Daily Archives

July 17, 2018

ରାଜ୍ୟ କଂଗ୍ରେସର ବଂଶବାଦ ରାଜନୀତିରେ ଲାଗିବ ଫୁଲଷ୍ଟପ : ଗୋଟିଏ ପରିବାରରୁ ଜଣକୁ ହିଁ ମିଳିପାରିବ ଟିକେଟ

କନକ ବ୍ୟୁରୋ : ଓଡ଼ିଶାରେ ବନ୍ଦ ହେବ କଂଗ୍ରେସର ବଂଶବାଦ ରାଜନୀତି । ଗୋଟିଏ ପରିବାରକୁ ମିଳିବ ଗୋଟିଏ ଟିକେଟ୍ । ଟିକେଟ ପାଇଁ କୌଣସି ପ୍ରକାର ସୁପାରିଶ ଗ୍ରହଣ କରାଯିବନାହିଁ । ଏଭଳି ନୀତି ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । ପରିବାର ଭିତରୁ…

ପୁଣି ସୃଷ୍ଟି ହେଲା ଲଘୁଚାପ ! ବନ୍ୟା ଆଶଙ୍କା ଦେଖି ସାରା ରାଜ୍ୟ ପାଇଁ ସତର୍କତା ଜାରି କଲେ ସରକାର, ସଜାଗ ରହିବାକୁ…

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ଆଶଙ୍କା । ଦୁଇ ଦିନର ଲଗାଣ ବର୍ଷାରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଦିନକ ପରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା…

ସାମ୍ନାକୁ ଆସିଲା ବ୍ୟାଙ୍କକକୁ ବିମାନ ସେବା ବନ୍ଦ ପଛର ସତ : ପୂରଣ ହୋଇପାରୁନି ଅଧା ସିଟ, କ୍ଷତି ଓ ପରିଚାଳନା ଗତ ତୃଟି…

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ବନ୍ଦ କରିଦେଇଛି ଏୟାର ଇଣ୍ଡିଆ । ପରିଚାଳନାଗତ ସମସ୍ୟା ଯୋଗୁଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉଡାଣ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପୁଣି କେବେ ସେବା ଆରମ୍ଭ ହେବ ସେନେଇ ସ୍ପଷ୍ଟ…

ଆଗୁଆ ନିର୍ବାଚନ ପ୍ରସଙ୍ଗ ! ନିର୍ବାଚନରେ କିଏ ମାରିବ ବାଜି, ରଣହୁଙ୍କାର ଦେଉଛନ୍ତି ଉଭୟ ଶାସକ ଓ ବିରୋଧୀ ।

ଆଗୁଆ ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରଦାର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଜିଲ୍ଲାର ଅଧିକାରୀ ତଥା ଉପଜିଲ୍ଲାପାଲଙ୍କ ସହିତ ମରାଥନ ବୈଠକ ହେଉଛି । ମୁଖ୍ୟତଃ ଭୋଟର ତାଲିକା ସଂଶୋଧନ, ବୁଥ ପୁର୍ନଗଠନକୁ ନେଇ ବୈଠକ କରାଯାଉଛି ବୋଲି ସୁଚନା ମିଳିଛି । ରାଜ୍ୟ…

ପଦାରେ ପଡିଲା ସରକାରୀ ଅବ୍ୟବସ୍ଥାର କରୁଣ ଚିତ୍ର ! ଆସିଲାନି ଆମ୍ବୁଲାନ୍ସ, ଚଳନ୍ତା ବସରେ ପିଲା ଜନ୍ମ କଲେ ପ୍ରସୂତି ।

ଜନସାଧାରଣ ମାନଙ୍କ ନିମନ୍ତେ କ୍ରମାଗତ ଭାବରେ କିଛି ନୂଆ ବ୍ୟବସ୍ଥା କରାଯାଉଥିବା ବେଳେ ଏହାର ବାସ୍ତବ ଚିତ୍ର ପ୍ରତିଫଳିତ ହେଉଛି । ସରକାରୀ ବ୍ୟବସ୍ଥା ବାରମ୍ବାର ବିଫଳ ହେଉଥିବା ଅନେକ ନଜିର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛତ୍ରପୁରଠାରେ । ପୁଣି…

ବାଇଗଣୀ ରଙ୍ଗର ହେବ ନୂଆ ୧୦୦ ଟଙ୍କିଆ ନୋଟ୍ : ଆସନ୍ତା ମାସରେ ନୂଆ ନୋଟ୍ ଜାରି କରିପାରେ ଆରବିଆଇ

ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର ବଜାରକୁ ୧୦୦ ଟଙ୍କିଆ ନୋଟ୍ ଜାରି କରିବ । ନୂଆ ନୋଟର ରଙ୍ଗ ବାଇଗଣୀ ହେବ ବୋଲି ଜଣାପଡ଼ିଛି । ଆକରରେ ଏହା ପୁରୁଣା ୧୦୦ ଟଙ୍କିଆ ନୋଟ ଠାରୁ ଛୋଟ ଓ ୧୦ ଟଙ୍କିଆ ନୋଟରୁ ସାମାନ୍ୟ ବଡ଼ ହେବ । ତେବେ ସୂଚନା ଅନୁସାରେ ନୂଆ ନୋଟ୍ ବଜାରକୁ ଆସିବା ପରେ ମଧ୍ୟ ପୁରୁଣା ନୋଟର…