାୟୁ ସକ୍ରିୟ ହେବାର ନାଁ ନେଉନାହିଁ । ୪ ଦିନ ତଳେ ଛୁଇଁଥିବା ମୌସୁମୀ ବାୟୁ ମାଲକାନଗିରିରେ ଅଟକି ରହିଛି । ସେପଟେ ମୌସୁମୀ ବାୟୁ ଆଗକୁ ବଢ଼ିବାରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ବେଳେ କାଲିଠାରୁ ବର୍ଷାର ପରିଣାମ ବଢ଼ିବା ନେଇ…

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଶୃଙ୍ଖଳିତ ରଥଯାତ୍ରା ସହ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ, ତା’ ଉପରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଚଳିତ ବର୍ଷ ଦୁଇଦିନ ରଥଯାତ୍ରା…

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼: ଘଣ୍ଟା ଘଣ୍ଟା କରିବାକୁ ପଡ଼ିଲା ଅପେକ୍ଷା

କନକ ବ୍ୟୁରୋ: ନୂଆ ସରକାର ଗଠନ ପରେ ଚାରିଦ୍ୱାର ଖୋଲି ବିଜେପି ତା’ର ପ୍ରଥମ ପ୍ରତିଶ୍ରୁତି ପାଳନ କରିଥିଲା । ଚାରିଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁ ଖୁସିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କିନ୍ତୁ ଗତ ଦୁଇ ଦିନ ହେବ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ନା କେବଳ ଶ୍ରଦ୍ଧାଳୁଙ୍କୁ କଷ୍ଟ ଦେଉଛି ବରଂ…