Daily Archives

August 29, 2019

୬୦ ବର୍ଷ କ୍ରିକେଟ କ୍ୟାରିୟର୍, ୭ ହଜାର ୱିକେଟ : ୮୫ ବର୍ଷରେ ସନ୍ୟାସ ନେଲେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ସେସିଲ୍…

କନକ ବ୍ୟୁରୋ : କ୍ରିକେଟକୁ ଅଲବିଦା କରିଛନ୍ତି ବିଶ୍ୱର ସର୍ବ ବରିଷ୍ଠ ଖେଳାଳି । ସେ ହେଉଛନ୍ତି ୱେଷ୍ଟଇଣ୍ଡିଜର ସବୁଠାରୁ ବରିଷ୍ଠ ପେସାଦାର କ୍ରିକେଟର ସେସିଲ୍ ରାଇଟ୍ । ୮୫ ବର୍ଷ ବୟସରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜର ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ସେସିଲ୍ ରାଇଟ୍ ।…

କ’ଣ ସତରେ ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଘର ଉପହାର ଦେଇଛନ୍ତି ସଲମାନ୍ ଖାନ୍ ? କ’ଣ ରହିଛି ଏହି ଖବର ପଛର ସତ୍ୟତା…

ଗତ କିଛି ଦିନ ଧରି ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଥିବା ଗରିବ ଗାୟିକା ରାନୁ ମଣ୍ଡଳ ଏବେ ଖୁବ୍ ଚର୍ଚ୍ଚିତ ହୋଇଯାଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ସୁମଧୁର କଣ୍ଠରେ ଗାଇଥିବା ଭିଡିଓ ଭାଇରାଲ୍ ହେବା ପରେ ବିଭିନ୍ନ ରିୟଲିଟି ଶୋ’ରେ ତାଙ୍କୁ ଦେଖିବାକୁ ମିଳିଛି । ବେଶପରିପାଟୀରେ ମଧ୍ୟ…

ରଖେ ହରି ମାରେ କିଏ : ପାରା ଧରିବାକୁ ଯାଇ ରାଉରକେଲାର ବନ୍ଧମୁଣ୍ଡାରେ ଫଶିଗଲା ବାଳକ, ୧୦ ଦିନ ପରେ ଉଦ୍ଧାର 

କନକ ବ୍ୟୁରୋ : ଘଟଣା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । କଥାରେ ଅଛି ରଖେ ହରି ମାରେ କିଏ । ଯାହାକୁ ଭଗବାନ ବଂଚାଇ ରଖିବେ, ତାକୁ କେହି ମାରି ପାରିବେ ନାହିଁ ।  ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡାର ଜଣେ ବାଳକଙ୍କ କ୍ଷେତ୍ରରେ । ପାଣି ଟାଙ୍କି ଭିତରେ  ଦୀର୍ଘ ୧୦…

ଭଙ୍ଗା ଚାଲିଛି ଏମାର ମଠ : ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ମଠର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଜଗିଛନ୍ତି ୧୦ ଫ୍ଲାଟୁନ ଫୋର୍ସ

କନକ ବ୍ୟୁରୋ : ଭଙ୍ଗା ଚାଲିଛି ଏମାର ମଠ । ତିନି ମହଲା କୋଠା ଉଛେଦ ପାଇଁ ପ୍ରଶାସନ ସବୁ ପ୍ରକାର ବ୍ୟବସ୍ଥା କରିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ଉଚ୍ଚ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ…

ନୂଆଖାଇ ପାଇଁ ସରକାରଙ୍କ ଆଗୁଆ ଉପହାର ! ୩୧ ତାରିଖରେ କର୍ମଚାରୀଙ୍କୁ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବ…

ପାଖେଇ ଆସିଲାଣି ପଶ୍ଚିମ ଓଡିଶାର ବଡପର୍ବ ନୂଆଖାଇ । ସେପ୍ଟେମ୍ବର ୩ ତାରିଖ ଦିନ ଧୁମଧାମରେ ପାଳନ ହେବ ନୂଆଖାଇ ପର୍ବ । ଏଥର ନୂଆଖାଇ ପାଇଁ ରାଜ୍ୟ ସରକାର ଅଗଷ୍ଟ ମାସର ଦରମା ଆଗୁଆ ଦେବାର ବ୍ୟବସ୍ଥା କରିଛନ୍ତି। ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ୧  ଓ  ୨ ତାରିଖରେ ରବିବାର ଓ ଗଣେଶ ପୂଜା…

ଯୁକ୍ତ ୩ପରୀକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ : ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା

କନକ ବ୍ୟୁରୋ : ଏଣିକି ଯୁକ୍ତ୩ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା । ପୂର୍ବରୁ ଗୋଟିଏ ଉତ୍ତର ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିଲା । ଏବେ ତାହାକୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକର ପରୀକ୍ଷା ସଂସ୍କାର ନେଇ…