Daily Archives

June 7, 2024

ସମ୍ବାଦ ପକ୍ଷରୁ ଆୟୋଜିତ ହେଲା ପ୍ଲସ ଟୁ ଚ୍ୟାମ୍ପ କାର୍ଯ୍ୟକ୍ରମ । ରାଜ୍ୟର ଯୁକ୍ତଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ…

କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ପ୍ଲସ୍ ଟୁ ଚ୍ୟାମ୍ପ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ୨୦୦୨ ମସିହାରେ ପ୍ରଥମ ଥର ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ…

ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀଙ୍କ ପାଇଁ ବଲିଉଡ ଜଣାଇଲା ସମ୍ମାନ । ସୋସିଆଲ ମିଡିଆ ପୋଷ୍ଟରେ କଳାକାର କହିଲେ ମନର କଥା

କନକ ବ୍ୟୁରୋ : ଗୁରୁବାର କୁଏତ ବିପକ୍ଷ ଶେଷ ମ୍ୟାଚ୍ ଖେଳି ନିଜର ୧୯ ବର୍ଷର କ୍ୟାରିୟରର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି, ବିଦାୟୀ ମ୍ୟାଚରେ ଖୁବ୍ ଭାବବିହ୍ୱଳ ହୋଇଥିଲେ ସୁନୀଲ । ପୂରା ଷ୍ଟାଡିୟମ ଛେତ୍ରୀ ଛେତ୍ରୀ ଧ୍ୱନୀରେ କମ୍ପି ଉଠିଥିଲା । ଅଧିନାୟକ ଭାବେ ନିଜର ମ୍ୟାଚ୍ ଜିତିବା ପାଇଁ ପୂରା ଜୋର…

୬.୫ ପ୍ରତିଶତ ରେପୋ ରେଟ୍ ଅପରିବର୍ତିତ ରଖିଲା ଆରବିଆଇ । ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି କରିବାକୁ…

କନକ ବ୍ୟୁରୋ : ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ । ଭାରତୀୟ ରିଜର୍ଭ ବ୍ୟାଙ୍କ ନେତୃତ୍ୱାଧୀନ ମୁଦ୍ରାନୀତି କମିଟି ଶୁକ୍ରବାର ପଲିସି ରେଟ୍ ଅର୍ଥାତ୍ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ଅର୍ଥାତ୍ ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏହି ନିଷ୍ପତି ଫଳରେ ଲୋକଙ୍କୁ ଶସ୍ତା ଋଣ…

ମାନହାନୀ ମାମଲାରେ ବେଙ୍ଗାଲୁରୁ କୋର୍ଟ ଦେଲା ରାହୁଲଙ୍କୁ ଜାମିନ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେର ବିଜେପି…

କନକ ବ୍ୟୁରୋ : ବେଙ୍ଗାଲୁରୁ ସ୍ପେଶାଲ କୋର୍ଟରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ବିଜେପି ପକ୍ଷରୁ ଦାୟର କରାଯାଇଥିବା ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ । ପୂର୍ବ ନିର୍ଦ୍ଦେଶ ମୁତାବକ ରାହୁଲ ଗାନ୍ଧୀ ଆଜି ସ୍ପେଶାଲ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ…

କାହିଁକି ବିଗିଡିଲା ବିଜେପି ପାଇଁ ଆମେଠି ଅଙ୍କ, ଚାଲିଛି ତର୍ଜମା । କିଶୋରୀଲାଲଙ୍କ ସାମ୍ନାରେ ହାର ମାନିବା ପରେ…

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବଡ ଝଟକା ଲାଗିଛି । ଅନେକ ଫାୟାରବ୍ରାଣ୍ଡ ଚେହେରା ନିଜ ନିଜର ଆସନ ବଂଚାଇବାରେ ବିଫଳ ହୋଇଛନ୍ତି    । ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଖବରରେ ରହିଛନ୍ତି ସ୍ମୃତି ଇରାନୀ । ଆମେଠି ଆସନକୁ ପୁଣି ଜିତିବା ପାଇଁ ଯେଉଁ ଦାବି ସେ କରୁଥିଲେ ସବୁ…

ହାରିବା ପରେ ବି ଚର୍ଚ୍ଚାରେ ଅଜୟ ରାଏ । ବାରଣାସୀରେ ମୋଦୀଙ୍କ ପାଇଁ ପାଲଟିଗଲେ ଚ୍ୟାଲେଞ୍ଜ, ଗତଥର ୫ ଲକ୍ଷର ବ୍ୟବଧାନକୁ…

କନକ ବ୍ୟୁରୋ : ବାରାଣସୀ ଲୋକସଭା ଆସନରେ ତୃତୀୟଥର ପାଇଁ ଜିତିଛନ୍ତି ନରେନ୍ଦ୍ର ମୋଦୀ । ଏହି ଆସନରେ ପୂର୍ବ ଦୁଇ ପାଳିଠୁ ଅଧିକ ଭୋଟ ବ୍ୟବଧାନରେ ଜିତିବା ନେଇ ବିଜେପି ଓ ମୋଦୀ ଯେଉଁ ଦାବି କରିଥିଲେ ବି ସେସବୁ ଓଲଟାପାଲଟା ହୋଇଛି । କଂଗ୍ରେସ ପ୍ରାର୍ଥୀ ଅଜୟ ରାଏ ହାରିଛନ୍ତି ସତ କିନ୍ତୁ ନିଜ…