ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର। ପାତ୍ରପଡା ଜଙ୍ଗଲରେ ଝୁଲନ୍ତା ମୃତଦେହ। 

82

କନକ ବ୍ୟୁରୋ: କାଜୁ ଜଙ୍ଗଲରେ ଝୁଲୁଛି ଶବ । ଭୁବନେଶ୍ୱର ପାତ୍ରପଡା କାଜୁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ରହିଛି ମୃତଦେହ । ଗଳିତ ଶବ ଦେଖି ସ୍ଥାନୀୟ ବାସିନ୍ଦା ଛାନିଆ ହୋଇଛନ୍ତି । ହାତରେ ଘଣ୍ଟା, ପକେଟରେ ଚଷମା ଖୋଳ, ପେନ ରହିଛି । ମୃତକ ଜଣେ ବୟସ୍କ ହୋଇଥିବା ଅନୁମାନ କରାଯାଉଛି । ହତ୍ୟା ସନ୍ଦେହର ପୋଲିସର ତଦନ୍ତ ଆରମ୍ଭ ହୋଇଛି ।