ଆଜି ପବିତ୍ର ମହରମ୍ : ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସ

58

କନକ ବ୍ୟୁରୋ : ମୁସଲମାନ ସଂପ୍ରଦାୟ ଆଜି ପବିତ୍ର ମହରମ୍ ପାଳନ କରିଛନ୍ତି । ମହରମକୁ ଇସଲାମିକ୍ କ୍ୟାଲେଣ୍ଡରର ପ୍ରଥମ ମାସ ବୋଲି ବିବେଚନା କରାଯାଇଥାଏ । ପ୍ରୋପେଟ୍ ମହମ୍ମଦଙ୍କ ନାତି ହୁସେନଙ୍କ ବଳିଦାନ ଦିବସ ଭାବେ ମହରମକୁ ପାଳନ କରାଯାଇଥାଏ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନମାଜ୍ ପାଠ ହେବ । ଏଥି ସହ ତାଜିଆ ଯାତ୍ରା ବାହାରିବ ।