Daily Archives

March 13, 2019

ବିଜେପି ନେତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଝଟକା ! ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋକୁ ସୋସିଆଲ୍ ସାଇଟରୁ…

ଲୋକସଭା ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆୟୋଗ ଏ ଉପରେ ଖୁବ୍ କଠୋର ହୋଇସାରିଛନ୍ତି । ରାଲି ଏବଂ ଭାଷଣ ସହ ନିର୍ବାଚନ ଆୟୋଗ ଏଥର ସୋସିଆଲ୍ ମିଡିଆରେ ମଧ୍ୟ ନିଜ ଆଖି ବୁଲାଉଛନ୍ତି । ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବିଧାୟକ ଓମପ୍ରକାଶ ଶର୍ମାଙ୍କ ଦ୍ୱାରା ଫେସବୁକରେ ୱିଙ୍ଗ୍…

ପୋଲିସକୁ ଦେଖି ଚମ୍ପଟ ମାରିଲା ବର : ଅଧା ବାଟରୁ ହୋଇଗଲା ଫେରାର । ସୋରରେ ଅଟକିଲା ବରଯାତ୍ରୀ

କନକ ବ୍ୟୁରୋ : ପୋଲିସ ପିଛା କରିବାରୁ ବର ଆଧାବାଟରୁ ଗାଡିରୁ ଓହ୍ଲାଇ ଚମ୍ପଟ ମାରିବା ଘଟଣା ସୋର ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଗତକାଲି ରାତିରେ ବାସୁଦେବପୁର ଥାନା ଅଂଚଳର ଜଗନ୍ନାଥପୁର ଗାଁର ଜିତେନ୍ଦ୍ର ନାୟକ ନାମକ ଜଣେ ଯୁବକ ସୋର ଥାନା ଅଂଚଳର ତଳନଗର ଗାଁକୁ ବିବାହ ପାଇଁ ଆସୁଥିଲେ ।…

ନିର୍ବାଚନ ପୂର୍ବରୁ ଜାଣନ୍ତୁ ପ୍ରାର୍ଥୀଙ୍କ ରିପୋର୍ଟ କାର୍ଡ: ଏହି ସ୍ୱତନ୍ତ୍ର ଆପରୁ ଜାଣନ୍ତୁ ଆପଣଙ୍କ ସଂସଦ ଓ…

ଆଗାମୀ ଲୋକସଭା ନିର୍ବାଚନ-୨୦୧୯ ପାଇଁ ପୂରା ଦେଶରେ ରାଜନୈତିକ ନେତା ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ  ଉପାୟ ଆପଣାଇ ଥାଆନ୍ତି। ଏପରି ପରିସ୍ଥିତିରେ ଏବେ ଲୋକମାନଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ପ୍ରଦର୍ଶନସମୀକ୍ଷା କରିବାର ବିକଳ୍ପ ରହିଛି। ଏଣିକି…

ଓଡ଼ିଶାରେ ପ୍ରାର୍ଥୀ ଦେଲା ତୃଣମୂଳ କଂଗ୍ରେସ: ମମତାଙ୍କ ଟାର୍ଗେଟରେ ଭଦ୍ରକ ଓ ଖୋର୍ଦ୍ଧା

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଥିରେ ଓଡ଼ିଶାରେ ଲଢ଼ିବାକୁ ଘୋଷଣା କରିଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତକାଲି କୋଲକାତାରେ ଓଡ଼ିଶାର ଦୁଇଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା…

ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବଙ୍କ ପୁଅ: ଆଇପିଏସ୍ ଚାକିରି ଛାଡ଼ି ଆରମ୍ଭ…

କନକ ବ୍ୟୁରୋ: ରବିବାର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ଘୋଷଣା କରିବା ପରେ ଏବେ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଚୟନକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି । ବିପକ୍ଷ ଦଳକୁ ଟକ୍କର ଦେବା ଭଳି ପ୍ରାର୍ଥୀ ସମସ୍ତେ ବାଛିବା ଆରମ୍ଭ କରିଥିବା ବେଳେ ବିଜେପିକୁ ନେଇ ଏକ ବଡ଼ ଖବର…

ଦୁଇ ହଜାର ଟଙ୍କିଆ ନୋଟ୍ ପାଇଁ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ଯୁବତୀ, ତା’ପରେ…

ଦୁଇ ହଜାର ଟଙ୍କିଆ ନୋଟ୍ ଉଠାଇବା ପାଇଁ ଜଣେ ୨୬ ବର୍ଷୀୟ ଯୁବତୀ ମଙ୍ଗଳବାର ସକାଳେ ଦ୍ୱାରକା ମୋଡ ମେଟ୍ରୋ ଷ୍ଟେସନରେ ରେଳ ଧାରଣା ଉପରକୁ କୁଦା ମାରିଲେ, ଟ୍ରେନ୍ ତାଙ୍କ ଉପର ଦେଇ ମାଡ଼ିଗଲା, ମାତ୍ର ସେ ଅଳ୍ପକେ ବର୍ତ୍ତିଗଲେ। ରେଳବାଇ ଅଧିକାରୀମାନେ କହନ୍ତି ଯୁବତୀ ଜଣକ ସ୍ଥିର ହୋଇ ଦୁଇ ଟ୍ରାକ୍…