Daily Archives

December 29, 2019

ପୁଣି ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ ! ୱାଚ ଟାୱାରରେ ଚଢିଲେ, କୋଇଲି ବୈକୁଣ୍ଠ ଓ ବିଭିନ୍ନ ନିଷିଦ୍ଧାଞ୍ଚଳର ଭିଡିଓ…

କନକ ବ୍ୟୁରୋ : ପୁଣି ପୁରୀ ଶ୍ରୀମନ୍ଦିରର ଭିଡ଼ିଓ ଭାଇରାଲ । ମନ୍ଦିର ନିକଟରେ ଥିବା ୱାଚ୍ ଟାୱାରରେ ଚଢ଼ିଲେ ୪ ବିଦେଶିନୀ । ୱାଚ ଟାୱାରରେ ଚଢ଼ିବା ସହ କୋଇଲି ବୈକୁଣ୍ଠ ଓ ବିଭିନ୍ନ ନିଷିଧାଂଚଳର ଭିଡ଼ିଓ ଓ ଫଟୋ ଉତୋଳନ କରିଥିବା କୁହାଯାଉଛି । ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁ ବାରମ୍ବାର ଏଭଳି…

ହେମନ୍ତଙ୍କ କାନ୍ଧରେ ଝାଡଖଣ୍ଡ ଭାର । ମହାଆଡମ୍ବରପୂର୍ଣ୍ଣ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

କନକ ବ୍ୟୁରୋ: ଝାଡଖଣ୍ଡରେ ଆରମ୍ଭ ହେଲା ସୋରେନ ସରକାର । ଆଜିଠୁ ଝାଡଖଣ୍ଡରେ ଚାଲିବ ନୂଆ ସରକାରର ଶାସନ । ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ।…

ଦିଲ୍ଲୀପଙ୍କ ମୁହଁରେ ନବୀନଙ୍କ ପ୍ରଶଂସା ! କହିଲେ କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା, ନବୀନଙ୍କ ପାଇଁ…

କନକ ବ୍ୟୁରୋ: ଦିଲ୍ଲୀପଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ । ସେ କହିଛନ୍ତି, ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କ ଯୋଗୁଁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଆଗକୁ ବଢିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ…

OLXରେ ଠକେଇର ଶିକାର ହେଲେ ଯୁବକ । କାର କିଣିବା ପାଇଁ ରଂଜିତଙ୍କଠାରୁ ୭୨ ହଜାର ଟଙ୍କା ଠକି ନେଲା ଠକ । ଜଗତସିଂହପୁର…

- ଯବାନ ସାଜି ଓଏଲଏକ୍ସରେ ଠକେଇ ଅଭିଯୋଗ - ଯୁବକଙ୍କଠାରୁ ଠକିନେଲେ ୭୨ ହଜାର ୬୦୦ ଟଙ୍କା - ଜଗତସିଂହପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ - ୟୁଟ୍ୟୁବରେ ସକ୍ରିୟ ରହିଛନ୍ତି ସେନା ପୋଷକଧାରୀ ଠକ କନକ ବ୍ୟୁରୋ: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗୋପଳସାଗର ମାର୍କଣ୍ଡପୁର ଗାଁର ରଞ୍ଜିତ…

ଆମକୁ ବଞ୍ଚିବାକୁ ଦିଅ, ଶାନ୍ତିରେ ରହିବାକୁ ଦିଅ…

କନକ ବ୍ୟୁରୋ: ପ୍ରକୃତି କୋଳରେ ସଭିଏର୍ ସମାନ । ସିଏ ମଣିଷ ହେଉ ଅବା ପଶୁ, ସମସ୍ତଙ୍କୁ ପ୍ରକୃତି ତା’ ପିଠିରେ ବସାଇଛି । ହେଲେ ଦିନକୁ ଦିନ ଲୋକେ ଜାଗା ପାଇଁ ଯେମିତି ଜଙ୍ଗଲ ମୁହାଁ ହେଉଛନ୍ତି ଠିକ୍ ସେମିତି ଜଙ୍ଗଲୀ ଜନ୍ତୁମାନେ ମଧ୍ୟ ବାସହରା ହୋଇ ଜନବସତି ମୁହାଁ ହେଉଛନ୍ତି । ଆଉ ଏହାପରେ…

ଏସପ୍ଲାନେଡରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା: କର୍ମଚାରୀଙ୍କୁ ଗିରଫ ଦାବିରେ ମଲ୍ ସମ୍ମୁଖରେ ସାମ୍ବାଦିକଙ୍କ…

କନକ ବ୍ୟୁରୋ: ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣ ସୁରକ୍ଷା କର୍ମୀଙ୍କୁ  ଗିରଫ କରିଛି ପୋଲିସ । ଏମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଅନ୍ୟପଟେ ଏତିକିରେ ଶାନ୍ତ ପଡିନାହାଁନ୍ତି ସାମ୍ବାଦିକ ।…