Daily Archives

March 13, 2019

ବିଜେଡି ପ୍ରାର୍ଥୀ ତାଲିକା ପ୍ରସ୍ତୁତି: ଆଜିଠୁ ନବୀନଙ୍କ କସରତ,ବିଜୟ ସମ୍ଭାବନା ଥିଲେ ଟିକେଟ ମିଳିବ

କନକ ବ୍ୟୁରୋ: କଂଗ୍ରେସ ଦଳର ଶୀର୍ଷସ୍ତରରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କସରତ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର…

ମଦ୍ୟପ ବାପାର ଉନ୍ମତ କାଣ୍ଡ । ହରାଇବସିଲା ହିତାହିତ ଜ୍ଞାନ, ନିଶାରେ ହତ୍ୟା କଲା ୫ ବର୍ଷର ଶିଶୁ ପୁତ୍ରକୁ

କନକ ବ୍ୟୁରୋ : ମଦ ପିଇ ନିଶାରେ ଜଣେ ଯୁବକ ନିଜ ନାବାଳକ ପୁତ୍ରକୁ ହତ୍ୟା କରିଛି। କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୁହେଁ ବରଂ ଖୋଦ ରାଜଧାନୀରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ମଞ୍ଚେଶ୍ୱର ଷ୍ଟେସନ୍ ଲାଇନରେ ରହୁଥିବା ଦାଶରଥି ଟୁଡୁ ଓରଫ ଷଣ୍ଢ…

ତାତିରୁ ମିଳିବ ଆଶ୍ୱସ୍ତି ! ଆଜିଠୁ କାଳବୈଶାଖୀ ବର୍ଷା, ୧୫ରୁ ଅଧିକ ଜିଲ୍ଲାରେ ପଡିପାରେ ପ୍ରଭାବ

କନକ ବ୍ୟୁରୋ : ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି। ବୁଧବାରଠାରୁ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ। କେତେକ ସ୍ଥାନରେ ବଜ୍ରପାତର ଆଶଙ୍କା ବି ରହିଛି। ବିଶେଷକରି ୧୪ ଓ ୧୫ ତାରିଖରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି…