Daily Archives

July 15, 2018

ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସର ରଣନୀତି : ଏନସିପିକୁ ଅଫର କରିବ କି ରାଜ୍ୟସଭା ଉପସଭାପତି ପଦ ?

କନକ ବ୍ୟୁରୋ : ଆଗାମୀ ୧୮ ତାରିଖରୁୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତେବେ ସମସ୍ତ ରାଜନୈତିକ ଦଳ ଗୁଡିକ ରାଜ୍ୟସଭାର ଉପସଭାପତି ସିଟ ଉପରେ ନଜର ରଖିଥିବା ଜଣାପଡିଛି । ତେବେ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଦେବା ସହ ସେମାନଙ୍କ ନିଜ ପ୍ରାର୍ଥୀ ଜିତନ୍ତୁ ବୋଲି ଉଭୟ କଂଗ୍ରେସ ଓ…

ସ୍କୁଲ ପରିସରରେ ଖେଳିଲା ସାପର ଆତଙ୍କ ! ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗେ ବାହାରିଲେ ୬୦ଟି ବିଷଧର ସାପ, ଅଳ୍ପକେ…

ଗୋଟିଏ କି ଦୁଇଟି ନୁହେଁ ସ୍କୁଲ ପରିସରରୁ ବାହାରିଲେ ୬୦ଟି ବିଷଧର ସାପ । ଯାହାକୁ ନେଇ ସ୍କୁଲରେ ଖେଳିଯାଇଥିଲା ଆତଙ୍କ । ମହାରାଷ୍ଟ୍ରର ହିଗୋଲି ଜିଲ୍ଲାର ଜିଲ୍ଲା ପରିଷଦ ସ୍କୁଲରେ ଏଭଳି ଘଟଣା ଦେଖାଯାଇଛି । ପଙ୍ଗରା ବୋଖରେ ଗାଁରେ ଚାଲୁଥିଲା ଏହି ସ୍କୁଲକୁ ଜିଲ୍ଲା ପରିଷଦ ସଞ୍ଚାଳିତ…

ଆସୁଛି ସ୍ୱାଧୀନତା ଦିବସ ! ଅଗଷ୍ଟ ୧୫ ପୂର୍ବରୁ ଆପଣଙ୍କ ଘରେ ପହଞ୍ଚିବ ନିଶୁଳ୍କ ତ୍ରିରଙ୍ଗା, କରନ୍ତୁ କିଛି ଏଭଳି କାମ ।

ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ ତାରିଖ ପୂର୍ବରୁ ଭାରତୀୟ ଜନତା ପାର୍ଟିର ନେତା ସି,ଆର.ପାଟିଲ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆପଣଙ୍କ ଘରେ ନିଶୁଳ୍କ ତ୍ରିରଙ୍ଗା ପହଞ୍ଚାଇ ଦିଆଯିବ । ଏହି ଅଭିଯାନର ନାମ ‘ହର ଘର…

ଆଜି ବି ଦୁନିଆରେ ବଂଚିଛି ମଣିଷ ପଣିଆ : ଭୁଲରେ ଗ୍ରାହକ ଛାଡ଼ିଯାଇଥିବା ୬୮ ହଜାର ଟଙ୍କା ଫେରାଇଲେ ଲଣ୍ଡ୍ରି ଦୋକାନୀ

କନକ ବ୍ୟୁରୋ : ଅଭାବ ଅସୁବିଧା କେବେ ଜଣେ ମଣିଷଙ୍କୁ ବିପଥଗାମୀ କରିପାରେ ନାହିଁ । ମଣିଷର ସଂସ୍କାର ଓ ମାନସିକତା ଉପରେ ସବୁ ନିର୍ଭର କରେ । ଆଜି ବି ଦୁନିଆରେ କିଛି ଲୋକ ଅଛନ୍ତି, ଯେଉଁମାନେ ମାନବିକତାକୁ ଉର୍ଦ୍ଧ୍ୱରେ ରଖନ୍ତି । ଟଙ୍କା ତାଙ୍କ ପାଇଁ ଗୁରୁତ୍ୱ ଦିଏ ନାହିଁ । ଆଜିକାଲିର…

ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟକ୍କର ! ପୁରୀ ବେଳାଭୂମିରେ ବାଲୁକାକଳା ଜରିଆରେ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଶୁଭେଚ୍ଛା ।

କନକ ବ୍ୟୁରୋ: ଫିଫା ଫୁଟବଲ ବିଶ୍ୱକପର ଆଜି ଅନ୍ତିମ ଲଢ଼େଇ । ବିଶ୍ୱକୁ ମିଳିବ ଫୁଟବଲ ଜଗତର ବାଦଶାହା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ଫିଫା ମହାକୁମ୍ଭରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ କ୍ରୋଏସିଆ । ଏନେଇ ସମଗ୍ର ବିଶ୍ୱରେ ଫୁଟବଲ ଫିଭର ଦେଖିବାକୁ ମିଳିଛି । ଆଉ ଏହାର ଝଲକ ମଧ୍ୟ ପୁରୀ…

ଏଣିକି ଗରିବ ରଥରେ ଯାତ୍ରା କଲେ ଯାତ୍ରୀଙ୍କୁ ଦେବାକୁ ପଡିପାରେ ଅଧିକ ଅର୍ଥ !ଭଡା ବଢାଇବା ପାଇଁ ଚିନ୍ତା କରୁଛି ରେଳ…

କନକ ବ୍ୟୁରୋ : ଦେଶରେ ଗରିବ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ବାତାନୁକାଳୀନ ବା ଶୀତତାପ ନିୟନ୍ତ୍ରଣ ଟ୍ରେନ “ଗରିବ ରଥ” ଆରମ୍ଭ କରିଥିଲେ । କିନ୍ତୁ ଏବେ ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡିପାରେ । ପିଟିଆଇର ଏକ ରିପୋର୍ଟ ଅନୁସାରେ…