Daily Archives

March 28, 2019

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ବିଜ୍ଞପ୍ତି । ଆଜିଠାରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ପ୍ରାର୍ଥୀ ପତ୍ର…

କନକ ବ୍ୟୁରୋ : ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ । ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ପର୍ଯ୍ୟାୟରେ ୬ ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର , ଢ଼େଙ୍କାନାଳ,କଟକ, ପୁରୀ,ଭୁବନେଶ୍ୱର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନସ୍ଥ ବିଧାନସଭା ଆସନ…

ଅଧିକ ଖାଇଲେ ନୁହଁ ବରଂ ଏହି ଭିଟାମିନ୍ ଅଭାବରୁ ଶରୀରରେ ଦେଖାଦେଇଥାଏ ଚର୍ବି ! ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ପଢନ୍ତୁ…

ଓଜନ ବଢ଼ିବା ସମସ୍ୟା ଆସିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟାୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି…

ଚୀନ୍ କୁ ଚେତାବନୀ ଦେଲା ଆମେରିକା ! ମସୁଦ୍ ଅଜହରକୁ ନେଇ ସୁରକ୍ଷାକବଚ ନ ହେଉ ଚୀନ୍ , UNSC ରେ ଅଣାଯିବ ନୁଆ ପ୍ରସ୍ତାବ…

ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପ୍ରମୁଖ ମସୁଦ୍ ଅଜହରକୁ ନେଇ ଭାରତକୁ ଆମେରିକାର ସପୋର୍ଟ ମିଳିଛି । ଆମେରିକା ଚୀନ୍ କୁ କଡା ଚେତାବନୀ ଦେଇ କହିଛି ଯେ ମସୁଦ୍ ଅଜହରକୁ ନେଇ ଚୀନ୍ ସୁରକ୍ଷାକବଚ ନହେଉ । କେବଳ ଏତିକି ନୁହଁ ଏହି ଆତଙ୍କବାଦୀ ଉପରେ ବିଶ୍ୱ ଆତଙ୍କବାଦୀର ମୋହର ଲଗାଇବା ପାଇଁ…

ଦଳକୁ ଫେରିଲେ ବିଜୟ ! ପୁରୁଣା କଥାକୁ ଭୁଲି ଦଳରେ ଯୋଗଦେଲି ବୋଲି କହିଲେ ତୁଙ୍ଗ ନେତା

କନକ ବ୍ୟୁରୋ : ବିଜେପିକୁ ଫେରିଲେ ଟାଣୁଣା ନେତା ବିଜୟ ମହାପାତ୍ର । ଆଜିଠାରୁ ମୋଦି ସରକାରଙ୍କୁ ୧୨୦ ମିଶନକୁ ସଫଳ କରିବା ପାଇଁ ଚେଷ୍ଟା କରିବେ । ସବୁ ମାନ ଅଭିମାନ ଓ ଅଭିଯୋଗ ଭୁଲି ଦଳକୁ ଫେରି ଆସିଛନ୍ତି ତୁଙ୍ଗ ନେତା ବିଜୟ ମହାପାତ୍ର । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ…

ଆତ୍ମସମ୍ମାନ ଓ ରାଜ୍ୟସ୍ୱାର୍ଥ କଥା କହି ଦଳ ଛାଡ଼ିଥିଲେ ବିଜୟ, ୪ ମାସ ପରେ ବଦଳାଇଲେ ଆଭିମୁଖ୍ୟ ! ଇସ୍ତଫାପତ୍ରରେ…

କନକ ବ୍ୟୁରୋ ; ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳୁଛି ରାଜ୍ୟ ରାଜନୀତିର ସମୀକରଣ । କିଏ ଦଳ ଛାଡ଼ୁଛି ତ କିଏ ଦଳକୁ ଫେରୁଛି । ଗତ ବର୍ଷ ନଭେମ୍ବରରେ ବିଜେପିକୁ ବାଏ ବାଏ କରିଥିବା ଟାଣୁଆ ନେତା ପୁଣି ଗେରୁଆ ଶିବିରକୁ ଫେରୁଛନ୍ତି । ଅନେକ କଳ୍ପନା ଜଳ୍ପନା, ଆଲୋଚନା, ଚର୍ଚ୍ଚା ଓ…

ଆଘାତ ପତ୍ରକାରଙ୍କୁ ସାହାଯ୍ୟ କଲେ କଂଗ୍ରେସ ଅଧ୍ୟକ୍ଷ ! ରୁମାଲରେ ପୋଛିଲେ ମୁଣ୍ଡ,ଗାଡିରେ ବସାଇ ନେଲେ ଡାକ୍ତରଖାନା ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓରେ ରାହୁଲ ଗାନ୍ଧୀ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ରୁମାଲ୍ ପୋଛିବାର ନଜର ଆସୁଛନ୍ତି । କୁହାଯାଉଛି କି ରାହୁଲଙ୍କ ସହ ଗାଡିରେ ବସିଥିବା ରାଜେନ୍ଦ୍ର ବ୍ୟାସ୍ ନାମକ ଏହି ବ୍ୟକ୍ତିଜଣକ ହେଉଛନ୍ତି…