Daily Archives

July 27, 2018

ଗଙ୍ଗାର ଖରାପ ପରିସ୍ଥିତିକୁ ନେଇ ଏନଜିଟି କ୍ରୋଧିତ ! କହିଲେ ସିଗାରେଟ ଖୋଳ ଉପରେ ଚେତାବନୀ ଦିଆହେଲା ଭଳି ଗଙ୍ଗାର…

ରାଷ୍ଟ୍ରିୟ ହରିତ ଅଧିକରଣ (ଏନଜିଟି) ଗଙ୍ଗା ନଦୀର ଖରାବ ପରିସ୍ଥିତିକୁ ଦେଖି କ୍ରୋଧିତ ହୋଇ କହିଛନ୍ତି, ହରିଦ୍ୱାର ଅନେକ ସହରରେ ଗାଙ୍ଗାର ଜଳ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ଏହି ରାଜ୍ୟରେ ଅନେକ ଲୋକ ଗଙ୍ଗାର ପାଣିକୁ ପାନିୟ ଜଳ ଏବଂ ଗାଧୋଇବାରେ ବ୍ୟବହାର କରୁଛନ୍ତି । କିନ୍ତୁ…

ବୁଧବାରଠାରୁ ପାକିସ୍ତାନରେ ସରିଲାଣି ଭୋଟ୍, ହେଲେ ସରୁନି ଗଣତି । ଭାବି ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଲୋକଙ୍କ ସେବାରେ…

କନକ ବ୍ୟୁରୋ : ପାକିସ୍ତାନ ଜାତୀୟ ପରିଷଦ ଲାଗି ଭୋଟ ସରିବାର ୪୮ ଘଂଟା ପରେ ମଧ୍ୟ ପ୍ରକାଶ ପାଇନାହିଁ ଚୂଡାନ୍ତ ଫଳାଫଳ । ପାକିସ୍ତାନର ପ୍ରମୁଖ ଗଣମାଧ୍ୟମଗୁଡିିକର ରିପୋର୍ଟ ଅନୁସାରେ ୨୭୨ ଆସନ ବିଶିଷ୍ଟ ପାକିସ୍ତାନ ଜାତୀୟ ପରିଷଦରେ ୧୧୮ଟି ଆସନ ଜିତିଛି ଇମ୍ରାନ ଖାନଙ୍କ ପିଟିଆଇ । ମ୍ୟାଜିକ…

କେନ୍ଦ୍ରାପଡାର କୁନି ଝିଅକୁ ରାଷ୍ଟ୍ରପତି ଭବନରୁ ଆସିଲା ଡାକରା । ଦିଲ୍ଲୀରେ ସମ୍ମାନିତ ହେବ ପଲ୍ଲୀର ଝିଅ

କନକ ବ୍ୟୁରୋ : ଦିଲ୍ଲୀରେ ସାହସିକତାର ପୁରସ୍କାର ପାଇବ ପଲ୍ଲୀର କୁନି ଝିଅ । ଆସନ୍ତା ସ୍ୱାଧୀନତା ଦିବସରେ ସାହସିକତା ପାଇଁ ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ଓଡିଆ ଝିଅ ମମତା । ଦିଲ୍ଲୀରେ ଜାତୀୟ ସାହସିକତା ପୁରସ୍କାର ପାଇବେ କେନ୍ଦ୍ରାପଡାର କୁନି ଝିଅ ମମତା । ଆଉ ଏଥିପାଇଁ ରାଷ୍ଟ୍ରପତି…

ବ୍ୟାଙ୍କ ଲୁଟ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ବିରୋଧ କରିବାକୁ ଯାଇ ଦୁଇ ଆହତ ! ନିକଟସ୍ଥ ଚିକିତ୍ସାଳୟରେ…

ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ଦକ୍ଷିଣ କଶ୍ମିରର କୁଲଗାମ୍ ଜିଲ୍ଲାରେ ଥିବା ଜମ୍ମୁ କଶ୍ମିର ବ୍ୟାଙ୍କ ମଧ୍ୟରେ ଆଜି (ଶୁକ୍ରବାର) ବିଳମ୍ବିତ ଅପରାହ୍ଣରେ ୨ ଜଣ ଆତଙ୍କବାଦୀ ବଳପୂର୍ବକ ପ୍ରବେଶ କରି ଗୁଳିଚାଳନା କରିବା ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି…

ମୋର ନୁହେଁ ତ କାହାର ନୁହେଁ । ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଫେସବୁକରେ ଛାଡିଲା…

କନକ ବ୍ୟୁରୋ : ପ୍ରେମରେ ବିଫଳ ହେବା ପରେ ପ୍ରେମିକର ଆତ୍ମହତ୍ୟା ଘୋଷଣା । ଫେସବୁକରେ ଆତ୍ମହତ୍ୟା ନେଇ ଘୋଷଣା କରିବା ପରେ, ପ୍ରେମିକା ସହ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତର ଭିଡିଓକୁ ଛାଡି ଦେଇଛନ୍ତି ଜଣେ ବିବାହିତ ପ୍ରେମିକ । ମୋର ନୁହେଁ ତ’ କାହାରି ନୁହେଁ ନ୍ୟାୟରେ ଯୁବତୀଙ୍କ ସହ…