ପ୍ରବଳ ଖରାରେ ଅଙ୍ଗନୱାଡି ଛୁଟି ହେବ କି ନାହିଁ ? ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

478

କନକ ବ୍ୟୁରୋ : ପ୍ରବଳ ଖରାରେ ଅଙ୍ଗନୱାଡି ଛୁଟି ହେବ କି ନାହିଁ ? ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟ ମହିଳା ବିକାଶ ଓ ଶିଶୁ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସ୍କୁଲ ଓ କଲେଜ ଛୁଟିଥିବା ବେଳେ ଅଙ୍ଗନୱାଡି କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଉପବେଗ ପ୍ରକାଶ କରିଛନ୍ତି ।