Daily Archives

November 27, 2019

‘ମହା ବିକାଶ ଅଘାଡ଼ି’ ନାଁରେ ମହାମେଣ୍ଟ । ଆସନ୍ତାକାଲି ଉଦ୍ଧବଙ୍କ ହେବ ଅଭିଷେକ, ଶିବାଜୀ ପାର୍କରେ ଶପଥ ନେବେ ନୂଆ ସରକାର…

କନକ ବ୍ୟୁରୋ: ରାତି ପାହିଲେ ମହାରାଷ୍ଟ୍ରରେ ନୂଆ ସରକାର । ‘ମହା ବିକାଶ ଅଘାଡ଼ି’ ନାରା ଦେଇ ମହାମେଣ୍ଟ କରି ସରକାର ଗଢ଼ିବାକୁ ତିନି ଦଳର ନିଷ୍ପତି । ମହାମେଣ୍ଟର ମଙ୍ଗ ଧରିବେ ଶିବସେନା ମୁଖ୍ୟ ବା ମେଣ୍ଟ ଦଳର ନିର୍ବାଚିତ ନେତା ଉଦ୍ଧବ ଠାକରେ । ଆଜି ଏହି ମେଂଟର ମୁଖ୍ୟ ଉଦ୍ଧବ ଠାକରେ…

ଥାନାରେ ଶୁଖିଗଲେଣି କଂଗ୍ରେସ ନେତା ପି.ଚିଦାମ୍ବରମ୍ ! ୩ ମାସରେ କମିଲା ୧୦ କିଲୋ ଓଜନ , ସାକ୍ଷାତ କରିବା ପାଇଁ ପହଁଚିଲେ…

ଦଳୀୟ ସହକର୍ମୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଭେଟିବାକୁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀର ତିହାର ଜେଲରେ ପହଞ୍ଚିଥିଲେ। କଂଗ୍ରେସ ସାମୟିକ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଚିଦାମ୍ବରମଙ୍କୁ…

ପ୍ରେମ ସମ୍ପର୍କରେ କଳହରୁ କରୁଣ ପରିଣତି । ପ୍ରେମିକକୁ ପ୍ରେମିକା ଫିଙ୍ଗିଲା ଏସିଡ୍, ଗୁରୁତର ଅବସ୍ଥାରେ ଏସସିବିରେ…

କନକ ବ୍ୟୁରୋ: ପ୍ରେମ ସମ୍ପର୍କରେ କଳହର କରୁଣ ପରିଣତି । ପ୍ରେମିକକୁ ଏସିଡ ମାରିଲା ପ୍ରେମିକା । ଏଭଳି ଘଟଣା ଘଟିଛି କଟକ ଜଗତପୁର ଅଂଚଳର ଶିକାରୀପୁରରେ । ଏହି ଅଂଚଳରେ ପ୍ରେମିକାକୁ ଏସିଡ ମାଡ କରିଛି ଖୋଦ୍ ପ୍ରେମିକା ବୋଲି ସୂଚନା ମିଳିଛି । ଆହତ ଯୁବକର ନାଁ ଅଲେଖ ବାରିକ । ତାଙ୍କ ଘର ଜଗତପୁର…

କକ୍ଷପଥରେ ସ୍ଥାପିତ ହେଲା କାର୍ଟୋସାଟ୍ – ୩ ମିସାଇଲ୍ । ଆକାଶରୁ ପାକିସ୍ତାନର ଗତିବିଧି ଉପରେ ନଜର ରଖିବ…

ବୁଧବାର ସକାଳ ୯ : ୨୮ ମିନିଟରେ ଇସ୍ରୋ ସଫଳତାର ସହ ପିଏସଏଲ୍-ସି ୪୭ ଯୋଗେ କୃତ୍ରିମ ଉପଗ୍ରହ କାର୍ଟୋସାଟ୍-୩ କୁ ଉତକ୍ଷେପଣ କରି କକ୍ଷପଥରେ ସ୍ଥାପନ କରିଛି। ଏହି ରିମୋଟ୍ ସେନ୍ସିଙ୍ଗ୍ ସାଟେଲାଇଟ୍ ଭୂପୃଷ୍ଟକୁ ବିସ୍ତୃତ ଭାବେ ମ୍ୟାପିଙ୍ଗ୍ କରି ପାରିବ। କାର୍ଟୋସାଟ୍ ସହ ପିଏସଏଲଭି ଏହାର ୪୯…

ପଛକଥା ଛାଡି ବିଧାନସଭା ଆଗରେ କୋଳାକୋଳି ହେଲେ ଭାଇଭଉଣୀ ! ବିଧାନସଭାରେ ପହଁଚିଥିବା ଏନସିପି ନେତା ଅଜିତ୍ ପାୱାରଙ୍କୁ…

୨୪ ଘଣ୍ଟା ଭିତରେ ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମ୍ପୁର୍ଣ୍ଣ ଚିତ୍ର । ୭୮ ଘଣ୍ଟା ମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡନବିସ୍ ରହିବା ପରେ ଏବେ ଶିବସେନା ପ୍ରମୁଖ ଉଦ୍ଧବ୍ ଠାକରେ ଧରିବେ ମହାରାଷ୍ଟ୍ରର ମଙ୍ଗ । ଏନସିପିକୁ ଛାଡି ବାଟବଣା ହୋଇ ବିଜେପିକୁ ଯାଇଥିବା ଅଜିତ୍ ପାୱାର୍ ପୁଣିଥରେ ଘର…

ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍-୩’, ମହାକାଶରୁ ଶତ୍ରୁ ଉପରେ ରଖିବ…

କନକ ବ୍ୟୁରୋ : ଇସ୍ରୋ ରଚିଲା ଇତିହାସ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍ ୩’ । ପିଏସଏଲଭି-ସି-୪୨ ରକେଟ୍ ଜରିଆରେ ଛଡାଗଲା ଉପଗ୍ରହ । ୨୭ ମିନିଟରେ ଅରବିଟରେ ପହଞ୍ଚିବ ୧୪ଟି ଉପଗ୍ରହ । ଆମେରିକାର ୧୩ଟି ନାନୋ ଉପଗ୍ରହର ଉତକ୍ଷେପଣ । #WATCH Indian Space…