Daily Archives

February 4, 2019

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ! ଶେଷ ଲଢ଼େଇ ପାଇଁ ଶାସକ-ବିରୋଧୀ ବଳ କଷାକଷି

କନକ ବ୍ୟୁରୋ : ଆଜିଠାରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବଶେନ । ଆସନ୍ତା ୭ ତାରିଖରେ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ଏହି ବଜେଟକୁ ଶନିବାର ଦିନ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ଚଳିତ ସରକାରର ଏହା ଶେଷ ବଜେଟ୍…

କିଛି ଦିନ ମଧ୍ୟରେ ସରକାର ଦାବି ପୁରା ନକଲେ ମୁଁ ନିଜ ‘ପଦ୍ମ ଭୂଷଣ’ ସମ୍ମାନ ଫେରାଇଦେବି : ଆନ୍ନା ହଜାରେ

ଦେଶର ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବା ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ନିଜର ରାଷ୍ଟ୍ରୀୟ ସମ୍ମାନ ‘ପଦ୍ମ ଭୂଷଣ’କୁ ଫେରାଇ ଦେବାକୁ ଧମକ ଦେଇଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଦୀର୍ଘ ଦିନରୁ ଦାବି…

ଆଜି କୁମ୍ଭରେ ଦ୍ୱିତୀୟ ସାହି ସ୍ନାନ । ପ୍ରୟାଗରାଜରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁ କରୁଛନ୍ତି ସ୍ନାନ

କନକ ବ୍ୟୁରୋ : ମାଘ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଆଜି କୁମ୍ଭର ଦ୍ବିତୀୟ ଶାହି ସ୍ନାନ ସଂପୂର୍ଣ୍ଣ ହେବ। ଚଳିତ ବର୍ଷ ଏହି ତିଥି ୪ ଫେବ୍ରୁଆରିରେ ପଡୁଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦ୍ବିତୀୟ ଶାହି ସ୍ନାନରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବାରୁ ଉତ୍ତର…

ଆରଟିଓ ବାହାରୁ ଦଲାଲଙ୍କୁ ହଟାଇବା ପାଇଁ ଗୃହ ବିଭାଗର କଡ଼ା ନିର୍ଦ୍ଦେଶ ! ନିଯୁକ୍ତ ହେବେ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

କନକ ବ୍ୟୁରୋ : ଆରଟିଓ ଅଫିସ୍‌ରୁ ହଟିବେ ଦଲାଲ । ନିଯୁକ୍ତ ହେବେ ‌ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର । ବିଭିନ୍ନ ଲାଇସେନ୍‌ସ୍‌ ସହ ଗାଡ଼ିର ପରମିଟ୍‌ ଓ ଅନ୍ୟାନ୍ୟ କାମ ନେଇ ଆରଟିଓ ଅଫିସ୍‌କୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ଭଲ୍ୟୁଣ୍ଟିୟର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ…

ଋଣ ପରିଶୋଧକୁ ନେଇ ପ୍ରଶ୍ନ ଉଠାଇଲେ ମାଲ୍ୟା : ଟ୍ୱିଟ୍ କରି କହିଲେ, ୯ ହଜାର କୋଟି ପାଇଁ ୧୩ ହଜାର କୋଟିରୁ ବି ଅଧିକ…

ଭାରତୀୟ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ପରିଶୋଧ ନକରି ଲଣ୍ଡନ ପଳାଇଯାଇଥିବା ବିଜୟ ମାଲ୍ୟା ଏବେ ଭାରତ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏ ନେଇ ସେ ଏକ ଟ୍ୱିଟ୍ କରିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ଭାରତୀୟ ବ୍ୟାଙ୍କ ଗୁଡ଼ିକ ତାଙ୍କଠାରୁ ପ୍ରାୟ…

ନିସ୍ତାର ପାଇବେ ନାହିଁ ଜଣେ ବି ଆତଙ୍କୀ ! ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସୁଚିନ୍ତିତ ଯୋଜନା କରିଛନ୍ତି ସରକାର

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ଆତଙ୍କର ମେରୁଦଣ୍ଡ ଭାଙ୍ଗିବା ପାଇଁ ସରକାର ସୁଚିନ୍ତିତ ଯୋଜନା କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ପରେ ଆତଙ୍କବାଦ ଦମନ ରଣନୀତିରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ଭାରତ ଏ ଦିଗରେ କିଭଳି ପଦକ୍ଷେପ ନେଇପାରେ ତାହା ବିଶ୍ବ ଅବଗତ ହୋଇଛି । କୌଣସି ଜଣେ ବି…