ପ୍ରତି ମାସରେ ବଢିବନି ରନ୍ଧନ ଗ୍ୟାସ ଦର । ସରକାର ପ୍ରତ୍ୟାହାର କଲେ ନିଷ୍ପତି । ମାସକୁ ଏଲପିଜି ସିଲିଣ୍ଡର ମୂଲ୍ୟରେ ୪ ଟଙ୍କା ବୃଦ୍ଧି କରିବାକୁ କହିଥିଲେ ସରକାର ।

21