କନକ ବ୍ୟୁରୋ : ସମ୍ବାଦ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ପ୍ଲସ୍ ଟୁ ଚ୍ୟାମ୍ପ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ୨୦୦୨ ମସିହାରେ ପ୍ରଥମ ଥର ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିବାର ପରମ୍ପରା ଆରମ୍ଭ ହୋଇଥିଲା । ଏହି ଧାରା ଅଦ୍ୟାବଧି ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।
ସମ୍ବାଦ ପକ୍ଷରୁ ଆୟୋଜିତ ହେଲା ପ୍ଲସ ଟୁ ଚ୍ୟାମ୍ପ କାର୍ଯ୍ୟକ୍ରମ । ରାଜ୍ୟର ଯୁକ୍ତଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ କରାଗଲା ସମ୍ମାନୀତ
/kanak/media/post_attachments/wp-content/uploads/2024/06/2-16.jpg)