ଜଗତସିଂହପୁର : ଏକତରଫା ପାଇଁ ଜୀବନ ଗଲା, ଯୁବକକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ ନ୍ୟୁଜ୍ By Pranjna Parimita Behera On Jan 12, 2018 - 5:05 PM Source: upload.wikimedia.org 31 Share କନକ ବ୍ୟୁରୋ : ଏକତରଫା ପ୍ରେମର ଚରମ ପରିଣତି ହତ୍ୟା । ଯୁବକକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ସଭାମୂଳ ଗାଁରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ହେଉଛନ୍ତି ସୁଦର୍ଶନ ନନ୍ଦ । ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସୁକାନ୍ତ ପଡ଼ିଶା ଘର ଝିଅ ସୁକାନ୍ତିଙ୍କ ଭଲ ପାଉଥିଲେ । ଘଟଣାରେ ମୃତ ସୁଦର୍ଶନଙ୍କ ମା ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ମଣ୍ଡାସାହି ସ୍ମାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । 31 Share FacebookTwitterGoogle+WhatsAppTelegramEmailPrint