Daily Archives

February 4, 2019

ଖାଲି ଚର୍ଚ୍ଚିତ ହେବା ପାଇଁ ହୋଇଥିଲା ବାହାଘର ! ପ୍ରଧାନମନ୍ତ୍ରୀ ମୋଦିଙ୍କ କାରଣରୁ ବିବାହ କରିଥିବା କଥା କହି ସୋସିଆଲ୍…

ବିଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି । ଏହି ଫଟୋରେ ନମୋ ଟିସର୍ଟ ପିନ୍ଧିଥିବା ଦୁଇ ପ୍ରେମୀଯୁଗଳଙ୍କ ଫଟୋ ରହିଛି । ଫଟୋ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ଏକ ପୋଷ୍ଟ ବି ଲେଖାଯାଇଛି । ପୋଷ୍ଟରେ ଜୟଦେବ ନାମକ ଏହି ବ୍ୟକ୍ତି ଲେଖିଛନ୍ତି…

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ! ଅଭିଭାଷଣ ରଖିଲେ ରାଜ୍ୟପାଳ ଗଣେଶୀ ଲାଲ୍

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ବିଧାନସଭା ବଜେଟ୍ ଅଧିବେଶନ ।  ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ୍‌ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରିଛନ୍ତି । - ସାଧାରଣ ବଂଟନ ବ୍ୟବସ୍ଥାରେ…

ଡାକ୍ତରଖାନାରେ ଆସିଷ୍ଟାଣ୍ଟ୍ ହୋଇ ରୋଗୀଙ୍କ ସେବା କରୁଛି ଏହି କୁକୁର ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ମନୋଲୋଭା ଫଟୋ…

ମାନବ ସେବା ଏକ ମହତ୍ ସେବା । ଯାହାକୁ କେହି କେହି ନିଶା ତ ଆଉ କେହି ପେସା ଭାବରେ କାର୍ଯ୍ୟରେ ଲଗାନ୍ତି । କିନ୍ତୁ କ’ଣ ଆପଣ କେବେ ଶୁଣିଛନ୍ତି ଯେ ଡାକ୍ତରଖାନାରେ ରୋଗୀଙ୍କ ସେବା ପାଇଁ ଆସିଷ୍ଟାଣ୍ଟ୍ ରୁପରେ କେଉଁ କୁକୁର ବି ନିଯୁକ୍ତି ପାଇପାରିବ । କିନ୍ତୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ…

୮ମାସର ଶିଶୁକୁ ଖୁମ୍ପି ଖୁମ୍ପି ରକ୍ତାକ୍ତ କରିଦେଲା କୁକୁଡା : କୁକୁଡା ଉପରେ ମାରପିଟ୍ ଅଭିଯୋଗ ନେଇ ଥାନାରେ ପହଂଚିଲେ…

ଆପଣ ସାଧାରଣତଃ ଲୋକଙ୍କ ଅଭିଯୋଗ ଥାନାକୁ ଆସୁଥିବା ଶୁଣିଥିବେ । କିନ୍ତୁ କୌଣସି ପଶୁପକ୍ଷୀଙ୍କ ଅଭିଯୋଗ ନେଇ ଥାନାକୁ ଆସିଥିବା କେବେ ଦେଖିଛନ୍ତି । ଏମିତି ଏକ ଘଟଣା ମଧ୍ୟ ପ୍ରଦେଶର ଶିବପୁରୀ ପୁଲିସ ଷ୍ଟେସନରେ ଦେଖିବାକୁ ମିଳିଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ସୂଚନାଯୋଗ୍ୟ,…

ମମତା ଓ ସିବିଆଇ ବିବାଦରେ ମୁହଁ ଖୋଲିଲେ ନିରଞ୍ଜନ : କହିଲେ, ସିବିଆଇ ରାଜନୈତିକ ଆକ୍ରୋଶ ରଖିବା ଉଚିତ ନୁହେଁ

କନକ ବ୍ୟୁରୋ : ଚିଟଫଣ୍ଡ୍‌ ଦୁର୍ନୀତି ସଂକ୍ରାନ୍ତରେ କୋଲ୍କାତା ପୁଲିସ ମୁଖ୍ୟଙ୍କୁ ପଚରାଉଚୁରା ନିମନ୍ତେ କରିଥିବା ଉଦ୍ୟମ କରିଥିଲା ସିବିଆଇ । ଆଉ ତା’ ବିରୋଧରେ ପ୍ରତିବାଦପୂର୍ବକ ଧାରଣା ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ମମତା ବାନାର୍ଜୀ ଓ ସିବିଆଇ ବିବାଦ…

ଭାରତର ଗଳି ଗଳିରେ ବିକ୍ରି ହେଉଛି ଅସଲି ବ୍ରାଣ୍ଡର ନକଲି ପ୍ରଡକ୍ଟ ! ଏଭଳି ଦେଖି ଅସଲି ଏବଂ ନକଲି ଭିତରେ ଫରକ କରି…

ଭାରତରେ ଅନେକ ଗୁଡିଏ ଦ୍ରବ୍ୟର ନକଲ ବିକ୍ରି ହୁଏ । ଯାହାକୁ ବେଳେବେଳେ ଆପଣ ଚାଇନିଜ୍ କପି ମଧ୍ୟ କହିଥାନ୍ତି । ଏହି ଦ୍ରବ୍ୟ ଅସଲ ନାଁ ନେଇ ବିକ୍ରି ହେଲେ ମଧ୍ୟ ବାସ୍ତବରେ ନକଲି ପ୍ରଡକ୍ଟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ନକଲି ପ୍ରଡକ୍ଟ ବିଷୟରେ କିଛି । ୧ .…