ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ । ଯେଉଁଠି ପାନୀୟ ଜଳ ସୁବିଧା ନାହିଁ, ପହଞ୍ଚାଇବା ନେଇ ଆଲୋଚନା ହେଲା । ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛୁ ।

126