Daily Archives

July 27, 2018

ବାଲେଶ୍ୱର ଜିଳ୍ଲାପାଳ ଅଫିସର କର୍ମଚାରୀଙ୍କୁ ଦରମା ଦେଉଛି ସମବାୟ ବ୍ୟାଙ୍କ : ଜିଳ୍ଲାପାଳ ଅଫିସରେ କର୍ମଚାରୀ ଅଭାବ…

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢି ଚାଲଥିବା ବେଳେ ଅନେକ ସରକାରୀ ପଦବୀ ମଧ୍ୟ ଖାଲିପଡିଛି । ଯାହାର ଏକ ଉଦାହରଣ ହେଉଛି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ । ଯେଉଁଠି କର୍ମଚାରୀ ଅଭାବ ଯୋଗୁଁ ଅବସର ପ୍ରାପ୍ତ ୩ ଜଣ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ…

ଆଦିବାସୀଙ୍କ ପଥରଗାଡି ଶାସନକୁ ଜିଲ୍ଲା ପ୍ରଶାସନର କାଉଂଟର ଆଟାକ୍ : ସୁନ୍ଦରଗଡରେ ଜିଲ୍ଲା ଓ ବ୍ଲକ ଅଫିସ ଛାଡି ପଂଚାୟତ…

କନକ ବ୍ୟୁରୋ : ଧିରେ ଧିରେ ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଫଳରେ ସୁନ୍ଦରଗଡରେ ପଥରଗାଡି ଭଳି ଆନ୍ଦୋଳନ ପୁଲିସକୁ ଖୋଲା ଚ୍ୟାଲେଂଜ କରୁଛି । ଜିଲ୍ଲାର ନିରୀହ ଆଦିବାସୀଙ୍କୁ କିଛି ଲୋକ ଭ୍ରମିତ କରି ଏହି ଆନ୍ଦୋଳନକୁ ବ୍ୟାପକ କରୁଥିବା ବେଳେ ଏହାକୁ କାଉଂଟର କରିବା ପାଇଁ…

ବିପଦରେ କଳାହାଣ୍ଡି ଜନସାଧାରଣଙ୍କ ଆଶା ଓ ଭରସା : ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରେଲୱେ…

କନକ ବ୍ୟୁରୋ : ବିପଦରେ କଳାହାଣ୍ଡି ଜନସାଧାରଣଙ୍କ ଆଶା ଓ ଭରସା ରେଳପଥ ଜୁନାଗଡ଼, ଲାଞ୍ଜିଗଡ଼ ରେଳପଥ । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଟ୍ରାକରେ ସୃଷ୍ଟି ହୋଇଛି ବିପଦ । ସରକାର କା ମାଲ ପକେଟ୍ ମେଁ ଡାଲ, ନ୍ୟାୟରେ କୋଟି କୋଟି ଟଙ୍କା ନଷ୍ଟ ହେଉଥିବା ବେଳେ ମାଲାମାଲ…

କୁମ୍ଭମେଳା ସାହାରାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜେପିର ରଣନୀତି ! ବିଜେପି ଚାଣକ୍ୟ ଅମିତ୍ ଶାହା କଲେ…

୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଯାହାକୁ ନେଇ କେତେବେଳେ ଜନ ସମ୍ପର୍କ ସମର୍ଥନ ଅଭିଯାନ ତ ଆଉ କେତେବେଳେ ବିରୋଧିଙ୍କ ମେଣ୍ଟକୁ ଭାଙ୍ଗିବାକୁ ଯୋଜନା କରୁଥିବା ନଜୀର ଦେଖିବାକୁ ମିଳୁଛି । କିନ୍ତୁ ବିଜେପିକୁ ୨୦୧୯ରେ ପୁଣି କ୍ଷମତାକୁ…

ବର୍ଷା ପରେ ବେହାଲ ସମ୍ବଲପୁରର ଧାନ ବିଲ : ଜମିରେ ପାଣି ଜମିବାରୁ ଗଜା ହେଲାନି ବିହନ, ସଢିଗଲା ତଳି

କନକ ବ୍ୟୁରୋ : ଲଗାଣ ବର୍ଷା ସାଙ୍ଗକୁ ବୁର୍ଲାରେ ବାଦଳ ଫଟା ବର୍ଷା ଯୋଗୁଁ ସମ୍ବଲପୁର ସହର ବନ୍ୟାରେ ଭାସିଥିବା ବେଳେ ବର୍ଷା ପରେ ଚାଷୀଙ୍କ ଦୁଃଖ ବଢିଯାଇଛି । ଜିଲ୍ଲାର ବିଭିନ୍ନ ଅଂଚଳରେ କେନାଲ ଭାଙ୍ଗି ଜମି ବାଲିଚର ହେବା ସହିତ ପାଣି ଜମି ରହିବାରୁ ବ୍ୟାପକ ଧାନ ଗଛ ନଷ୍ଟ ହୋଇଛି । ଧାନ ରୁଆ…

ବର୍ଷା ହେଲେ ବିଗିଡି ଯାଏ ବିଦ୍ୟାଳୟର ଚିତ୍ର : ଭଙ୍ଗା ଆଜବେଷ୍ଟ ତଳେ ସ୍କୁଲରେ ଠିଆ ହୋଇ ପାଠ ପଢିଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ : ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି ସରକାର । ସର୍ବଶିକ୍ଷା ଯୋଜନାରେ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ ଆଜି ବି ଏମିତି ସ୍କୁଲ ରହିଛି, ଯେଉଁଠି ବର୍ଷା ଦିନେ ଏକ ପ୍ରକାର ପାଠପଢା ଠପ୍ ହୋଇଯାଏ । ଆଉ ଯଦି ସ୍କୁଲ…