Daily Archives

February 4, 2019

ଘରେ ବସି ସରକାରଙ୍କ ପାଇଁ କରନ୍ତୁ ଏହି କାମ । ସ୍ୱତନ୍ତ୍ର ପରିଚୟ ସହ ପ୍ରତିମାସ ମିଳିବ ୧୦ ହଜାର ଟଙ୍କାରୁ ଅଧିକ ଦରମା

ଇଂଟରନେଟ୍ ଆସିବା ଦ୍ୱାରା ଘରେ ବସି ଅନଲାଇନ ଜରିଆରେ ରୋଜଗାର କରିବାର ଅନେକ ସୁଯୋଗ ମିଳୁଛି । କେଉଁଠି ଆପଣ କ୍ଲିକ କରି ତ ପୁଣି କେଉଁଠି ଆପଣ ଅନଲାଇନ ବିଜ୍ଞାପନ ଦେଖି ବି କିଛି ଟଙ୍କା ରୋଜଗାର କରିପାରିବେ । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସୁଯୋଗ ସଂପର୍କରେ ଜଣାଇବୁ, ଯାହାଦ୍ୱାରା ଆପଣ…

ଭାଲେଣ୍ଟାଇନ୍ ଡେ’ ରେ ନିଲାମ ହେବ ୭୨ ବର୍ଷ ପୂର୍ବେ ମହାକାଶରୁ ଖସିଥିବା ଉଲକାପିଣ୍ଡ । ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

୭୨ ବର୍ଷ ପୂର୍ବେ ମହାକାଶରୁ ଖସିଥିବା ଉଲକା ପିଣ୍ଡକୁ ଭାଲେଣ୍ଟାଇନ୍ ଡେ’ ରେ ନିଲାମ କରାଯାଇପାରେ । ଏହି ଉଲକାପିଣ୍ଡ ହୃଦୟ ଆକାରର ଅଛି । ବ୍ରିଟିଶ୍ ନିଲାମ ଘର ଏହି ବିଶେଷ ଦିନରେ ହାର୍ଟ ଆକାରର ଏହି ଉଲକାପିଣ୍ଡର ଅନଲାଇନ୍ ନିଲାମ କରିବାକୁ ଯାଉଛି । କୁହାଯାଉଛି କି, ଏହାର ମୂଲ୍ୟ ଏହାର ଓଜନ…

ଲୋକସଭା ଓ ରାଜ୍ୟସଭାରେ କୋଲକାତା ଝଡ଼ ! ରାଜନାଥ କହିଲେ, ସିବିଆଇ ଉପରେ ଏପରି ଅଭିଯୋଗ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ

କନକ ବ୍ୟୁରୋ : ପାର୍ଲାମେଂଟରେ ବି ଆଜି ପଶ୍ଚିମବଙ୍ଗ ଝଡ ଦେଖିବାକୁ ମିଳିଛି । ସରକାରଙ୍କୁ ଆକ୍ରମଣ କରିଛନ୍ତି ବିରୋଧୀ । ଲୋକସଭା ଓ ରାଜ୍ୟସଭାରେ ଜବରଦସ୍ତ ହଙ୍ଗାମା ହୋଇଛି । ହଙ୍ଗାମା ଯୋଗୁଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭରୁ ଏହାକୁ ନେଇ ହଟ୍ଟଗୋଳ…

କାଶ୍ମୀରି ଟୋପୀ ସାଙ୍ଗକୁ କଳାଚଷମାରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ! ଏଭଳି ରୁପରେ ଡଲ୍ ହ୍ରଦର ମନଲୋଭା ସୌନ୍ଦର୍ଯ୍ୟକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏକଦିବସୀୟ ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲେ । ଏହି ସମୟରେ ସେ ଅନେକ ପରିଯୋଜନା ଏବଂ ଶିଳାନ୍ୟାସର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ପିଏମ୍ ମୋଦି ଡଲ୍ ଦ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ ବୋଟରେ ବସି…

ମାତ୍ର ୧୦ ହଜାର ଟଙ୍କାରେ କିଣନ୍ତୁ ମନ ପସନ୍ଦର ଫ୍ଲାଟ୍ ! ଅନଲାଇନ ଜରିଆରେ ବି କରିପାରିବେ ବୁକିଂ, ଜାଣନ୍ତୁ ପୂରା…

ସାଧାରଣ ଲୋକଙ୍କର ଘର କିଣିବାର ସ୍ୱପ୍ନକୁ ସାକାର କରିବା ପାଇଁ ଦିଲ୍ଲୀ ବିକାଶ ପ୍ରାଧିକରଣ (DDA) ତରଫରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନା ଅନୁସାରେ ଡିଡିଏର ପୁରୁଣା ସ୍କିମଗୁଡିକରେ ବିକ୍ରି ହୋଇନଥିବା ଘରଗୁଡିକୁ ପୁଣି ଥରେ ବିକିବାକୁ ଘୋଷଣା କରାଯାଇଛି । ଏଥିରେ ଦିଲ୍ଲୀର…

ସିବିଆଇକୁ ସୁପ୍ରିମକୋର୍ଟଙ୍କ ଝଟକା ! କହିଲେ, ପ୍ରଥମେ ପ୍ରମାଣ ଆଣ ତା’ପରେ ଆସନ୍ତାକାଲି ଶୁଣାଣି ହେବ

କନକ ବ୍ୟୁରୋ : ସିବିଆଇକୁ ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ । କୋଲକାତାରେ ଲାଗି ରହିଥିବା ସିବିଆଇ-ପଶ୍ଚିମବଙ୍ଗ ପୁଲିସ ବିବାଦ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ପ୍ରଧାନ ବିଚାରପତି କହିଛନ୍ତିି କମିଶନ ଦସ୍ତାବିଜ୍ ନଷ୍ଟ କରିଥିବାର ପ୍ରମାଣ ଆଣ, ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ…