Daily Archives

March 28, 2019

ଗୋଆରେ ପୁଣି ଥରେ ରାତିଅଧିଆ ରାଜନୈତିକ ଡ୍ରାମା ! ରାତିରେ ବିଦା ହେଲେ ଉପମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଗୋଆ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ ରାତି ଅଧରେ ଏମଜିପି ଛାଡି ବିଜେପିରେ ବିଧାୟକ ଯୋଗ ଦେଉଛନ୍ତି ତ କେତେବେଳେ ପୁଣି ରାତି ଅଧରେ ଚାଲିଯାଉଛି ଉପ-ମୁଖ୍ୟମନ୍ତ୍ରୀଙ୍କ ପଦ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗୋଆରେ ପୁଣି ରାଜନୈତିକ ହଟଚମଟ…

ମୁଜାଫରନଗରରେ ଅଭାବନୀୟ କାଣ୍ଡ । ରାସ୍ତା ମଝିରେ ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଅଟୋଚାଳକ

କନକ ବ୍ୟୁରୋ : ପୁଲିସ୍ କାହାକୁ ପିଟୁଥିବାର ଦୃଶ୍ୟଟି ଅତି ସାଧାରଣ କଥା। ମାତ୍ର କେହି ସାଧାରଣ ଜନତା ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ କେବେ ପୋଲିସକୁ ପିଟୁଥିବାର ଦୃଶ୍ୟ ଦେଖିଛନ୍ତି? ଏପରି ଘଟିଛି ମୁଜାଫରନଗରର ଅଘୋରିଆ ବଜାରରେ। ଜଣେ ଅଟୋରିକ୍ସା ଚାଳକ ଭୁଲ୍ ପାର୍ଶ୍ୱରେ ଅଟୋ ଚଳାଉଥିବା ନେଇ…

ଏବର୍ଷ ଖରାଦିନେ ରାଜ୍ୟରେ ହେବନି ବିଦ୍ୟୁତ କାଟ : ଶକ୍ତି ବିଭାଗ ସଚିବଙ୍କ ସୂଚନା

କନକ ବ୍ୟୁରୋ : ଏବର୍ଷ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍‌ କାଟ୍‌ ହେବନି । ବିଗତ ବର୍ଷ ଗୁଡ଼ିକ ତୁଳନାରେ ଏଥର ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ଓ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାସତ୍ତ୍ବେ ବି ଗରମ ସମୟରେ ବିଦ୍ୟୁତ୍‌ କାଟ୍‌ କରାଯିବ ନାହିଁ ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମା…

ବିଳମ୍ବ ହେବ ଯୁକ୍ତ ଦୁଇ ଖାତାଦେଖା ! ସ୍ଥିର ହୋଇପାରୁନି ମୂଲ୍ୟାୟନ କେନ୍ଦ୍ର

କନକ ବ୍ୟୁରୋ : ଦୁଇ ଦିନ ପରେ ସରିବ ଯୁକ୍ତ୨ ପରୀକ୍ଷା । ପ୍ରମୁଖ ବିଷୟଗୁଡ଼ିକର ପରୀକ୍ଷା ଶେଷ ହୋଇଛି । ଅଳ୍ପ କିଛି ବିଷୟ ବାକି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ମୂଲ୍ୟାୟନ କେନ୍ଦ୍ର ସ୍ଥିର ହୋଇପାରୁ ନାହିଁ । ବିଗତ ବର୍ଷ ପରି ଏଥର ୫୮ଟି ମୂଲ୍ୟାୟନ କେନ୍ଦ୍ର କରିବାକୁ ଉଚ୍ଚ ମାଧ୍ୟମିକ…

ରାଜ୍ୟରେ ଆହୁରି ୩ ଦିନ ରହିବ ତାତିର ପ୍ରଭାବ ! ଏପ୍ରିଲ ୧ରୁ ପାଗରେ ହୋଇପାରେ ପରିବର୍ତନ

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ଏକରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ମାଲକାନଗିରିର ତାପମାତ୍ରା ଅପରିବର୍ତ୍ତିତ ରହିଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବର ଓ କଟକ ସମେତ ପଶ୍ଚିମ ଓଡ଼ିଶାର…

ଟିକେଟ ଦେଲେ, ପ୍ରାର୍ଥୀଙ୍କ ଭଲ ଗୁଣ କହିଲେ ନବୀନ । ଜାଣନ୍ତୁ ଆପଣଙ୍କ ଅଞ୍ଚଳର ନେତାଙ୍କ କେଉଁ ଗୁଣ ବିଜେଡି…

କନକ ବ୍ୟୁରୋ : କେଉଁ ନେତା, କେଉଁ ଆଧାରରେ ଟିକେଟ୍ ପାଆନ୍ତି ତାକୁ ନେଇ ସାଧାରଣରେ ଯେତିକି ଉକ୍ରଣ୍ଠା ଥାଏ, ନେତାଙ୍କ ମଧ୍ୟରେ ବି ଏହି ପ୍ରଶ୍ନର ଉତର ଜାଣିବା ନେଇ ଆକାଂକ୍ଷା ଥାଏ । ଆଉ ଏହି ଆଧାର ସଂପର୍କରେ ସମ୍ୟକ୍ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ଏବଂ…