Daily Archives

February 4, 2019

ଆଜି ବିଶ୍ୱ କର୍କଟ ଦିବସ : ଜାଣନ୍ତୁ କ୍ୟାନସରର କାରଣ ଏବଂ ଏଥିରୁ ସୁରକ୍ଷିତ ରହିବାର ଉପାୟ 

ସାରା ଦୁନିଆରେ ପ୍ରତିବର୍ଷ ଫେବୃୟାରୀ ୪ କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କ୍ୟାନସରଏକ ବହୁତ ଘାତକ ରୋଗ । ଏହି ରୋଗ ବ୍ୟକ୍ତିଙ୍କୁ ଧିରେ ଧିରେ ମୃତ୍ୟୁ ମୁଖକୁ ନେଇଯାଏ । ଅସ୍ୱାସ୍ଥ୍ୟକର ଓ ଅସାବଧାନ ଜୀବନଶୈଳୀ ଏହି ପ୍ରାଣଘାତକ ରୋଗର ଏକ ମୁଖ୍ୟ କାରଣ ହୋଇଥାଏ । ଅନେକ ଅଧ୍ୟୟନରୁ…

ସଂସଦରେ ପଶ୍ଚିମବଙ୍ଗ ଝଡ଼ ! କେନ୍ଦ୍ର ସରକାରଙ୍କୁ ସବୁ ଦଳର ଭର୍ସନା 

କନକ ବ୍ୟୁରୋ : ସଂସଦରେ ପଶ୍ଚିମବଙ୍ଗ ପ୍ରସଙ୍ଗରେ ହଙ୍ଗାମା । ସିବିଆଇ ବନାମ ମମତା ବାନାର୍ଜି ମାମଲାରେ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଲୋକସଭାରେ ପ୍ରଶ୍ନକାଳ ଚାଲୁଥିବା ସମୟରେ ସିବିଆଇ ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ । ସେପଟେ ରାଜ୍ୟସଭାରେ ଏହି…

ବଡ ବଡ ରାଜନେତାଙ୍କୁ ବି ଖାତିର କରନ୍ତିନି ଏହି ଦବଙ୍ଗ ଆଇଏଏସ ଅଫିସର । ଗୋଟିଏ ଫୋନ କଲରେ ହିଁ କରିଦିଅନ୍ତି ଲୋକଙ୍କର…

୧୯୮୪ରେ ଜନ୍ମଲାଭ କରିଥିବା ସ୍ୱାତି ୨୨ ବର୍ଷ ବୟସରେ ୨୦୦୭ରେ ଆଇଏଏସ ପରୀକ୍ଷାରେ ପ୍ରଥମ ହିଁ ପ୍ରୟାସରେ ୨୬୦ତମ ସ୍ଥାନରେ ଉତୀର୍ଣ୍ଣ କରିଥିଲେ । ସେତେବେଳେ ଏହି ବ୍ୟାଚରେ ସ୍ୱାତି ସମସ୍ତଙ୍କଠାରୁ ବୟସରେ ବହୁତ କମ ଥିଲେ । ଜିଲ୍ଲାପାଳ ଭାବରେ ତାଙ୍କର ପ୍ରଥମ ପୋଷ୍ଟିଂ ମଧ୍ୟପ୍ରଦେଶର ମଣ୍ଡଳାରେ…

ମମତା ବାନାର୍ଜୀଙ୍କ ସମର୍ଥନରେ ବାହାରିଲା ବିଜେଡି ! କହିଲା ସର୍ବୋଚ୍ଚ ସଂସ୍ଥା ଗୁଡିକର ରହୁ ବୃତ୍ତିଗତ ସ୍ୱାଧୀନତା 

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀଙ୍କ ସମର୍ଥନରେ ବାହାରିଲା ବିଜେଡି । ଆଜି  ଦଳ କହିଛି, ସର୍ବୋଚ୍ଚ ସଂସ୍ଥାଗୁଡିକର ଅଖଣ୍ଡତା ବଜାୟ ରହୁ । ସବୁ ସ୍ଥାନରେ ବୃତ୍ତିଗତ ସ୍ୱାଧୀନତା ରହିବା ଦରାକର । ବିଜେଡି କହିଛି, ପଂଚାୟତ ନିର୍ବାଚନ ପୂର୍ବରୁ ଓ ବର୍ତ୍ତମାନ ସାଧାରଣ…

ଦାୟିତ୍ୱ ନେଲେ ନୂଆ ସିବିଆଇ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଲା ! ୨ବର୍ଷ ପାଇଁ ତୁଲାଇବେ ଦାୟିତ୍ୱ ।

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଆଇପିଏସ ଋଷି କୁମାର ଶୁକ୍ଲା । ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । ଦୁଇ ବର୍ଷ ପାଇଁ ସେ ଏହି ପଦରେ ରହିବେ । ଋଷି କୁମାର ଶୁକ୍ଲା ୧୯୮୩ ବ୍ୟାଚ ମଧ୍ୟପ୍ରଦେଶର କ୍ୟାଡରର ଆଇପିଏସ ଅଫିସର । ହାଇଲେବେଲ ଚୟନ କମିଟି ଶୁକ୍ଲାଙ୍କୁ ନୂଆ…

ଶିକାରୀ ନମ୍ବର ୱାନକୁ ନେଇ ଚର୍ଚ୍ଚା : ବାଘ, ହାତୀ ଓ ଭାଲୁର କରିଛନ୍ତି ଶିକାର । ନରହନ୍ତା ଜନ୍ତୁଙ୍କୁ ମାରିବା ପାଇଁ…

କନକ ବ୍ୟୁରୋ : ଓଡିଶାର ଶିକାରୀ ନମ୍ବର ୱାନ । ଏମିତି ଜଣେ ଶିକାରୀ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏ ଶିକାରୀ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଡେଙ୍ଗସର୍ଗି ଗାଁର ଆର୍ତ୍ତତ୍ରାଣ ବକ୍ସି । ବନ୍ୟ ଜନ୍ତୁଙ୍କୁ ମାରିବା ପାଇଁ ସରକାରଙ୍କ ତରଫରୁ ନିୟୋଜିତ ହୋଇଛନ୍ତି ଆର୍ତ୍ତତ୍ରାଣ ।…