Browsing Category

ଦେଶ ବିଦେଶ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ‘କମ୍ପ୍ୟୁଟର ବାବା’ : ବିଜେପିର ସମାଲୋଚନା, କହିଲା, ଜମି ଦଲାଲି ବାବା…

କନକ ବ୍ୟୁରୋ : ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ନାମୀ ବ୍ୟକ୍ତି ସାମିଲ ହୋଇଛନ୍ତି । ଏହି କ୍ରମରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାରେ ବିବାଦୀୟ ସନ୍ଥ ନାମଦେବ ଦାସ ତ୍ୟାଗି ଓରଫ ‘କମ୍ପ୍ୟୁଟର ବାବା’ଙ୍କୁ…
Read More...

ସୁନ୍ଦର ଚେହେରା ଓ ମନଲୋଭା କଥା କହି ଲୁଟିନେଲେ ୩୦ ହଜାର କୋଟି, ଏବେ ଲକ୍ଷ ଲକ୍ଷ ଲୋକ କାଙ୍ଗାଳ

କନକ ବ୍ୟୁରୋ : କ୍ରିପ୍ଟୋ କରେନ୍ସି ବା ଅଦୃଶ୍ୟ ମୁଦ୍ରାକୁ ନେଇ ଏବେ ବି ବିଶ୍ୱର ୮୦ ପ୍ରତିଶତ ଲୋକ ବିଶେଷ କିଛି ଜାଣି ନାହାଁନ୍ତି । ହେଲେ ଗତବର୍ଷ ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏଥିରେ ଅର୍ଥ ବିନିଯୋଗ କରି ଅନେକ ଲୋକ କୋଟିପତି ହୋଇପାରିଥିବା ବେଳେ…
Read More...

ମହାନଗର ନିଗମ ନିର୍ବାଚନ : ଭୋଟ ଦେଉଛି ଦିଲ୍ଲୀ; ଏଥର ବଡଧରଣର ଓଲଟପାଲଟ କରିବ କି ଆପ୍?

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ସାଢେ ୫ଟା ଯାଏଁ ଚାଲିବ । ଭୋଟକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ଗତକାଲିଠୁ ପାଟ୍ରୋଲିଂ କରି କଡା…
Read More...

ପ୍ରଥମ ଦିନିକିଆରେ ବାଂଲାଦେଶ ଟସ୍ ଜିତିବା ପରେ ଭାରତର ବ୍ୟାଟିଙ୍ଗ ଆରମ୍ଭ । ରୋହିତ ଶର୍ମା, କେଏଲ ରାହୁଲଙ୍କ ଉପରେ…

କନକ ବ୍ୟୁରୋ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ପ୍ରଥମ ଦିନିକିଆ ମ୍ୟାଚ୍ । ଢାକାର ଶେର-ଏ ବାଙ୍ଗଲା ଷ୍ଟାଡିୟମରେ ଦୁଇ ଟିମ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ମ୍ୟାଚରେ ବାଂଲାଦେଶ ଟସ୍ ଜିତି ଫିଲ୍ଡି କରିବାକୁ ନିଷ୍ପତ୍ତିି ନେବା ପରେ ବ୍ୟାଟିଂ ଆରମ୍ଭ କରିଛି ଭାରତ । ରୋହିତ ଶର୍ମାଙ୍କ…
Read More...

‘ବିହାରରେ ମଦ ଭଗବାନଙ୍କ ପରି, କେଉଁଠି ଦେଖାଯାଏନି ହେଲେ ସବୁଠି ଥାଏ’: ମଦ ବନ୍ଦ ଅଭିଯାନ ଉପରେ ଆରଜେଡି ନେତାଙ୍କ…

କନକ ବ୍ୟୁରୋ: ବିହାରରେ ମଦ ବନ୍ଦ ଅଭିଯାନକୁ ନେଇ ମିଳିତ ସରକାରରେ ସାମିଲ ଦଳର ନେତାଙ୍କ ଭିନ୍ନ ଭିନ୍ନ ମତ ବିଭିନ୍ନ ସମୟରେ ଆସୁଛି । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ପୂର୍ବ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝି ଓ ଉପେନ୍ଦ୍ର କୁଶୱାହା ନିତୀନ ସରକାରଙ୍କୁ ଘେରିଥିଲେ । ଏବେ ଆରଜେଡି…
Read More...

