ରାଜଭବନରେ ପ୍ରଧାନମନ୍ତ୍ରୀ ମୋଦି : ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦଙ୍କୁ କଲେ ସମ୍ମାନିତ

16

କନକ ବ୍ୟୁରୋ : ରାଜଭବନରେ ମୋଦିଙ୍କ ସହ ସ୍ୱାଧୀନତା ପରିବାରଙ୍କ ପରିଜନ । ସ୍ୱାଧୀନତା ପରିବାରର ଦାୟାଦଙ୍କୁ ସମ୍ମାନିତ କଲେ ମୋଦି । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଓ ଭାଇଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ । ଏହାସହ ରାଜଭବନରେ ପ୍ରଧାନମନ୍ତ୍ରୀ ମୋଦି କଲେ ସମ୍ବୋଧନ । ଏଠାରେ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ।