Daily Archives

July 1, 2018

ଡାଇବେଟିସ୍ ରୋଗୀ ମିଠା ଖାଇ ନପାରିବାକୁ ନେଇ ଚିନ୍ତିତ କି ? ତେବେ ଆପଣଙ୍କ ପାଇଁ ଅଛି ବିକଳ୍ପ, ମିଠା ବଦଳରେ ଖାଇପାରିବେ…

ଆପଣ ଯଦି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଆପଣଙ୍କୁ କେତେକ ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଏ ଫ୍ରୁଟସ ମଧ୍ୟ…

ଜିଏସଟିକୁ ହେଲା ବର୍ଷେ : କେନ୍ଦ୍ର ଦେଲା ଲାଭ-କ୍ଷତିର ହିସାବ । ପ୍ରଧାନମନ୍ତ୍ରୀ କହିଲେ, କାରବାର ହେଲା ସୁଗମ

କନକ ବ୍ୟୁରୋ: ଦେଶର ସବୁଠୁ ବଡ଼ ବଡ଼ ଆର୍ଥିକ ସଂସ୍କାର କୁହାଯାଉଥିବା ଜିଏସଟିକୁ ବର୍ଷେ ପୁରିଛି । କେନ୍ଦ୍ର ସରକାର ଜୁଲାଇ ୧କୁ ଜିଏସଟି ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି…

ଋଷ ଠାରୁ ଏସ୍-୪୦୦ ମିସାଇଲ କିଣିବ ଭାରତ : ମିସାଇଲ କିଣିବା ପାଇଁ ଭାରତକୁ ଆମେରିକାର ବାରଣ

କନକ ବ୍ୟୁରୋ : ଆମେରିକାର ଚେତାବନୀ ସତ୍ତେ୍ୱ ଭାରତ ଖୁବ ଶୀଘ୍ର ଋଷଠାରୁ ଏସ-୪୦୦ ଟ୍ରାଇପ ଏୟାର ଡିଫେନ୍ସ ମିସାଇଲ କିଣିବା ଲାଗି ପ୍ରସ୍ତୁତି ଚଳାଉଛି । ଏହି ମିସାଇଲ କିଣିବା ଲାଗି ଆମେରିକା ଭାରତକୁ ବାରଣ କରୁଥିବା ସମୟରେ ଭାରତର ପ୍ରତିରକ୍ଷା ବିଭାଗ ମିସାଇଲ କିଣିବାଲାଗି ୩୯ ହଜାର କୋଟି…

ସାମସଙ୍ଗ ସ୍ମାର୍ଟଫୋନ୍ କିଣୁବାକୁ ଚାହୁଁଛନ୍ତି କି ? ଯଦି ହଁ ତେବେ ଶୀଘ୍ର କିଣିନିଅନ୍ତୁ,ହ୍ରାସ ପାଇଛି ଦର ।

ସାମସଙ୍ଗ ଗ୍ୟାଲେକ୍ସି ଏ୬ ଓ ଏ୬+ ମୋବାଇଲ୍କୁ ମାସେ ପୂର୍ବରୁ ଲଞ୍ଚ କରିଥିଲା । କିନ୍ତୁ ସୂଚନା ମୁତାବକ ଏବେ ଗ୍ୟାଲେକ୍ସି ଏ୬ର ମୂଲ୍ୟ ହ୍ରାସ ଘଟିଛି । ବର୍ତ୍ତମାନ ଆପଣ ଏହି ଫୋନକୁ୧୯,୯୦୦ ଟଙ୍କାରେ କିଣିପାରିବେ । ଏହି ଫୋନ କଳା, ବ୍ଲୁ ଓ ଗୋଲ୍ଡ ରଙ୍ଗରେ ବଜାରରେ ଉପଲବ୍ଧ ଅଛି । କମ୍ପାନି…

ପୋଲିସ ପଂଝାରେ ମୋଷ୍ଟ ୱାଟେଂଡ୍ ‘ଟିଟୋ’ : ଅପରାଧକୁ ନେଇ ପୁଲିସର ଅଧିକ ଖୋଳତାଡ, କହିଲେ, ପୁଲିସ୍ ଡିଜି ରାଜେନ୍ଦ୍ର…

କନକ ବ୍ୟୁରୋ : ଗାଙ୍ଗଷ୍ଟର ଟିଟୋର ଅପରାଧ ନେଇ ଅଧିକ ତଦନ୍ତ କରୁଛି ଓ ତଦନ୍ତ ପରେ ଅଧିକ ତଥ୍ୟ ପଦାକୁ ଆସିବ । ଟିଟୋର ଅନ୍ୟ କେଉଁ ଅପରାଧରେ ସମ୍ପୃକ୍ତ ସେ ନେଇ ପୁଲିସ୍ ତଦନ୍ତ ଚଳାଇଛି ବୋଲି ପୁଲିସ୍ ଡିଜି ରାଜେନ୍ଦ୍ର ଶର୍ମା କହିଛନ୍ତି । ଗତକାଲି ପୋଲିସ ପଂଝାକୁ ଆସିଛି ଗାଙ୍ଗଷ୍ଟର ଉସମାନ୍…

ଦେଶୀଗର୍ଲ ନୁହଁନ୍ତି ବଲିଉଡର ଏହି ନାମୀ ନାୟିକା ବି ନିକ୍ ଜୋନ୍ସଙ୍କ ଦିୱାନୀ । ଜାଣନ୍ତୁ କିଏ….

ବଲିଉଡ ଓ ହଲିଉଡର ଲୋକପ୍ରିୟ ନାୟିକା ଭାବେ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ସେ ଏବେ ତାଙ୍କର ପ୍ରେମିକ ନିକ୍‌ ଜୋନ୍‌ସଙ୍କ ସହିତ ଅଧିକ ସମୟ ବିତାଉଛନ୍ତି । ଏହାପରେ ଏହି ପ୍ରେମୀଯୁଗଳ ବ୍ରାଜିଲ୍‌ ଯାଇଛନ୍ତି। ତେବେ ଏଯାଏଁ ନିକ୍‌ ଜୋନ୍ ବା ପ୍ରିୟଙ୍କା ଚୋପ୍ରା କେହି…