ଥରିଲା ଉତ୍ତରକାଶୀ । ଯୋଶୀମଠରେ ଫାଟ ସାଙ୍ଗକୁ ଭୂମିକମ୍ପ ଯୋଗୁଁ କୋକୁଆଭୟ ।

134

କନକ ବ୍ୟୁରୋ: ନିର୍ମାଣ କାର୍ଯ୍ୟ ଯୋଗୁଁ ଯୋଶୀମଠ ସହ ପାଖାପାଖି ୫ଟି ଜିଲ୍ଲାରେ ଭୂମି ଧସୁଥିବାବେଳେ ଗୁରୁବାର ରାତିରେ ଉତ୍ତରକଶେୀରେ ଭୂମିକମ୍ପ ଯୋଗୁଁ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀରେ ଭୂଗର୍ଭର ୧୦ କିଲୋମିଟର ଗଭୀରରେ ହୋଇଥିବା ଜଣାପଡିଛି ।