Daily Archives

August 17, 2019

ବଢିପାଣି ଘେରରେ ଫସିଥିଲା ଆମ୍ବୁଲାନ୍ସ, ବାଟ କଢାଇନେଲା ୧୨ ବର୍ଷର ବାଳକ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ବଢିପାଣି…

ପ୍ରକୃତିର ତାଣ୍ଡବରେ ଭାରତର ଅଧା ରାଜ୍ୟ ଜଳମଗ୍ନ ହୋଇଯାଇଛି । କେଉଁଠି ଘର ଭୁଷୁଡି ଯାଇଛି ତ ଆଉ କେଉଁଠି ବଢିପାଣିରେ କୁମ୍ଭୀର ଆସି ଘରେ ପସୁଛି । ଏଭଳି ଅଭାବନୀୟ ସ୍ଥିତିରେ ଛଟପଟ ହେଉଛନ୍ତି ବନ୍ୟା ପ୍ରପୀଡିତ । ଏହି ସମୟରେ ବନ୍ୟା ପୀଡିତଙ୍କ ପାଇଁ ଦେବଦୂତ ପାଲଟିଥିବା ଉଦ୍ଧାରକାରୀ ଦଳଙ୍କ…

ବଲାଙ୍ଗୀର ବନ୍ୟାସ୍ଥିିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ ବୁଲି ଦେଖିଲେ ବନ୍ୟା…

କନକ ବ୍ୟୁରୋ: ବଲାଙ୍ଗୀର ବନ୍ୟାସ୍ଥିିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଶମାର୍ଗରୁ ବୁଲି ଦେଖିଲେ ବନ୍ୟା ପରବର୍ତ୍ତୀ ବଲାଙ୍ଗୀରର ସ୍ଥିତି । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ସହରରେ ହୋଇଥିବା ବନ୍ୟାର ପରବର୍ତ୍ତୀ ଅବସ୍ଥାକୁ ବିମାନରେ ଯାଇ ଦେଖିଛନ୍ତି ଧର୍ମେନ୍ଦ୍ର ।…

ରାଜ୍ୟରେ ବନ୍ୟା ପରସ୍ଥିତି ନାହିଁ, ତଳିଆ ଅଞ୍ଚଳରେ ପାଣି କମିଛି : ସୂଚନା ଦେଲେ ଡେପୁଟି ଏସଆରସି

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ପରସ୍ଥିତି ନାହିଁ । କେନ୍ଦ୍ରାପଡା ଓ ପୁରୀର କିଛି ସ୍ଥାନରେ ତଳିଆ ଅଂଚଳରେ ପାଣି କମିଛି । ପୁରୀରେ ୪୦, ଖୋର୍ଦ୍ଧାରେ ୪୮, କଟକରେ ୫୫୦ ଲୋକଙ୍କୁ ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ଅଧିକ ପ୍ରଭାବିତ ବଲାଙ୍ଗୀର ଜିଲ୍ଲାରେ ୫୬ଟି କ୍ୟାମ୍ପରେ ୧୯ହଜାର ଲୋକଙ୍କୁ,…

ସତର୍କ ରୁହ ୮ ଜିଲ୍ଲା ! ଦିନ ସାଢେ ଗୋଟାଏ ସୁଦ୍ଧା ଏହିସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କଲା…

କନକ ବ୍ୟୁରୋ: ଆଜି ଦିନ ସାଢେ ଗୋଟାଏ ମଧ୍ୟରେ ୮ଟି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା କଥା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକର କେତେକ ସ୍ଥାନରେ ଘଡ଼ଘଡ଼ି…

ପୁରୀ ଉତ୍ତରକଣା ଓ ନୂଆ ଗାଁରେ ବନ୍ୟା ସ୍ଥିତି : ପାଣି ଘେରରେ ଲୋକେ, ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍

କନକ ବ୍ୟୁରୋ : ପୁରୀ ସଦର ଅଂଚଳର ଉତ୍ତରକଣା ଓ ନୁଆଗାଁରେ ବନ୍ୟା ସ୍ଥିତି । ଭାର୍ଗବୀ ନଦୀରେ ବନ୍ୟା ଜଳ ଆସିବା ଫଳରେ ଘାଇ ସୃଷ୍ଟି ହୋଇଛି । ପ୍ରଥମ ବନ୍ୟା ଜଳ ଆସିବା ପରେ ତଳିଆ ଅଂଚଳରେ ପାଣି ପଶି ପ୍ରାୟ ୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଓଡ୍ରାଫ ଟିମ ପହଚିଂ ଉଦ୍ଧାର କାର୍ଯ୍ୟ ଜାରି…

ପୁଣି ବିବାଦରେ ହାସ୍ୟ ଅଭିନେତା ପପୁ ପମପମ୍ । ‘ମିଷ୍ଟର କହ୍ନେୟା’ ପୋଷ୍ଟରରେ ମହିଳାଙ୍କୁ ଅସମ୍ମାନ କରି ସମାଲୋଚନାର…

କନକ ବ୍ୟୁରୋ: ପୁଣି ଥରେ ବିବାଦରେ ଓଡିଆ ଭାସ୍ୟ ଅଭିନେତା ପପୁ ପମପମ । ତେବେ ଅନେକ ସମୟରେ ବ୍ୟକ୍ତିଗତ କାରଣକୁ ନେଇ ବିବାଦରେ ରହି ଆସୁଥିବା ପପୁ ପମପମ୍ ଏବେ ନିଜର ଅପକମିଂ ସିନେମା ମିଷ୍ଟର କହ୍ନେୟାର ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଛନ୍ତି । ଗଣେଶ ପୂଜା ଅବସରରେ ମୁକ୍ତି ଲାଭ କରିବାକୁ…