Daily Archives

March 13, 2019

ଭାରତ ଆକାଶରେ ଆଉ ଉଡିବନି ବୋଇଂ-୭୩୭ ! ସୁରକ୍ଷାଗତ କାରଣ ଦର୍ଶାଇ ବିମାନ ଚଳାଚଳ ଉପରେ କଟକଣା ଲଗାଇଲେ ସରକାର

କନକ ବ୍ୟୁରୋ: ଭାରତୀୟ ଆକାଶରେ ଏବେ ଆଉ ଉଡିବନି ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ । ଭାରତ ସରକାର ଲଗାଇଲେ କଟକଣା । ଇଥିଓପିଆରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଦୁର୍ଘଟଣା ପରେ ଏହା ଉପରେ କଟକଣା ଲଗାଇଛନ୍ତି । ଗତକାଲି ରାତିରେ ବେସାମରିକ ବିମାନ ଚଳାଚଳ ବିଭାଗ ଏନେଇ କଟକଣା ଜାରି କରିବା ସହ ଆଜି…

ଭାରତର କୂଟନୈତିକ ଉଦ୍ୟମକୁ ମିଳିପାରେ ସଫଳତା: ଆଜି ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହୋଇପାରେ ଜୈଶ ମୁଖ୍ୟ ମସୁଦ ଅଜହର

କନକ ବ୍ୟୁରୋ: ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଚାରିଆଡୁ ଘେରିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି । ଆଜି ଦୁର୍ଦ୍ଦଷ ଆତଙ୍କବାଦୀ ମସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିପାରେ ଜାତିସଂଘ । ଯଦି କୌଣସି ସଦସ୍ୟ ରାଷ୍ଟ୍ର ଏଭଳି ଘୋଷଣାକୁ ବିରୋଧ ନ କରନ୍ତି ତାହାହେଲେ ଆଜି ୩ଟା…

ଦେବଗଡ କଲେଜରେ ଅଭାବନୀୟ ଘଟଣା । ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବାକୁ ନେଇ ଛାତ୍ରଙ୍କ ବିରୋଧ, ଖାତା…

କନକ ବ୍ୟୁରୋ : ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ଘଟଣାକୁ ନେଇ ଦେବଗଡ କଲେଜରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସିସିଟିଭି ଲାଗିଲେ ପରୀକ୍ଷା ଦେବୁ ନାହିଁ ବୋଲି ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଛାଡି ବାହାରକୁ ଚାଲିଆସିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ…

ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ନିଷ୍ପତି ନେଇ ମମତାଙ୍କୁ ନବୀନଙ୍କ ପ୍ରଶଂସା ।…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନିଜ ଖୁସି ଜଣାଇଛନ୍ତି ନବୀନ । ମିଳିତ ଭାବେ ଉଦ୍ୟମ କଲେ ନିର୍ବାଚନ ଏବଂ ଦେଶର…

ସର୍ବଦଳୀୟ ବୈଠକରେ ତମ୍ବିତୋଫାନ: ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନ ନେଇ ଆପତ୍ତି ଉଠାଇଲେ ରାଜନୈତିକ ଦଳ

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ କିପରି ପ୍ରାର୍ଥିପତ୍ର ଦାଖଲ କରିବାକୁ ପଡ଼ିବ। ଚଳିତ ଥର ପ୍ରଥମ କରି କିଛି ନୂଆ ବ୍ୟବସ୍ଥା ନେଇ କିପରି ପ୍ରାର୍ଥୀ ଆଚରଣ କରିବେ। ଏହାସହିତ ପ୍ରାର୍ଥିପତ୍ର ଫର୍ମ ପୂରଣ କରିବା ବେଳେ କଣ କଣ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏଭଳି…

ଏଣିକି ବେସରକାରୀ ହସ୍ପିଟାଲରେ ଗରିବଙ୍କୁ ମିଳିବ ମାଗଣା ଚିକିତ୍ସା: ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ସହ ଜମିର ବଜାର…

କନକ ବ୍ୟୁରୋ: ଏଣିକି ସରକାରଙ୍କ ଠାରୁ କମ୍ ମୂଲ୍ୟରେ କିମ୍ବା ମାଗଣାରେ ଜମି ନେଇଥିବା ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ରୋଗୀମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଏହାର ତଥ୍ୟ ରାଜ୍ୟସରକାରଙ୍କୁ ପ୍ରତି ମାସରେ ଦେବେ। ଏହା ବାଦ୍ ତଥ୍ୟକୁ…