କଂଗ୍ରେସର ଓଡିଶା ବନ୍ଦକୁ ମନ୍ତ୍ରୀଙ୍କ ଭୟ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କଂଗ୍ରେସର ଓଡିଶା ବନ୍ଦକୁ ମନ୍ତ୍ରୀଙ୍କ ଭୟ । କଡା ସୁରକ୍ଷା ବଳୟରେ ସ୍କୁଟରରେ ଆସିଲେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ।