Daily Archives

July 15, 2018

ସମୁଦ୍ରରେ ଉଠିଲା ୪.୯୭ ମିଟରର ସବୁଠାରୁ ବଡ ଲହଡି ! ରାସ୍ତାକୁ ଆସିଲା ପାଣି. ସତର୍କ କଲା ପାଣିପାଗ ବିଭାଗ ।

ରବିବାର ସମୁଦ୍ର କୂଳକୁ ଯାଉଥିବା ଲୋକମାନଙ୍କୁ ଓ ମତ୍ସ୍ୟଜୀବୀଙ୍କୁ ବିଏମସି ଚେତାବନୀ ଦେଇଛି । ପାଣିପାଗ ବିଭାଗ ପକ୍ଷରୁ ବିଏମସି ହାଇ ଆଲର୍ଟ ଜାରି କରି କହିଛି କି, ସମୁଦ୍ରରେ ଚଳିତ ବର୍ଷ ମନସୁନର ସବୁଠାରୁ ବଡ଼ ଲହଡିର ଆଶଙ୍କା ରହିଛି । ଏଥିପାଇଁ ଲୋକମାନେ ସବୁଦ୍ର କୂଳକୁ ଯିବାରୁ ନିଜକୁ…

ଧନୀ ହେଉଛି ଭାରତ ! ଗରିବ ଦେଶ ତାଲିକାର ତୃତୀୟ ସ୍ଥାନକୁ ଖସିଲା ଭାରତ, ହଟିଲା ଗରିବ ହେବାର କଳଙ୍କ ଟିକା ।

ଭାରତ ପାଇଁ ଏକ ଖୁସିର ଖବର । ପୂର୍ବରୁ ଗରିବି ଦେଶ ମାନଙ୍କ ସୂଚିରେ ଭାରତ ପ୍ରଥମ ସ୍ଥାନରେ ରହିଥିଲା । କିନ୍ତୁ ଏବେ ନାଇଜେରିଆ ସର୍ବାଧିକ ଗରିବ ଦେଶ ଭାବରେ ପରିଗଣିତ ହେବା ପରେ ଭାରତ ମୁଁଣ୍ଡରୁ ହଟିଛି କଳଙ୍କ । ସବୁଠାରୁ ବଡ କଥା ହେଉଛି ପ୍ରତି ଏକ ମିନିଟରେ ୪୪ ଜଣ ଭାରତୀୟ ଗରିବି…

ଆଉ କେଇ ଘଣ୍ଟା ପରେ ମହାଲଢେଇ ! ୨୬୦ କୋଟି ଟଙ୍କା ଏବଂ ୧୮ କ୍ୟାରେଟ୍ ସ୍ୱର୍ଣ୍ଣ ଟ୍ରଫି ପାଇଁ ମୁହାଁମୁହିଁ ହେବେ…

ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍ ୨୦୧୮ ଫାଇନାଲ ମ୍ୟାଚ୍ ପରେ ଚାମ୍ପିଅନ ଟିମର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ । ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ରୁଷିଆର…

ସ୍କୁଲରେ ଜୟ ଶ୍ରୀରାମ କହିବା ଅପରାଧ ! ଶ୍ରେଣୀ ଗୃହରେ ଜୟ ଶ୍ରୀରାମ କହିବାରୁ ଚାରି ଛାତ୍ରଙ୍କୁ ଗଛରେ ବାନ୍ଧି ପିଟିଲେ…

ସ୍କୁଲ ଶ୍ରେଣୀ ଗୃହରେ ଜୟ ଶ୍ରୀରାମ କହିବାରୁ ଚାରି ଜଣ ଛାତ୍ରଙ୍କୁ ଅତି ନିର୍ମମ ଭାବରେ ମାଡ ମାରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ । ଏହି ଅଭାବନିୟ ଘଟଣାଟି ଘଟିଛି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଏକ ସ୍କୁଲରେ । ଚାରି ଜଣ ଛାତ୍ର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ଏହି…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା : ପ୍ରଥମେ ଗଡିଲା ବଳଭଦ୍ରଙ୍କ ରଥ ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିଲେ…

କନକ ବ୍ୟୁରୋ: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆରମ୍ଭ ହେଲା ରଥଟଣା । ଇଦ୍ରରାଜଙ୍କ ଆର୍ଶୀବାଦ ବର୍ଷାରେ ଭିଜିଲେ ଭକ୍ତବୃନ୍ଦ । ପିଲାଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଭକ୍ତିଭାବରେ ଟାଣିଲେ ରଥ । ନିର୍ଦ୍ଦାରିତ ସମୟରେ ଅପରାହ୍ନେ ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ…

ଆଗାମୀ ଭବିଷ୍ୟତରେ ଭାରତରେ ହୋଇପାରେ ଭୟଙ୍କର ଭୂମିକମ୍ପ : ଆକଳନ କଲେ ବୈଜ୍ଞାନିକ

ଭାରତକୁ ଭୂମିକମ୍ପ ଭୟ । ଆଗାମୀ ଭବିଷ୍ୟତରେ ଭାରତରେ ଭୂମିକମ୍ପ ଯୋଗୁଁ ଧନଜୀବନ ବିପଦରେ ପଡ଼ିବ ବୋଲି ବୈଜ୍ଞାନିିକମାନେ ଆଶଙ୍କା ବ୍ୟକ୍ତି କରିଛନ୍ତି । ଅଧ୍ୟୟନ ଅନୁସାରେ ଭବିଷ୍ୟତରେ ଭାରତରେ ହେବାକୁ ଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮ଟୁ ମଧ୍ୟ ଅଧିକ ହୋଇପାରେ । ଯଦ୍ୱାରା ଭାରତରେ…