Daily Archives

April 15, 2019

ପ୍ରଫୁଲ ଘଡାଇଙ୍କୁ ମିଳିଲା ନୂଆ ଦାୟିତ୍ୱ । ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ…

କନକ ବ୍ୟୁରୋ: ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ । ବହିଷ୍କୃତ ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି…

ପ୍ରଚାର ମୈଦାନରେ ପ୍ରାର୍ଥୀ : ଘରକୁ ଘର ଯାଇ ଭୋଟ ମାଗୁଛନ୍ତି ନେତା

କନକ ବ୍ୟୁରୋ : ବାଲିଗୁଡାରେ ଜମୁଛି ପ୍ରଚାର । ଏଥର ବାଲିଗୁଡା ବିଧାନସଭା ଆସନରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ମଧ୍ୟ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ବିଜେପି ବିଧାୟକ ପ୍ରାର୍ଥୀ କରେନ୍ଦ୍ର ମାଝି ଦଳ ବଳ ସହ ଜୋରଦାର ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାରଙ୍କ…

ବିଶ୍ୱକପ ପାଇଁ ଆଜି ଘୋଷଣା ହେବ ଟିମ ଇଣ୍ଡିଆ ଦଳ : ୪ ନମ୍ବର ସ୍ଥାନକୁ ନେଇ ଦ୍ୱନ୍ଦ୍ୱ । ମେ ୩୦ରୁ ଆରମ୍ଭ ହେବ କ୍ରିକେଟ…

କନକ ବ୍ୟୁରୋ : ଆଜି ଘୋଷଣା ହେବ କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ । ଚଳିତ ବର୍ଷ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା କ୍ରିକେଟ ବିଶ୍ୱକପ୍ ପାଇଁ ଆଜି ଘୋଷଣା ହେବ ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ପରେ ଅଧିନାୟକ ବିରାଟ କୋହଲି ବିଶ୍ୱକପ୍ ପାଇଁ ୧୪ ଜଣ ଖେଳାଳୀଙ୍କ ନାମ…

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଧର୍ମେନ୍ଦ୍ରଙ୍କ କଡା ପ୍ରତିକ୍ରିୟା । କହିଲେ, ବାଲାଟ ପେପରରେ ହାରିଯିବା…

କନକ ବ୍ୟୁରୋ: ଖୋର୍ଦ୍ଧାର ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଘଟଣାରେ ଶାନ୍ତି  ସହ ଧୈର୍ଯ୍ୟ ଧରିବାକୁ କର୍ମୀଙ୍କୁ ନିବେଦନ କରିବା ସହ  ବୁଲେଟର ଜବାବ ବାଲାଟରେ ଦେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।…

ସୂଚନା ପ୍ରସାରଣ ମନ୍ତ୍ରାଳୟକୁ ନିର୍ବାଚନ କମିଶନଙ୍କ ନୋଟିସ୍ ! ରାଜନୈତିକ ଦଳଗୁଡିକର କଭରେଜ୍ କଲାବେଳେ ଭେଦଭାବରୁ ଦୂରେଇ…

କନକ ବ୍ୟୁରୋ : ଦୂରଦର୍ଶନର ନିର୍ବାଚନ କଭରେଜକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ ପଠାଇଲେ ନିର୍ବାଚନ କମିସନ । ରାଜନୈତିକ ଦଳ ଗୁଡିକର କଭରେଜ କଲାବେଳେ ଦୁରଦର୍ଶନ ଭେଦଭାବରୁ ଦୁରେଇ ରହୁ । ଏନେଇ ଦୁରଦର୍ଶନକୁ ଆଦେଶ ଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନୋଟିସ ପଠାଇଛନ୍ତି…

ରାତି ଅଧରେ ଦୁର୍ବୃତଙ୍କ ଉନ୍ମତକାଣ୍ଡ । ଭାଙ୍ଗି ଦେଲେ ପଳାସୁଣୀ ପ୍ରାଚୀବିହାରରେ ପାର୍କିଂ ହୋଇଥିବା ଏକାଧିକ ଗାଡିର କାଚ

କନକ ବ୍ୟୁରୋ : ରାତି ଅଧରେ ଦୁର୍ବୃତଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ଭୁବନେଶ୍ୱର ପଳାଶୁଣୀ ପ୍ରାଚୀ ବିହାର ଇଶାନେଶ୍ୱର ମନ୍ଦିର ଗଳିରେ ଘଟିଛି ଏହି ଘଟଣା । ଏ ନେଇ ସ୍ଥାନୀୟ ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଦୁଇଜଣ…