Daily Archives

July 18, 2018

ଝିଅମାନେ ସାଜିଲେ ପ୍ରେରଣା : ୪୦ ବର୍ଷ ପରେ ରାଜସ୍ତାନର ବିଜେପି ବିଧାୟକ ପୁଣି ଥରେ ଆରମ୍ଭ କଲେ ପାଠପଢ଼ା

୪୦ ବର୍ଷ ପରେ ପୁଣି ଥରେ ପାଠପଢ଼ା ଆରମ୍ଭ କଲେ ରାଜସ୍ତାନର ଜଣେ ବିଜେପି ବିଧାୟକ । ସେ ଅନୁଭବ କଲେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ମହତ୍ୱ ଦେଇ ଭାଷଣ ଦେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନିଜେ ଶିକ୍ଷିତି ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ତେଣୁ ଶିକ୍ଷାର ଗୁରୁତ୍ୱକୁ ଅନୁଭବ କରି ସେ ପୁଣି ଥରେ…

ଆପଣଙ୍କ ଗାଡି ଚୋରିହୋଇଯାଇଛି ଆଉ ଆପଣ କ୍ଲେମ୍ ଟଙ୍କା ପାଇଁ ଅପେକ୍ଷା କରିଛନ୍ତି କି ? ତେବେ ବୀମା କମ୍ପାନୀର କିଛି…

ଯଦି ଆପଣ ଆପଣଙ୍କ ଗାଡିର ବୀମା କରିଛନ୍ତି ଏବଂ ଗାଡିର କେବଳ ଗୋଟିଏ ଅର୍ଜିନାଲ ଚାବି ଆପଣଙ୍କ ପାଖରେ ଅଛି, ତେବେ ଏପରି ମଧ୍ୟ ହୋଇପାରେ କମ୍ପାନୀ ଆପଣଙ୍କୁ କ୍ଲେମ ଦେବା ପାଇଁ ମନା କରିଦେଇପାରେ । ଅଧିକାଂଶ କମ୍ପାନୀ ଏବେ ଏପରି ନିୟମ ବନାଇଛନ୍ତି । କାର ଚୋରି ହେବା କ୍ଷେତ୍ରରେ ପଲିସିଧାରୀଙ୍କୁ…

ଯେକୌଣସି ରାଜ୍ୟ ହେଉ କିମ୍ବା ସହର, ଏଣିକି ସମାନ MRPରେ ମିଳିବ ପ୍ରତ୍ୟେକଟି ସାମଗ୍ରୀ ।

ସାରା ଦେଶରେ ଆଗାମୀ ଅଗଷ୍ଟ ୧ ତାରିଖ ଠାରୁ ପ୍ରତ୍ୟେକଟି ବସ୍ତୁ ସମାନ ଦାମରେ ବିକ୍ରି ହେବ । ଅର୍ଥାତ ପୂର୍ବରୁ ଆମେ ସହର କିମ୍ବା ରାଜ୍ୟ ବଦଳାଇବା କ୍ରମେ ପ୍ରତ୍ୟକଟି ବସ୍ତୁର ଦର ଦାମ ମଧ୍ୟ ବଦଳି ଯାଉଥିଲା । କିନ୍ତୁ ଏବେ ପ୍ରତ୍ୟେକଟି ବସ୍ତୁ ପ୍ରତ୍ୟକଟି ରାଜ୍ୟ ଏବଂ ସହରରେ ସମାନ ଦରରେ…

ପାକିସ୍ତାନରେ ବି ମୋଦି ମାନିଆ : ଭାଷଣ ଓ ନିର୍ବାଚନ ପ୍ରଚାରରେ ଦେଖିବା ପାଇଁ ମିଳୁଛି ଭାରତର ପ୍ରଧାନମନ୍ତ୍ରୀଙ୍କ ଜଲୱା

କନକ ବ୍ୟୁରୋ : ଆଗାମୀ ଜୁଲାଇ ୨୫ ତାରିଖରେ ପଡ଼ୋଶୀ ଦେଶ ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସମସ୍ତ ଦଳ ଜୋରସୋରରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ନେତାମାନେ ବିଭିନ୍ନ ଉପାୟ ଆପଣାଉଛନ୍ତି । ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଶତ୍ରୁକୁ ମିତ୍ର ଓ…

ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର ଦେଇପାରନ୍ତି ମୋଦି ସରକାର ! ମିଳିପାରେ ଏହି ସବୁ ଫାଇଦା

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦି ସରକାର ଅତି ଶୀଘ୍ର ହିଁ ବଡ ଉପହାର ଦେବାକୁ ପ୍ରସ୍ତୁତି କରୁଛନ୍ତି । ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗ । ଭତ୍ତା ବଢ଼ାଇପାରନ୍ତି । ଏହାର ସିଧା ପ୍ରଭାବ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳୁଥିବା ଦରମା ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ଉପରେ ପଡିବ…

ମିଗ୍-୨୧ ବିମାନ କ୍ରାସ ! ହିମାଚଳ କାଙ୍ଗରାରେ ଖସିପଡିଲା ବାୟୁସେନାର ବିମାନ, ଚାଲିଗଲା ପାଇଲଟଙ୍କ ଜୀବନ ।

ହିମାଚଳପ୍ରଦେଶର କାଙ୍ଗରା ଠାରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ମିଗ-୨୧ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ସହିତ ପାଇଲଟଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଦୁର୍ଘଟଣାରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…