ଷ୍ଟୁଡିଓ ଭିତରେ ହାତାହାତି ! ଆଇନଜୀବି ମହିଳାଙ୍କ ଉପରକୁ ହାତ ଉଠାଇଲେ ମୌଲବୀ, ଦୃଶ୍ୟ ଦେଖିଲା ସାରା ଦେଶ ।
ଷ୍ଟୁଡିଓ ଭିତରେ ହାତାହାତିର ଚିତ୍ର । ଘଟଣାଟି ହେଉଛି ଏକ ଘରୋଇ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲର । ତିନ୍ ତଲାକ୍ ଓ ନିକାହା ହଲାଲା ପ୍ରସଙ୍ଗରେ ଷ୍ଟୁଡିଓରେ ଗରମାଗରମ୍ ଆଲୋଚନା ଚାଲିଥିଲା । ଆଉ ଏହି ପ୍ରସଙ୍ଗରେ ବିତର୍କରେ ଭାଗ ନେଇଥିବା ଅତିଥିମାନେ ଆଲୋଚନା କରୁଥିଲେ । ଠିକ୍ ଏହି ସମୟରେ ବିତର୍କରେ…