Daily Archives

April 15, 2019

କଂଗ୍ରେସରେ ଯୋଗ ଦେଲେ ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ । ମାସକ ତଳେ ବିଜେପିରେ ସାମିଲ ହୋଇଥିଲେ ପତ୍ନୀ ରିୱା…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳୀ ତଥା ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ଭାଜପାରେ ସାମିଲ ହେବାର ଏକ ମାସ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ତାଙ୍କ ବାପା ଏବଂ ଭଉଣୀ । ଗତକାଲି ଗୁଜରାଟର ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କ…

ପାଟଣାଗଡ଼ରେ ରୋଡ଼ସୋ’ କଲେ ମୁଖ୍ୟମନ୍ତ୍ରୀ ! ହାଇଟେକ୍ ବସରେ ବସି ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ ନବୀନ

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ହାଇଟେକ୍ ବସରେ ରୋଡ ସୋ’ କରିଛନ୍ତି । ୨୦୦ କିଲୋମିଟର ପର୍ଯ୍ୟନ୍ତ ବୁଲିବ…

ଏମିତି ଭାଇ ଜଗତେ ନାହିଁ । ସଂପର୍କ ପାଇଁ ରାଜନୀତିକୁ ପଛରେ ପକାଇଦେଇଛି ଭାଇ । ସାନଭାଇ ପାଇଁ ଘର ଘର ବୁଲି ଭୋଟ୍ ମାଗୁଛି…

କନକ ବ୍ୟୁରୋ: ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହି ନିର୍ବାଚନ ସମୟରେ ଅନେକ କିଛି ରୋଚକ ଘଟଣା ସାମ୍ନାକୁ ଆସେ । କେତେବେଳେ ରାଜନୀତି ପାଇଁ ରକ୍ତ ସଂପର୍କକୁ ଛିନ୍ନ କରିଦିଏ ମଣିଷ ତ ଆଉ କେତେବେଳେ ସଂପର୍କ ପାଇଁ ରାଜନୀତିକୁ ଅଲବିଦା କିନ୍ତୁ ଯାଜପୁରରେ କିଛି ଅଲଗା…

‘ଚୌକିଦାର ଚୋର ହେ ମନ୍ତବ୍ୟ’ ଦେଇ ଫସିଲେ ରାହୁଲ ! କଂଗ୍ରେସ ଅଧ୍ୟକ୍ଷକଙ୍କ ବିରୋଧରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ,…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୁସ୍କିଲ ବଢିଲା । ‘ଚୌକିଦାର ଚୋର ହେ ମନ୍ତବ୍ୟ’ ବୟାନ ନେଇ ସୁପ୍ରିମକୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ନୋଟିସ୍ ଜାରି କରିଛନ୍ତି ।ରାହୁଲ ଗାନ୍ଧୀ ରାଫେଲ ଡିଲ ଶୁଣାଣି ପରେ ଏପରି ଟିପ୍ପଣୀ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ…

ଯୋଗୀଙ୍କ ନଜରରେ କିଭଳି ହେବ ଓଡିଶାର ବିକାଶ ? ରାଉରକେଲାରେ କହିଲେ ରାଜନୀତିର କଥା

କନକ ବ୍ୟୁରୋ: ଓଡିଶାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ମର୍ମରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ…

ବରଗଡ ଅତାବିରାରେ ପୁଣି ବର୍ଷିଲେ ବିଜେଡ଼ି ସଭାପତି ! ନବୀନ କହିଲେ, ୨ ଓଡ଼ିଆ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ହେଲେ ଓଡିଶା…

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତାବିରା ସାଧାରଣ ସଭାରେ ଯୋଗଦେଲେ ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ କଲେ ମୁଖ୍ୟମନ୍ତ୍ରୀ । ଖରାରେ ସଭାରେ ଯୋଗଦେଇଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ଦେଲେ ମୁଖ୍ୟମନ୍ତ୍ରୀ । ବରଗଡ ଅତାବିରାରେ ସାଧାରଣ…