Daily Archives

July 27, 2018

ପୁରୀ ସତ୍ୟବାଦୀ ଠାରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ, ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି

କନକ ବ୍ୟୁରୋ: ପ୍ରଥମ ଐତିହ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀ ସତ୍ୟାବଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଲାଗି ଐତିହ୍ୟ କ୍ୟାବିନେଟରେ ନିଷ୍ପତି । ଏହାସହ ଓଡିଆ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ଓଡିଆ ଭାଷାର ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ନିମନ୍ତେ…

ଚା’ରେ ମିଳିବ ତନ୍ଦୁରୀର ସ୍ୱାଦ । ରାଜଧାନୀବାସୀଙ୍କ ପାଇଁ ଆସିଲା ତନ୍ଦୁରୀ ଚା’

କନକ ବ୍ୟୁରୋ : ଚାହାରେ ମିଳିବ ଚିକେନର ସ୍ୱାଦ । ପୁଣେ ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଖୋଲିଛି ତନ୍ଦୁରୀ ଚା’ର ଆଉଟଲେଟ୍ । ତନ୍ଦୁରୀ ରୁଟି, ତନ୍ଦୁରୀ ଚିକେନର ମଜା ନେବା ପରେ ଏବେ ଆପଣଙ୍କୁ ସ୍ମାର୍ଟ ସିଟିରେ ମିଳିଯିବ ତନ୍ଦୁରୀ ଚା’ର ମଜା । ନିଆଁରେ ତାତିଥିବା ମଟକା ବା…

ପକ୍କା ଘର ପଲିଟିକ୍ସ : ରାଜ୍ୟ ସରକାରଙ୍କ ତଥ୍ୟ ଉପରେ ଆପତ୍ତି ଉଠାଇଲେ ଧର୍ମେନ୍ଦ୍ର । ତୋମାରଙ୍କୁ ଚିଠି ଲେଖି କହିଲେ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ୧୭ ଲକ୍ଷ ବିଜୁ ପକ୍କା ଘର ବିଜ୍ଞାପନକୁ ମିଛ କହି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗରୀବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ…

ରାଉରକେଲା କୋଏଲ ନଦୀରେ ବିପଦପୂର୍ଣ୍ଣ ନୌକା ଯାତ୍ରା : ମୋଟର ଡଙ୍ଗାରେ ଅଚଳ ଜଳରାଶି ଅତିକ୍ରମ କରୁଛନ୍ତି ଶହଶହ ଲୋକ

କନକ ବ୍ୟୁରୋ : ରାଉରକେଲା କୋଏଲ ନଦୀରେ ବିପଦପୂର୍ଣ୍ଣ ନୌକା ଯାତ୍ରା । ଅଣ ଓସାରିଆ ମୋଟର ଡଙ୍ଗାରେ ଅଚଳ ଜଳରାଶି ଅତିକ୍ରମ କରୁଛନ୍ତି ସୁନ୍ଦରଗଡ ଜିଲ୍ଲାର କୁଅଁରମୁଣ୍ଡା ଓ ନୁଆଗାଁ ବ୍ଲକର ଶହଶହ ଲୋକ । ରାଉରକେଲା ସହର ଉପରେ ନିର୍ଭର କରୁଥିବା ଏହି ଦୁଇଟି ବ୍ଲକର ଲୋକ ସଡକପଥ ଦେଇ ରାଉରକେଲା…

ସୋସିଆଲ ମିଡିଆରେ ଫେକ ନ୍ୟୁଜକୁ ସାବଧାନ ! ହ୍ୱାଟ୍ସଆପ କହିଲା ଏଭଳି ରୁହନ୍ତୁ ସତର୍କ, ପାଳନ କରନ୍ତୁ ନିୟମ ।

ହ୍ୱାଟ୍ସଆପ ଗୁଜବକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି । ହ୍ୱାଟ୍ସଆପ ଦ୍ୱାରା ବ୍ୟାପୁଥିବା ଗୁଜବ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଗତ କିଛି ମାସ ହେବ ପିଲା ଚୋରି ଗୁଜବ କାରଣରୁ ଅନେକ ଲୋକଙ୍କୁ ପିଟି ପିଟି ହତ୍ୟା କରିଦିଆଯାଇଛି । ଲୋକମାନେ ଶିକ୍ଷିତ ହୋଇଥିବା ସତ୍ୱେ ବି…

#Exclusive ତାରାଦତ୍ତ କମିଟି ସୁପାରିଶ ଉପରେ କଣ ନେଇଛ କାର୍ଯ୍ୟାନୁଷ୍ଠାନ । ସାତ ଦିନ ଭିତରେ ରିପୋର୍ଟ ଦେବାକୁ ଜିଏ…

ଏକାଧିକ ଜମି ଆବଂଟନ ସଂକ୍ରାନ୍ତୀୟ ମାମଲା ଆଉ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ସେନେଇ ଆଭିମୁଖ୍ୟ କଡା କରିଛି ସାଧାରଣ ପ୍ରଶାସନ ବିଭାଗ । ବିଭାଗର ପ୍ରମୁଖ ସଚିବ ଅଶୋକ ମୀନାଙ୍କ ତରଫରୁ ବିଡିଏ, ସିଡିଏ ଭାଇସ ଚେୟାରମ୍ୟାନ ଏବଂ ଓଏସଏଚବି ସେକ୍ରେଟେରୀଙ୍କୁ ଚିଠି ଲେଖାଯାଇଛି ।…