Daily Archives

October 5, 2018

ସାଧାରଣ ସ୍କୁଲର ଅସାଧାରଣ ଶିକ୍ଷକ : ବିନା ସରକାରୀ ସହାୟତାରେ ସ୍କୁଲରେ କରିଛନ୍ତି କିଚେନ୍ ଗାର୍ଡେନ ଓ ସୁନ୍ଦର ଫୁଲ…

କନକ ବ୍ୟୁରୋ : ସାଧାରଣ ସ୍କୁଲ ଅସାଧାରଣ ଶିକ୍ଷକ । ଭଙ୍ଗା ଦଦରା ସ୍କୁଲ ଘରେ ପିଲାଙ୍କ ଭବିଷ୍ୟତ ଗଢିବା ସହ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ଶିକ୍ଷକଙ୍କ ଅବଦାନ ବେଶ ଗୁରୁତ୍ୱ ପୂର୍ଣ୍ଣ । ମାତ୍ର ୭ ଡେସିମିଲ ଜାଗା ଉପରେ ଠିଆ ହୋଇଥିବା ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉଦ୍ୟମରେ…

ଚକଡ଼ା କ୍ଷତି ଭରିବ କୁକୁଡ଼ା ! ୨୦୧୭ରେ ଚକଡ଼ା ପୋକ ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କୁ କୁକୁଡ଼ା ଚିଆଁ ଉପହାର ।

କନକ ବ୍ୟୁରୋ: ଚକଡ଼ା ପାଇଁ ଚାଷୀଙ୍କୁ ମିଳିଲା କୁକୁଡ଼ା । ସମ୍ବଲପୁର ଜିଲ୍ଲାରେ ଚକଡା ତାର ପ୍ରାର୍ଦୁଭାବ ଦେଖାଇ ସାରିଥିବା ବେଳେ ୨୦୧୭ ମସିହାରେ ଚକଡାରେ ଆକ୍ରାନ୍ତରେ କ୍ଷତି ଖାଇଥିବା ଚାଷୀଙ୍କୁ ମାଗଣାରେ ଯୋଗେଇ ଦିଆଯାଉଛି କୁକୁଡା ଚିଆଁ । କୁକୁଡା ଚାଷ ଦ୍ୱାରା କ୍ଷତି ଭରଣ ପାଇଁ ଚାଲିଛି…

ମିଳୁନାହିଁ କି ପେନସନ ? ଜାଣନ୍ତୁ ଏନେଇ କେଉଁଠି ଓ କିଭଳି କରିବେ ଅଭିଯୋଗ

ଯଦି ବାରମ୍ବାର ଅଭିଯୋଗ କରିବା ସତ୍ୱେ ବି ଉଭୟ ବ୍ୟାଙ୍କ କିମ୍ବା ସରକାରୀ ବିଭାଗ ତରଫରୁ ପେନସନ ସହ ଜଡିତ ସମସ୍ୟା ଉପରେ କୌଣସି ବି ଉତର ମିଳିପାରୁନାହିଁ ତେବେ ଆପଣ ଆପଣଙ୍କର ଅଭିଯୋଗ ଏହି ପୋର୍ଟାଲରେ ଦାଖଲ କରିପାରିବେ । ଦେଶରେ ପାଖାପାଖି ୫.୮ କୋଟି ବରିଷ୍ଠ ନାଗିରକଙ୍କୁ ପେନସନ ତଥା ଅନ୍ୟ…

ଦିଲ୍ଲୀରେ ସାଧୁସନ୍ଥଙ୍କ ସମ୍ମିଳନୀ : ରାମ ମନ୍ଦିର ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାବେଳେ ଜନମତ ସୃଷ୍ଟି ଉଦ୍ୟମ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଜୋର ଧରୁଛି । ରାମ ମନ୍ଦିର ମାମଲା ସୁ୍ପ୍ରିମକୋର୍ଟରେ ବିଚାରଧିନ ଥିବା ବେଳେ ଏହାକୁ ନେଇ ଜନମତ ସୃଷ୍ଟି ଉଦ୍ୟମ ଚାଲିଛି । ଏନେଇ ଦିଲ୍ଲୀରେ ସାଧୁ ସନ୍ଥଙ୍କ ଧର୍ମ ସଂସଦ ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ…

ପୁରୀରୁ ମୋଦିଙ୍କୁ ପ୍ରାର୍ଥୀ କରିବା ପ୍ରସ୍ତାବ ଦେବ ରାଜ୍ୟ ବିଜେପି : ବସନ୍ତ ପଣ୍ଡା କହିଲେ, ଚୂଡାନ୍ତ ନିଷ୍ପତି ନେବ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସମସ୍ତଙ୍କ ନଜର ରହିଛି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କେଉଁଠୁ ନିର୍ବାଚନ ଲଢିବେ ? ମୋଦିଙ୍କୁ ପୁରୀରୁ ଲଢିବା ପାଇଁ ପ୍ରସ୍ତାବ ଦେବ ରାଜ୍ୟ ବିଜେପି । ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏହା ଉପରେ କି…

ଅସହ୍ୟ ହେଲା କଂଗ୍ରେସ ଅଧ୍ୟକ୍ଷଙ୍କ ଅପମାନ, ତାଙ୍କ ନାଁରେ ଖୋଲିଲେ ମାଗଣା କ୍ୟାଂଟିନ୍

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଶିବଭକ୍ତ ଉପରେ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ବିଶ୍ୱାସ ନକଲେ ବି କିଛି ଲୋକ ଅଛନ୍ତି ତାହାକୁ ସତ ମାନିବା ସହିତ ରାହୁଲଙ୍କୁ ଏହି ମାମଲାରେ ଭାଇ ମାନି ନେଇଛନ୍ତି । ଉନ୍ନାବରୁ ରାୟବରେଲୀ ଯିବା ରାସ୍ତାରେ ରାସ୍ତାକଡରେ ‘ରାହୁଲ ଗାନ୍ଧୀ’ଙ୍କ ନାମରେ ଏକ…