ଇତିହାସ ରଚିଲେ ଲିଓନେଲ ମେସି । ଅଷ୍ଟ୍ରେଲିଆକୁ ହରାଇ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ।

କନକ ବ୍ୟୁରୋ:  ଫିଫା ୱାର୍ଲ୍ଡ କପ୍-୨୦୨୨ ସିଜିନ୍ ଏବେ ବେଶ୍ ରୋମାଞ୍ଚକର ହେବାରେ ଲାଗିଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ହରାଇଛି । ଏହି ବିଜୟ ସହ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ…
Read More...

ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନର ନୂଆ ସେନା ମୁଖ୍ୟ, ‘କହିଲେ ଶତ୍ରୁକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ’

କନକ ବ୍ୟୁରୋ: ଭାରତ ବିରୋଧରେ ବିଷ ଉଦଗାର କରିଛନ୍ତି ପାକିିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ ଜେନେରାଲ ଆସିମ ସୁନୀର । ସେ କହିଛନ୍ତି ଯେ, ଯଦି ଆମ ଦେଶ ଉପରେ ଆକ୍ରମଣ ହୁଏ ତେବେ ପାକିସ୍ତାନୀ ଶସସ୍ତ୍ର ବଳ ଦେଶର ଇଞ୍ଚେ ଇଞ୍ଚେ ମାଟିର ସୁରକ୍ଷା କରିବା ସହ ଶତ୍ରୁର କଡା ସାମ୍ନା କରିବ’ ।…
Read More...

ବରକୁ ବରଣମାଳା ପିନ୍ଧାଇବା ବେଳେ ମଣ୍ଡପ ଉପରେ ଟଳିପଡିଲେ କନ୍ୟା, ହୃଦଘାତରେ ଚାଲିଗଲା ଶିବାଙ୍ଗୀଙ୍କ ଜୀବନ ।

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ, ଯାହା କେହି କେବେ ସ୍ୱପ୍ନରେ ସୁଧା ଭାବିନଥାଏ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷେ୍ନøର ଭଦୱାନା ଗାଁରେ । ମଣ୍ଡପ ଉପରେ ବରକୁ ବରଣମାଳା ପିନ୍ଧାଉଥିବାବେଳେ ଟଳିପଡିଲେ କନ୍ୟା, ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ହୃଦଘାତରେ…
Read More...

ଦୁର୍ବଳ ହେଉଛି ଆତଙ୍କବାଦୀ ସଙ୍ଗଠନ : ଧାରା ୩୭୦ ଉଚ୍ଛେଦ ପରେ ଶେଷ ନିଶ୍ୱାସ ଗଣିବା ଆରମ୍ଭ କରିଛି ହିଜବୁଲ ମୁଜାହିଦ୍ଦିନ

କନକ ବ୍ୟୁରୋ : ଶେଷ ନିଶ୍ୱାସ ନେବା ଅପେକ୍ଷାରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ । ନା ଅସ୍ତ୍ରଶସ୍ତ୍ର ଅଛି, ନା ଆଶ୍ରୟ ମିଳୁଛି, ନା ଟଙ୍କା ଆସୁଛି, ନା କଶ୍ମୀର ଯୁବକଙ୍କ ସମର୍ଥନ ପାଉଛି । କିଛି ଏଭଳି ଅବସ୍ଥାରେ ଏବେ ପଡ଼ିରହିଛି ଏହି ଆତଙ୍କବାଦୀ ସଙ୍ଗଠନ । ମୁଖ୍ୟତଃ କଶ୍ମୀରରେ…
Read More...

ଆଜି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ : ୧୩ ହଜାର ୬୩୮ ବୁଥରେ ମତଦାନ ଗ୍ରହଣ

କନକ ବ୍ୟୁରୋ : ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଭୋଟକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ଗତକାଲିଠୁ ପାଟ୍ରୋଲିଂ କରି କଡା ସୁରକ୍ଷା ବନ୍ଦୋବସ୍ତ କରିବା ସହ ସିସିଟିଭି କ୍ୟାମେରା ଲଗାଯାଇଛି…
Read More...