Daily Archives

November 19, 2018

ମୁଖ୍ୟମନ୍ତ୍ରୀଙ୍କୁ ହକି ଫିଭର ! ୫୦୦ ଟଙ୍କା ଦେଇ ହକି ବିଶ୍ୱକପର ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ କିଣିଲେ ନବୀନ

କନକ ବ୍ୟୁରୋ : ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି ନବୀନ । ହକି ଇଣ୍ଡିଆର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ହକି ବିଶ୍ୱକପ ପାଇଁ ଦୁଇଟି…

ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗ ! ତେଜିଲା ରାଜନୀତି, ସ୍ପଷ୍ଟିକରଣ ମାଗିଲେ ବିରୋଧୀଦଳ ନେତା ।

କନକ ବ୍ୟୁରୋ: ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗରେ ବିରୋଧୀ ମାଗିଲେ ଉତ୍ତର । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର ଏନେଇ ସ୍ପଷ୍ଟିକରଣ ରଖନ୍ତୁ । କାହିଁକି ଓ କଣ ପାଇଁ ସଚିବାଳୟରେ ସିବିଆଇ ପଶିଥିଲା ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଏନେଇ ସରକାରଙ୍କ ସ୍ପଷ୍ଟିକରଣ ଦାବି…

ହକି ବିଶ୍ୱକପ ପାଇଁ ଚଳଚଂଚଳ ଭୁବନେଶ୍ୱର: ହକି ଥିମ ସଙ୍ଗ ଟିଜର ରିଲିଜ ପରେ ନବୀନଙ୍କୁ ଟୁଇଟ କରି କୃତଜ୍ଞତା ଜଣାଇଲେ…

କନକ ବ୍ୟୁରୋ: ହକି ବିଶ୍ୱକପ ପାଇଁ ଚଳଚଂଚଳ ହୋଇଛି ଭୁବନେଶ୍ୱର । ଏଥିପାଇଁ ରିଲିଜ ହୋଇଛି ଥିମ ସଙ୍ଗ ଟିଜର । ଟିଜରରେ ନଜର ଆସିଛନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନଙ୍କ ସହ ବଲିଉଡର ବାଦଶାହ ଶାହାରୁଖ ଖାନ । ଟିଜର ରିଲିଜ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି…

ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ କଟିବା ପ୍ରସଙ୍ଗ । କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ: ମାଟ୍ରିକ ପାସ୍ କରିଥିବା ଏସସି/ଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଏହି ସ୍କିମରେ ଅର୍ଥ କାଟ୍ କୁ ନେଇ…

ଦ୍ୱିତୀୟ ଶ୍ରେଣୀ ପିଲାକୁ ଟ୍ୟୁସନ ଟିଚରଙ୍କ ଜୋତା ଓ ଚାପୁଡା ମାଡ଼, କ୍ୟାମେରାରେ କଏଦ ହେଲା ଶିକ୍ଷକଙ୍କ ବର୍ବରକାଣ୍ଡ

ଉତ୍ତର ପ୍ରଦେଶର ଅଲିଗଡ଼ରେ ଟ୍ୟୁସନ ଟିଚର ଦ୍ୱାରା ଦ୍ୱିତୀୟ ଶ୍ରେଣୀର ଶିଶୁ ସହିତ କଥିତ ରୂପେ ମାରପିଟ୍ କରିବାର ମାମଲା ସାମନାକୁ ଆସିଛି । ଶିକ୍ଷକ ପିଲାକୁ ଜୋତାରେ ମାରିଲେ ଓ ଚାପୁଡା ଦେଲେ, ଏହା ସହିତ ବିଧା ବି ମାରିଲେ । ଏହି ବିଷୟରେ ପିଲାର ଘର ଲୋକଙ୍କୁ ସେତେବେଳେ ଜଣାପଡିଲା, ଯେବେ…