Daily Archives

July 14, 2018

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଗଡିଲା ନନ୍ଦିଘୋଷ । ବଡ ଭାଇ ଓ ଭଉଣୀଙ୍କ ପଛରେ ମାଉସୀ ମା’ ଘର ଅଭିମୁଖେ କଳା ଠାକୁର

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଗଡିଲା ନନ୍ଦିଘୋଷ । ଶ୍ରୀମନ୍ଦିରର ଗମ୍ଭାରୀ ଘରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ପରେ ମାଉସୀ ମା’ ଘର ଅଭିମୁଖେ ବାହାରିଲେ କାଳିଆ ଠାକୁର । ବଡ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବା ପରେ…

କେବଳ ଭଲ ଅଭିନେତ୍ରୀ ନୁହଁ ଜଣେ ଭଲ ମଣିଷର ଉଦାହରଣ ଦେଲେ ଚୁଲବୁଲି ଆଲିଆ ଭଟ୍ଟ ! ଏଭଳି ଉପାୟରେ କଲେ ଲୋକଙ୍କ ସାହାଯ୍ୟ ।

ବଲିଉଡ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଖୁବ କମ ବୟସରୁ ବିଭିନ୍ନ ପ୍ରକାର ଅଭିନୟ କରିସାରିଲେଣି ।ସେ ରାଜି, ହାଇୱେ ଏବଂ ଉଡତା ପଂଜାବ ଭଳି ଫିଲ୍ମରେ ନିଜର ଅଭିନୟ ଦେଇ ଏକ ପରିଚୟ ବନାଇ ସାରିଲେଣି । ଆଲିୟା ନା କେବଳ ସୁନ୍ଦର ମାତ୍ର ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଏବେ କିଛି ଦିନ ତଳେ ସେ…

ଏଣିକି କ୍ୟାନ୍ସର ପାଇଁ ଆଉ ଜିବନି ଜୀବନ ! ଛତିଶଗଡ ମମତା ଆଣିଲେ ନୂଆ ଆବିଷ୍କାର ।

କ୍ୟାନ୍ସର ଭଳି ମରଣାନ୍ତକ ରୋଗରେ ବହୁ କମ୍ ଲୋକ ବଞ୍ôଚବାର ସୌଭାଗ୍ୟ ଲାଭ କରୁଥିବା ବେଳେ କିଛି ଲୋକ ସମୟ ପୂର୍ବରୁ ରୋଗର ଆଭାସ ନ ପାଇ ଅବହେଳା କରି ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାର କାରଣ କ୍ୟାନ୍ସରର ହାନିକାରକ ସେଲ୍ସଗୁଡିକ ଶରୀରରେ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ । ଯାହାଦ୍ୱାରା ଜୀବନ…

ଗଡିଲା ଦେବୀ ସୁଭଦ୍ରାଙ୍କ ରଥ : ଆଗେ ଆଗେ ବଡ ଭାଇ ବଳଭଦ୍ର, ପଛେ ପଛେ ଭଉଣୀ ସୁଭଦ୍ରା

କନକ ବ୍ୟୁରୋ : ଆଗେ ଆଗେ ବଡ ଭାଇ ବଳଭଦ୍ର । ପଛେ ପଛେ ଯାଉଛନ୍ତି ସୁଭଦ୍ରା ମା’ । ପରମ୍ପରା ଅନୁଯାୟୀ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ଗଡିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡିଛି । ଶ୍ରୀ ବଳଭଦ୍ରଙ୍କ ରଥ ରାଜ ନଅର ଛୁଇଁବା ପରେ ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି ଦେବୀ…

ଆସନ୍ତା ୩ଦିନ ଧରି ପ୍ରବଳ ବର୍ଷିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି, ୭୨ ଘଣ୍ଟା ଧରି ପ୍ରବଳ ବର୍ଷିବ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ତେଣୁ ଆଜିଠାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବୋଲି ସୁଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…

ଚାଲିଥିଲା ରାସ୍ତା ମରାମତି କାମ,ଭୂମି ଖୋଳୁ ଖୋଳୁ ବାହାରିଲା ଏପରି କିଛି ବସ୍ତୁ ଆଉ ତା’ପରେ…

ଛତିଶଗଡ କୋଣ୍ଡାଗାଁ ଜିଲ୍ଲାରେ ସଡକ ନିର୍ମାଣ ପାଇଁ ମରାମତି କରିବା ସମୟରେ ଯେଉଁ ଘଟଣା ଘଟିଲା ତାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଛତିଶଗଡର କୋରକୋଟୀ ଗ୍ରାମର ବେଡମା ଅଞ୍ଚଳରେ ସଡକ ନିର୍ମାଣ ପାଇଁ ଶ୍ରମିକ ମାଟି ଖୋଳୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ଫାଉଡା ଏକ ପଦାର୍ଥରେ ବାଜି…