Daily Archives

January 25, 2019

ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ନିରଞ୍ଜନଙ୍କ ସଙ୍କଳ୍ପ । କ୍ଷମତାକୁ ଆସିଲେ ବୃଦ୍ଧି ହେବ ଶ୍ରମିକଙ୍କ ମଜୁରୀ, ନାରୀ…

କନକ ବ୍ୟୁରେ: ତମାଣ୍ଡୋ ପରିବର୍ତ୍ତନ ସଂକଳ୍ପ ସମାବେଶରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମାଲୋଚନା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ସମୟରେ ମୋଦି ଓ ନବୀନ ସରକାରଙ୍କୁ କଡ଼ା ସମାଲୋଚନା କଲେ ନିରଞ୍ଜନ । କହିଲେ, ଓଡ଼ିଶାକୁ ୧୮ ବର୍ଷରେ…

ଆପଣ ଏଥର ଭୋଟ୍ ଦେଇପାରିବେ କି ନାହିଁ, ଘରେ ବସି ଗୋଟିଏ କଲରେ ଜାଣନ୍ତୁ। ଜାରି ହେଲା ଟୋଲ ଫ୍ରି ନମ୍ବର

ନିର୍ବାଚନ ଆୟୋଗ ୨୦୧୯ ରେ ଭୋଟ୍ ବଢ଼ାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଭୋଟରଙ୍କୁ ଭୋଟର ଲିଷ୍ଟରେ ନିଜର ନାମ ଜାଣିବା ପାଇଁ ସରକାରୀ କାର୍ଯ୍ୟାଳୟର ଚକ୍କର କାଟିବାରୁ ମୁକ୍ତି ଦେବା ପାଇଁ ନିର୍ବାଚନ ଆୟୋଗ ଏକ ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରିବାକୁ ଯାଉଛି । ଏହି ନମ୍ବରରେ ଏକ…

ଆତଙ୍କବାଦର ରାସ୍ତା ଛାଡି ସେନାରେ ଯୋଗ ଦେଇଥିବା ସହିଦ ଯବାନଙ୍କୁ ଅଶୋକଚକ୍ର ସମ୍ମାନ ! ଜାଣନ୍ତୁ କେମିତି ଆତଙ୍କୀରୁ…

ଆତଙ୍କବାଦର ରାସ୍ତା ଛାଡି ସେନାର ଯୋଗ ଦେଇଥିବା ସହିଦ ଯବାନଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ତେବେ ଏହା ଭାରତରେ ପ୍ରଥମ ଘଟଣା ହେବାକୁ ଯାଉଛି, ଯେଉଁଠି ଆତଙ୍କବାଦ ଭଳି ପାପର ରାସ୍ତା ଛାଡି ଦେଶସେବା ପାଇଁ ସେନାରେ ଯୋଗ ଦେଇଥିବା ଜଣେ ଯବାନଙ୍କୁ ଏତେ ବଡ ଆୱାର୍ଡରେ ସମ୍ମାନିତ…

ବିଜେପି ଛାଡି କଂଗ୍ରେସରେ ସାମିଲ ହେବେ କି ବରୁଣ ଗାନ୍ଧି! ଜାଣନ୍ତୁ ଓଡିଶାରେ କଣ ଉତ୍ତର ଦେଲେ ରାହୁଲ ଗାନ୍ଧି?

ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧି ଏଣ୍ଟ୍ରି ମାରିବା ପରେ ତାଙ୍କୁ କଂଗ୍ରେସ ଦଳର ମହାସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାଛଡା ଉତ୍ତର ପ୍ରଦେଶର ଦାୟିତ୍ୱ ମଧ୍ୟ ପ୍ରିୟଙ୍କାଙ୍କ ହାତରେ ଦେଇଛନ୍ତି ଭାଇ ରାହୁଲ । ତେବେ ପ୍ରିୟଙ୍କା ସିଧାସଳଖ ରାଜନୀତିରେ ଯୋଗ ଦେବା ପରେ ରାହୁଲଙ୍କ ଦାଦା…

ମ୍ୟାଟ୍ରିମୋନିଆଲ ସାଇଟରେ ଠକାମିର ଶିକାର ହେଲେ ମହିଳା : ୬ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଲା ମହିଳାଙ୍କ ସ୍ୱାମୀ

ଯଦି ଆପଣ ବିବାହ ପାଇଁ ଅନଲାଇନ୍ ପ୍ରସ୍ତାବ ଖୋଜୁଛନ୍ତି , ତେବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସୋସିଆଲ ସାଇଟ୍ ରେ ଦିଆଯାଇଥିବା ପ୍ରୋଫାଇଲ ଉପରେ ବିଶ୍ୱାସ କରିବା ପୂର୍ବରୁ ସଂପୂର୍ଣ୍ଣ ରୂପେ ଯାଂଚ କରି ନିଅନ୍ତୁ । କାହିଁକିନା ଏକ ଅନଲାଇନ୍ ୱେବସାଇଟ୍ ମାଧ୍ୟମରେ ବିବାହ କରିଥିବା…

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ! ‘କାଳିଆ’ ଯୋଜନାକୁ ସମାଲୋଚନା ସହ ମୋଦିଙ୍କ ନାଁରେ ଆଣିଲେ…

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ଉଷ୍ମ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ହାଇକମାଣ୍ଡ । ଭୁବନେଶ୍ୱରରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ…