Daily Archives

July 14, 2018

ଗଡିଲା ତାଳଧ୍ୱଜ ରଥ । ବଡଦାଣ୍ଡ ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଶ୍ରୀ ବଳଭଦ୍ରଙ୍କ ରଥ

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ ଠାକୁର । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ…

ଅଭିନବ ଉପାୟରେ ଚୋରି ! ମୁହଁରେ ଅଣ୍ଡରୱେର ପିନ୍ଧି ଚୋରି କରିବା ପାଇଁ ବିଲ୍ଡିଂରେ ପଶିଲା ଚୋର

ଆଜିକାଲି ଚୋରମାନେ ଅତି ଚତୁରତାର ସହ ଚୋରି କରୁଛନ୍ତି । ପୋଲିସକୁ ଚକମା ଦେବା ପାଇଁ ଅନେକ ଅଭିନବ ଉପାୟ ମଧ୍ୟ ଆପଣାଉଛନ୍ତି । ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ଶୁଣି ଆପଣ ନହସି ରହିପାରିବେ ନାହିଁ । ଟେକ୍ସାସ ପୋଲିସ ଏବେ ଜଣେ ଏପରି ଚୋକୁ ଖୋଜୁଛି, ଯିଏ ଏକ ଅଫସିକୁ ପୁରା ନଷ୍ଟ କରିଦେଇଛି…

ରଥ ଟଣାର ମହାତ୍ମ୍ୟ! ରଥ ଦଉଡ଼ି ଠାରୁ ବିଭିନ୍ନ ରୀତିନୀତିରେ କ’ଣ ରହିଥାଏ ପାରମ୍ପାରିକ ପ୍ରଥା, ଜାଣନ୍ତୁ…

ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର ଯଥା ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ । ଭୋଇ ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡି ଦ୍ୱାରା ବନ୍ଧିଥାନ୍ତି । ଏହାପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡିକୁ ରଥରେ…

ଗଜପତିଙ୍କ ଛେରାପହଁରା : ଦେବୀ ସୁଭଦ୍ରାଙ୍କ ରଥରେ ଗଜପତି ମହାରାଜଙ୍କ ଛେରାପହଁରା ସେବା, କିଛି ସମୟ ପରେ ଆରମ୍ଭ ହେବ…

କନକ ବ୍ୟୁରୋ: ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା । ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ନନ୍ଦିଘୋଷ ରଥରେ ରାଜା ବେଶରେ ଛେରାପହଁରା ସେବା କରିଛନ୍ତି ଗଜପତି ମହାରାଜ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଛେରାପହଁରା…

କ୍ଷମା ମାଗିଲେ ଜୁଏଲ ! ଆଦିବାସୀଙ୍କୁ ବିଜୟ ମାଲ୍ୟା ପରି ସ୍ମାର୍ଟ ହେବାକୁ କହି ହୋଇଥିଲେ ବିବାଦୀୟ ।

କ୍ଷମା ମାଗିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କଠିନ ପରିଶ୍ରମ ନକରି ବଂର ବିଜୟ ମାଲ୍ୟା ପରି ସ୍ମାର୍ଟ ହେବାପାଇଁ ଆଦିବାସୀଙ୍କ ଉଦ୍ଦେଶ୍ୟରେ କହି ବିବାଦୀୟ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ତେବେ ଏନେଇ ଜାତୀୟ ଗଣମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏବଂ କହିଛନ୍ତି ଯେ, ବିଜୟ…

ପୁରୀ ଗଜପତିଙ୍କ ଛେରାପହଁରା: ରାଜା ବେଶରେ ତାଳଧ୍ୱଜ ପରେ ନନ୍ଦିଘୋଷ ରଥରେ ଗଜପତି ମହାରାଜଙ୍କ ଛେରାପହଁରା

କନକ ବ୍ୟୁରୋ: ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା । ପ୍ରଥମେ ଗଜପତି ମହାରାଜ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥରେ ଛେରାପହଁରା କରିଛନ୍ତି । ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ…